କୋହଲିଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି। ମୁମ୍ବାଇ ପୁଲିସ ଆଜି ଉକ୍ତ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ରାମନାଗେଶ ଅଲିବଥିନି। ତା’ ବୟସ ୨୩ ବର୍ଷ। ହାଇଦ୍ରାବାଦରୁ ମୁମ୍ବାଇର ସାଇବର ସେଲ୍‌ ପୁଲିସ ରାମନାଗେଶକୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ରାମନାଗେଶ ପେଶାରେ ଜଣେ ସଫ୍ଟେୱେଆର ଇଞ୍ଜିନିଅର। ସେ ପ୍ରଥମେ ଫୁଡ୍‌ ଡେଲିଭରୀ ଆପ୍‌ ପାଇଁ ସଫ୍ଟୱେଆର ତିଆରି କରିବା କାମ […]

Virat kohli and anushka

Virat kohli and anushka

Madhupriya Mistry
  • Published: Wednesday, 10 November 2021
  • Updated: 10 November 2021, 04:12 PM IST

Sports

Latest News

ମୁମ୍ବାଇ: ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତି। ମୁମ୍ବାଇ ପୁଲିସ ଆଜି ଉକ୍ତ ବ୍ୟକ୍ତିକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତର ନାଁ ରାମନାଗେଶ ଅଲିବଥିନି। ତା' ବୟସ ୨୩ ବର୍ଷ। ହାଇଦ୍ରାବାଦରୁ ମୁମ୍ବାଇର ସାଇବର ସେଲ୍‌ ପୁଲିସ ରାମନାଗେଶକୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ରାମନାଗେଶ ପେଶାରେ ଜଣେ ସଫ୍ଟେୱେଆର ଇଞ୍ଜିନିଅର। ସେ ପ୍ରଥମେ ଫୁଡ୍‌ ଡେଲିଭରୀ ଆପ୍‌ ପାଇଁ ସଫ୍ଟୱେଆର ତିଆରି କରିବା କାମ କରୁଥିଲା।

ଦୁବାଇରେ ଚାଲିଥିବା ଟି-୨୦ ୱାର୍ଲ୍ଡ କପ୍‌ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ବିରାଟ କୋହଲି ଏବଂ ତାଙ୍କ ପରିବାରକୁ ଧମକ ମିଳିଥିଲା। ରାଗି ଯାଇ ତାଙ୍କ ପରିବାରକୁ ଟାର୍ଗେଟ କରାଯାଇଥିଲା। ଏକ ଅଜଣା ଟ୍ୱିଟର ଆକାଉଣ୍ଟ ଜରିଆରେ ବିରାଟ କୋହଲି ଏବଂ ଅନୁଷ୍କାଙ୍କ ଝିଅ ଭମିକାଙ୍କୁ ଦୁଷ୍କର୍ମ କରିବାକୁ ଧମକ ମିଳିଥିଲା। ପରେ ଯେଉଁ ଆକାଉଣ୍ଟରୁ ଏହି ଧମକକୁ ଟ୍ୱିଟ୍‌ କରାଯାଇଥିଲା ତାକୁ ଡିଲିଟ କରି ଦିଆଯାଇଥିଲା।

ଏହି ଧମକ ଆସିବା ପରେ  ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ।  ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୁଲିସକୁ  ଟ୍ୱିଟ୍‌ କରି ଜଣାଇଥିଲେ। ସେପଟେ କୋହଲି ମଧ୍ୟ ଏନେଇ ପୁଲିସରେ ଅଭିଯୋଗ କରିଥିଲେ।

https://twitter.com/ANI/status/1458379032597176325?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story