କଶ୍ମୀରରେ ପୁଣି ଆତଙ୍କୀ ହମଲା, ଦୁଇ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଏବେ ସେମାନେ ବିହାର ଏବଂ ୟୁପିର ଦୁଇଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିହାରର ଏହି ଶ୍ରମିକଙ୍କ ନାମ ଅରବିନ୍ଦ କୁମାର ଶାହ ବୋଲି ଜଣାପଡ଼ିଛି ଏବଂ ସେ ବିହାରର ବାସିନ୍ଦା। ଏହା ବ୍ୟତୀତ ୟୁପିର ସାଗିର ଅହମ୍ମଦଙ୍କୁ ପୁଲୱାମାରେ ଗୁଳି କରାଯାଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି […]

terror

terror

Ranjit Kumar Jena
  • Published: Saturday, 16 October 2021
  • Updated: 16 October 2021, 09:43 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଏବେ ସେମାନେ ବିହାର ଏବଂ ୟୁପିର ଦୁଇଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିହାରର ଏହି ଶ୍ରମିକଙ୍କ ନାମ ଅରବିନ୍ଦ କୁମାର ଶାହ ବୋଲି ଜଣାପଡ଼ିଛି ଏବଂ ସେ ବିହାରର ବାସିନ୍ଦା। ଏହା ବ୍ୟତୀତ ୟୁପିର ସାଗିର ଅହମ୍ମଦଙ୍କୁ ପୁଲୱାମାରେ ଗୁଳି କରାଯାଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି।

ଶ୍ରୀନଗରରେ ଅଣ-ମୁସଲମାନ ଏବଂ ବାହାର ଲୋକଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କୁ ଗୁଳି ମରାଯାଇଛି, ସେ ଜାମ୍ମୁ କାଶ୍ମୀରର ବାସିନ୍ଦା ନୁହଁନ୍ତି। ଆତଙ୍କବାଦୀମାନେ ପରିଚୟ ପତ୍ର ଦେଖିବା ପରେ ପୁଣି ଥରେ ଗୁଳି ଚଳାଇଛନ୍ତି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ମୁଣ୍ଡରେ ଗୁଳି ବାଜିଥିବା ବ୍ୟକ୍ତି ଜଣକ ହେଲେ ଅରବିନ୍ଦ।

ସେହିପରି ପୁଲିସ କହିଛି ଯେ ପୁଲୱାମାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଶ୍ରୀନଗରର ଏସଏମଏଚ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରିଛନ୍ତି ଏବଂର ଆକ୍ରମଣକାରୀଙ୍କ ସନ୍ଧାନ ଚଳାଇଛନ୍ତି।

କଶ୍ମୀରର ବରିଷ୍ଠ ପୁଲିସ୍ ଅଧିକାରୀ ବିଜୟ କୁମାର କହିଛନ୍ତି, ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ଜଣେ ଅଣ-ସ୍ଥାନୀୟ ବିକାଳୀ ଅରବିନ୍ଦ କୁମାର ନାମକ ବ୍ୟକ୍ତିଙ୍କର ହତ୍ୟା କରିଛନ୍ତି। ଇଦଗାହର ଏକ ପାର୍କ ବାହାରେ ସେମାନେ ଅରବିନ୍ଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅରବିନ୍ଦଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story