ମଦର ବିକଳ୍ପ ଭାବରେ ହୋମିଓପାଥିକ ଔଷଧ ପିଇ ତିନି ଜଣଙ୍କର ମୃତ୍ୟୁ: ପୁଲିସ

ରାୟପୁର: ମଦର ବିକଳ୍ପ ଭାବି ହୋମିଓପାଥିକ ଔଷଧ ପିଇବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ପୁଲିସ ଅଧିକାରୀ ଆର.କେ ମିଶ୍ର କହିଛନ୍ତି ଯେ ମେ ୭ରେ ମଦ ନପାଇ ଔଷଧ ପିଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ରବିବାର ଏହି ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମନୀଷ ବର୍ମା, ଦଲବୀର ସିଂ ପରମାର […]

alcohol

alcohol

Subhransu Sekhar
  • Published: Monday, 10 May 2021
  • Updated: 10 May 2021, 02:32 PM IST

Sports

Latest News

ରାୟପୁର: ମଦର ବିକଳ୍ପ ଭାବି ହୋମିଓପାଥିକ ଔଷଧ ପିଇବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ପୁଲିସ ଅଧିକାରୀ ଆର.କେ ମିଶ୍ର କହିଛନ୍ତି ଯେ ମେ ୭ରେ ମଦ ନପାଇ ଔଷଧ ପିଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ରବିବାର ଏହି ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ମନୀଷ ବର୍ମା, ଦଲବୀର ସିଂ ପରମାର ଏବଂ ବଲବିନ୍ଦର ସିଂ ବୋଲି ଜଣାପଡିଛି। ସମସ୍ତେ ରାୟପୁର ପାଣ୍ଡାରି ଅଞ୍ଚଳର ବାସିନ୍ଦା।

ପ୍ରଥମେ ମେ ୭ରେ ମନୀଷ ବର୍ମାଙ୍କର ତାଙ୍କ ଘରେ ମୃତ୍ୟୁ ଘଟିଥିଲା। ଆଉ ଏହି ଦିନ ଡକ୍ଟର ବିଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ବର୍ମା କରୋନାରେ ମୃତ୍ୟୁବରଣ କରିଥିବା ସନ୍ଦେହ କରି ତାଙ୍କ ପରିବାର ତାଙ୍କର ଅନ୍ତିମ ରୀତିନୀତି କରିଥିଲେ ବୋଲି ଥାନା ଅଧିକାରୀ ଆର.କେ ମିଶ୍ର କହିଛନ୍ତି।

ତେବେ ଦଲବୀର ସିଂଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେ ଆଲକହଲ ପିଇବାରୁ ମୃତ୍ୟୁବରଣ କରିଥିବାବେଳେ ପରମାର ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଆଉ ଶବ ବ୍ୟବଚ୍ଛେଦ ଏବଂ ଅନ୍ୟାନ୍ୟ ସ୍ଥିତିକୁ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ଏହି ତିନି ଜଣଙ୍କର ମୃତ୍ୟୁ ପଛରେ ହୋମିଓପାଥି ଔଷଧ ରହିଛି। ଯାହାକୁ ମଦର ବିକଳ୍ପ ଭାବରେ ଏମାନେ ପିଇଥିଲେ। ଆଉ ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ମେ ’୪ ରୁ ୬ ମଧ୍ୟରେ ରାଜ୍ୟର ଅନ୍ୟତମ ଜିଲ୍ଲା ବିଳାସପୁରରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଲୋକମାନେ ମଦ ପରିବର୍ତ୍ତେ ହୋମିଓପାଥିକ ସିରପ ପିଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story