ବିବାହ ରୋକିଥିଲେ: ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବଦଳିଲେ ଜିଲ୍ଲାପାଳ

ଅଗରତାଲା: କରୋନା ନିୟମ ଉଲ୍ଲଂଘନ ଦର୍ଶାଇ ଜିଲ୍ଲାପାଳ ସର୍ବସମ୍ମୁଖରେ ଥପଡ ମାରିବା ମହଙ୍ଗା ପଡ଼ିଛି। ନିଜ ଭୁଲ୍ ପାଇଁ ଜିଲ୍ଲାପାଳ ଶୈଳେଶ ଯାଦବ କ୍ଷମା ମାଗିଥିଲେ। କିନ୍ତୁ ସମସ୍ତ ବର୍ଗରୁ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା। ଏହାପରେ ହାଇକୋର୍ଟ ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ତ୍ରିପୁରାର ବେଲୋନିଆ ଜିଲ୍ଲାକୁ ଆଇଏଏସ ଶୈଳେଶ ଯାଦବଙ୍କୁ ପଶ୍ଚିମ ତ୍ରିପୁରାରୁ ବଦଳି କରାଯାଇଛି। ଘଟଣାଟି ଏମିତି ପଶ୍ଚିମ ତ୍ରିପୁରାରେ ଜିଲ୍ଲାପାଳ […]

dm-sailesh-yadav

dm-sailesh-yadav

Subhransu Sekhar
  • Published: Thursday, 06 May 2021
  • Updated: 06 May 2021, 01:32 PM IST

Sports

Latest News

ଅଗରତାଲା: କରୋନା ନିୟମ ଉଲ୍ଲଂଘନ ଦର୍ଶାଇ ଜିଲ୍ଲାପାଳ ସର୍ବସମ୍ମୁଖରେ ଥପଡ ମାରିବା ମହଙ୍ଗା ପଡ଼ିଛି। ନିଜ ଭୁଲ୍ ପାଇଁ ଜିଲ୍ଲାପାଳ ଶୈଳେଶ ଯାଦବ କ୍ଷମା ମାଗିଥିଲେ। କିନ୍ତୁ ସମସ୍ତ ବର୍ଗରୁ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା। ଏହାପରେ ହାଇକୋର୍ଟ ଜିଲ୍ଲାପାଳଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିପୁରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ତ୍ରିପୁରାର ବେଲୋନିଆ ଜିଲ୍ଲାକୁ ଆଇଏଏସ ଶୈଳେଶ ଯାଦବଙ୍କୁ ପଶ୍ଚିମ ତ୍ରିପୁରାରୁ ବଦଳି କରାଯାଇଛି।

ଘଟଣାଟି ଏମିତି ପଶ୍ଚିମ ତ୍ରିପୁରାରେ ଜିଲ୍ଲାପାଳ ଥିବା ବେଳେ ଡକ୍ଟର ଶୈଳେଶ କୁମାର ଯାଦବ ନାଇଟ କର୍ଫ୍ୟୁ ଉଲ୍ଲଂଘନ ଦର୍ଶାଇ ଏକ ବିବାହ ଘର ରୋକିଥିଲେ। ଆଉ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଜଣେ ପୂଜକଙ୍କୁ ସର୍ବସମ୍ମୁଖରେ ଥପଡ଼ ମାରିବା ସହିତ ଅନେକଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ଏପ୍ରିଲ ୨୬ରେ ହୋଇଥିବା ଏହି ଘଟଣା ପାଇଁ ଆଇଏଏସ ଯାଦବଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଛି।

ଜିଲ୍ଲାପାଳ ଆଇନ୍ ଉଲ୍ଲଂଘନ ଦର୍ଶାଇ ପୂଜାରୀକୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ବିବାହ ଉତ୍ସବରେ ଉପସ୍ଥିତ ଥିବା ସମସ୍ତଙ୍କୁ ମଧ୍ୟ ସେ ଗିରଫ କରିଥିଲେ। ଏହି ଘଟଣା ପରେ ଜିଲ୍ଲାପାଳ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ବାହାଘର ରୋକିବା ନଥିଲା। ସେ ଆଇନ୍ ଅନୁଯାୟୀ କରୋନା ନିୟମ ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି କହିଥିଲେ।

ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଘଟଣାର ବିସ୍ତୃତ ତଦନ୍ତ କରିବାକୁ କହିଛନ୍ତି। ସେଦିନର ଭିଡିଓ ଫୁଟେଜକୁ ମଧ୍ୟ ମାଗିଛନ୍ତି ହାଇକୋର୍ଟ। ଏହାପରେ ରିପୋର୍ଟ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କୋର୍ଟଙ୍କୁ କହିଥିଲେ ଯେ ୧୨ ଦିନିଆ ଛୁଟିରେ ଜିଲ୍ଲାପାଳ ଯାଦବଙ୍କୁ ପଠାଯାଇଛି। ଆଇଏଏସ ଶୈଲେଶ କୁମାର ଯାଦବ ମିଶନ ନିର୍ଦ୍ଦେଶକ ତଥା ଅଗରତାଲା ସ୍ମାର୍ଟ ସିଟି ପ୍ରକଳ୍ପର ଅନ୍ୟ ଅଧିକାରୀଙ୍କ ପରି ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଜିଲ୍ଲାପାଳଙ୍କ ଏହି ଦବଙ୍ଗଗିରି ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ସମେତ ଅନେକ ବିଧାୟକ ଜିଲ୍ଲାପାଳଙ୍କୁ ନିଲମ୍ୱନ କରିବାକୁ ଦାବି କରିଛନ୍ତି। ଏହା ପରେ ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ହସ୍ତକ୍ଷେପ କରି ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ କ୍ଷମା ମାଗିଲେ ଜିଲ୍ଲାପାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story