IRCTC ଦୁର୍ନୀତି: ‘ଅଫିସର ଓ ସାକ୍ଷୀଙ୍କୁ ଧମକାଉଛନ୍ତି ତେଜସ୍ୱୀ’

ପାଟନା: ବହୁ ଚର୍ଚ୍ଚିତ ଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବ ନିଜର ଉତ୍ତର ଦାଖଲ କରିଛନ୍ତି। ତେବେ ତେଜସ୍ୱୀ ଯାଦବଙ୍କ ଉତ୍ତରକୁ ସିବିଆଇ ବିରୋଧ କରିଛି। ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଦେଇଥିବା ବିବୃତ୍ତିକୁ ସିବିଆଇ ବିରୋଧ କରିବା ସହ ବଡ ଅଭିଯୋଗ ଆଣିଛି। ସିବିଆଇ କହିଛି ଯେ, ତଦନ୍ତକୁ ପ୍ରଭାବିତ […]

tejashwi-yadav

tejashwi-yadav

Madhupriya Mistry
  • Published: Tuesday, 18 October 2022
  • Updated: 18 October 2022, 11:29 AM IST

Sports

Latest News

ପାଟନା: ବହୁ ଚର୍ଚ୍ଚିତ ଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବ ନିଜର ଉତ୍ତର ଦାଖଲ କରିଛନ୍ତି। ତେବେ ତେଜସ୍ୱୀ ଯାଦବଙ୍କ ଉତ୍ତରକୁ ସିବିଆଇ ବିରୋଧ କରିଛି।

ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଦେଇଥିବା ବିବୃତ୍ତିକୁ ସିବିଆଇ ବିରୋଧ କରିବା ସହ ବଡ ଅଭିଯୋଗ ଆଣିଛି। ସିବିଆଇ କହିଛି ଯେ, ତଦନ୍ତକୁ ପ୍ରଭାବିତ କରିବା ପାଇଁ ଅଫିସରଙ୍କୁୁ ଧମକ ଦିଆଯାଉଛି। ଏଜେନ୍ସିର ଭାବଭୂର୍ତ୍ତିକୁ ଖରାପ କରିବାକୁ ତେଜସ୍ୱୀ ଚେଷ୍ଟା କରିଥିଲେ। ଏହି ମାମଲା ସହ ଜଡିତ ତଦନ୍ତକାରୀ ଅଧିକାରୀଙ୍କୁ ଥରେ ନୁହେଁ ଦୁଇଥର ଆକ୍ରମଣ କରାଯାଇଥିଲା। କେବଳ ସେତିକି ନୁହେଁ ମାମଲାର ସାକ୍ଷୀ ଥିବା ଲୋକଙ୍କୁ ମଧ୍ୟ ଧମକ ଦିଆଯାଇଥିବା ସିବିଆଇ କହିଛି।

ଆମେ କେବେ ତେଜସ୍ୱୀଙ୍କୁ ଗିରଫ କରିବାକୁ ଚେଷ୍ଟା କରିନୁ। ଯଦି ତଦନ୍ତ ଅଧିକାରୀଙ୍କୁ ଏଭଳି ବାରମ୍ବାର ଧମକ ଦିଆଯାଏ ତେବେ ତାଙ୍କ ଜାମିନ ବାତିଲ କରାଯିବା ଉଚିତ ବୋଲି ସିବିଆଇ କୋର୍ଟରେ କହିଛି।

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନକୁ ବାତିଲ କରିବାକୁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା। ଏହା ଉପରେ କୋର୍ଟ ତେଜସ୍ୱୀ ଯାଦବଙ୍କୁ ଅକ୍ଟୋବର ୧୮ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏବଂ ଜବାବ ଦେବାକୁ କହିଥିଲେ। ଆଜି ତେଜସ୍ୱୀ ଯାଦବ ଏହି ମାମଲାରେ ଦିଲ୍ଲୀ ସ୍ଥିତ ରାଉସ୍ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି।

ଏହି ଆଇଆର୍‌ସିଟିସି ଦୁର୍ନୀତି ମାମଲାରେ ଲାଲୁ, ତଜେସ୍ୱୀଙ୍କ ସମତେ ତାଙ୍କର ପରିବାରର ଅନେକ ସଦସ୍ୟ ନାଁ ସାମିଲ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story