ରାଜ୍ୟସଭାରୁ ଆଉ ୩ ସାଂସଦ ନିଲମ୍ବିତ, ୨୭ରେ ପହଞ୍ଚିଲା ସଂଖ୍ୟା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଗୃହରେ ହୋହାଲ୍ଲା କରିବା କାରଣରୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପର୍ଯ୍ୟନ୍ତ ୨୪ ଜଣ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ୨୭ରେ ପହଞ୍ଚିଛି। ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଶୀଲ କୁମାର ଗୁପ୍ତା, ସନ୍ଦୀପ ପାଠକ ଓ ଅଜିତ କୁମାର ଅଛନ୍ତି। ଏମାନେ ସମସ୍ତେ ଆମ୍ ଆଦମୀ ପାର୍ଟିର […]

rajya-sabha

rajya-sabha

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 02:20 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଗୃହରେ ହୋହାଲ୍ଲା କରିବା କାରଣରୁ ଆଜି ରାଜ୍ୟସଭା ଅଧ୍ୟକ୍ଷ ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପର୍ଯ୍ୟନ୍ତ ୨୪ ଜଣ ସାଂସଦ ନିଲମ୍ବିତ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ୨୭ରେ ପହଞ୍ଚିଛି। ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ସୁଶୀଲ କୁମାର ଗୁପ୍ତା, ସନ୍ଦୀପ ପାଠକ ଓ ଅଜିତ କୁମାର ଅଛନ୍ତି। ଏମାନେ ସମସ୍ତେ ଆମ୍ ଆଦମୀ ପାର୍ଟିର ବୋଲି ଜଣାପଡିଛି।

ପୂର୍ବରୁ ନିଲମ୍ବିତ ହୋଇଥିବା ସାଂସଦମାନେ ନିଲମ୍ବନକୁ ନେଇ ସଂସଦ ଭବନ ପରିସରରେ ୫୦ ଘଣ୍ଟା ଧରି ଧାରଣା ଦେଇଛନ୍ତି। ସେମାନେ ଗୃହକୁ ଫେରିବାକୁ ଦାବି କରୁଛନ୍ତି। ସେପଟେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ ବୋଲି ଉଭୟ ଗୃହର ପରିଚାଳକ ସ୍ପଷ୍ଟ କରିଦେଇଛନ୍ତି।

ସଂସଦରେ ବିରୋଧ ପ୍ରଦର୍ଶନ ବେଳେ ସାଂସଦଙ୍କୁ ନିଲମ୍ବନ ନେଇ ବିରୋଧୀ ସାଂସଦମାନେ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, 'ସରକାର ବାଚସ୍ପତି ଓ ଅଧ୍ୟକ୍ଷକଙ୍କ ମାଧ୍ୟମରେ ସେମାନଙ୍କ ଲୋକତାନ୍ତ୍ରିକ ଅଧିକାର ଛଡାଇ ନେବାକୁ ଚକ୍ରାନ୍ତ କରୁଛନ୍ତି। ଶୀର୍ଷ ନେତୃତ୍ୱଙ୍କୁ ହଇରାଣ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ। ଏଥିପାଇଁ ଦଳୀୟ କର୍ମୀଙ୍କୁ ଗିରଫ କରାଯାଉଛି।'

କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି, 'ଦେଶରେ ଦରବୃଦ୍ଧି ପ୍ରସଙ୍ଗରେ ସରକାର ସଂସଦରେ ଆଲୋଚନା କରିବାକୁ ଚାହୁଁନାହାନ୍ତି। ଏହି କାରଣରୁ ଜଣଙ୍କ ପରେ ଜଣେ ସାଂସଦଙ୍କୁ ନିଲମ୍ବନ କରି ବିନା ବିରୋଧୀରେ ମୌସୁମୀ ଅଧିବେଶନ ସମାପ୍ତ କରିବାକୁ ବିଜେପି ଚେଷ୍ଟା କରୁଛି।'

ଏହାର ଜବାବରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି, 'କଂଗ୍ରେସର ବିରୋଧ ସତ୍ୟଗ୍ରାହ ନୁହେଁ। ସତ୍ୟକୁ ଲୁଚାଇବାକୁ ସେମାନେ ଏମିତି କରୁଛନ୍ତି। ଦେଶ ନୁହେଁ, ଏକ ପରିବାରକୁ ବଞ୍ଚାଇବାକୁ ସେମାନେ ବିରୋଧ କରୁଛନ୍ତି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story