ପିଓକେକୁ ଫେରାଇ ଆଣିବା ପାଇଁ ଏବେ ପ୍ରକୋଷ୍ଟ ସମୟ: ହରିଶ ରାୱତ

ନୂଆଦିଲ୍ଲୀ: ପାକିସ୍ତାନର ନୂତନ ସେନା ମୁଖ୍ୟ ଅମୀମ ମୁନିର ପାକ୍ ଅଧିକୃତ କଶ୍ମୀର (ପିଓକେ) ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ। ପିଓକେକୁ ଫେରାଇ ଆଣିବା ପାଇଁ ଏହା ପ୍ରକୋଷ୍ଟ ସମୟ ବୋଲି ହରିଶ ରାୱତ କହିଛନ୍ତି।  ଶ୍ରୀ ରାୱତ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନ ଏକ ଦୁର୍ବଳ ଅବସ୍ଥାରେ ଅଛି । ତେଣୁ ପାକିସ୍ତାନ କବଳରୁ ପିଓକେକୁ  ଅକ୍ତିଆର କରିବା ପାଇଁ ଏହା ହେଉଛି ପ୍ରକୃତ ସୁଯୋଗ। […]

Harish Rawat

Harish Rawat

Tapas Behera
  • Published: Monday, 05 December 2022
  • Updated: 05 December 2022, 11:29 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ନୂତନ ସେନା ମୁଖ୍ୟ ଅମୀମ ମୁନିର ପାକ୍ ଅଧିକୃତ କଶ୍ମୀର (ପିଓକେ) ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ। ପିଓକେକୁ ଫେରାଇ ଆଣିବା ପାଇଁ ଏହା ପ୍ରକୋଷ୍ଟ ସମୟ ବୋଲି ହରିଶ ରାୱତ କହିଛନ୍ତି।  ଶ୍ରୀ ରାୱତ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନ ଏକ ଦୁର୍ବଳ ଅବସ୍ଥାରେ ଅଛି । ତେଣୁ ପାକିସ୍ତାନ କବଳରୁ ପିଓକେକୁ  ଅକ୍ତିଆର କରିବା ପାଇଁ ଏହା ହେଉଛି ପ୍ରକୃତ ସୁଯୋଗ।

ଶ୍ରୀ ରାୱତ କହିଛନ୍ତି, ପାକିସ୍ତାନକୁ ବେଆଇନ ଦଖଲରୁ ମୁକ୍ତ କରିବା ଆମର ଦାୟିତ୍ୱ। କଂଗ୍ରେସ ସରକାର ସମୟରେ ଆମେ ସଂସଦରେ ଏକ ସଂକଳ୍ପ ପାରିତ କରିଛୁ। ବର୍ତ୍ତମାନ ମୋଦି ସରକାର ଏହାକୁ ମଧ୍ୟ ନିଜ କାର୍ଯ୍ୟସୂଚୀରେ ଯୋଡିବା ଉଚିତ।

ପାକିସ୍ତାନର ନୂତନ ସେନା ମୁଖ୍ୟ ଅମୀମ ମୁନିର ତାଙ୍କ ନିଯୁକ୍ତିର ଏକ ସପ୍ତାହ ମଧ୍ୟରେ କହିଛନ୍ତି ଯେ, ଯଦି ତାଙ୍କ ଦେଶ ଉପରେ ଆକ୍ରମଣ ହୁଏ ତେବେ ସେମାନେ ସବୁ ପ୍ରକାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାୱତ କହିଛନ୍ତି ଯେ, ଭାରତ ସରକାର ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ପୁଣି ଫେରାଇ ଆଣିବା ପାଇଁ ଏବେ ହେଉଛି ପ୍ରକୃଷ୍ଟ ସମୟ ।ଏହା ଆମର କର୍ତ୍ତବ୍ୟ ଏବଂ ମୋଦି ସରକାର ଏ ଦିଗରେ ଗୁରୁତ୍ୱର ସହ ଚିନ୍ତା କରି ପଦକ୍ଷେପ ନେବାକୁ ହେବ। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପିଓକେ ଫେରାଇ ଆଣିବାକୁ ଭାରତ ବଦ୍ଧପରିକର ବୋଲି କହିଥିବା ବେଳେ ଏହା ପରେ ଜଣେ ବରିଷ୍ଠ ସେନା ଅଧିକାରୀ କହିଥିଲେ ଯେ ସରକାର ଆଦେଶ ଦେବାମାତ୍ରେ ଆମ ପିଓକେ ନିଜ ନିୟନ୍ତ୍ରଣକୁ ଆଣିବାକୁ ଅଭିଯାନ ଆରମ୍ଭ କରିବୁ। ରାୱତ କହିଛନ୍ତି, ପିଓକେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସଂସଦରେ ପ୍ରସ୍ତାବ ପାରିତ ହୋଇସାରିଛି। ସର୍ବସମ୍ମତିକ୍ରମେ ସଂସଦରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆମେ ଆଶା କରୁଛୁ ମୋଦିସରକାର ଏ ଦିଗରେ ଆଗକୁ ବଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story