ଲାଞ୍ଚ ଦେଇ ନପାରିବାରୁ ଘର ମିଳିଲାନି, ଆତ୍ମହତ୍ୟା କଲେ ଅଟୋ ଚାଳକ

ହାଇଦ୍ରାବାଦ: ସରକାରୀ ସ୍କିମ୍‌ରେ ଘର ଯୋଗାଇବା ପାଇଁ ଲାଞ୍ଚ ଦାବି କରିବା ପରିଣତି ସୂରୂପ ଜଣେ ଜୀବନ ହାରିଛନ୍ତି। ଲାଞ୍ଚ ନଦେଇ ପାରି ଜଣେ ଅଟୋ ଡ୍ରାଇଭର ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ପୂର୍ବରୁ ସମ୍ପୃକ୍ତ ଅଟୋ ଡ୍ରାଇଭର ଜଣକ ତେଲେଙ୍ଗାନାର ଜଣେ ଟିଆରଏସ କାନସିଲରଙ୍କୁ ଦାୟୀ କରିଛନ୍ତି। ଏନେଇ ପୁଲିସ ସମ୍ପୃକ୍ତ ଟିଆରଏସ କାଉନସିଲରଙ୍କ ନାମରେ ମାମଲା ରୁଜୁ କରିଛି । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପୁଲିସ ମାମଲା ରଜୁ […]

sucide

sucide

Tapas Behera
  • Published: Wednesday, 07 December 2022
  • Updated: 07 December 2022, 12:03 PM IST

Sports

Latest News

ହାଇଦ୍ରାବାଦ: ସରକାରୀ ସ୍କିମ୍‌ରେ ଘର ଯୋଗାଇବା ପାଇଁ ଲାଞ୍ଚ ଦାବି କରିବା ପରିଣତି ସୂରୂପ ଜଣେ ଜୀବନ ହାରିଛନ୍ତି। ଲାଞ୍ଚ ନଦେଇ ପାରି ଜଣେ ଅଟୋ ଡ୍ରାଇଭର ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ପୂର୍ବରୁ ସମ୍ପୃକ୍ତ ଅଟୋ ଡ୍ରାଇଭର ଜଣକ ତେଲେଙ୍ଗାନାର ଜଣେ ଟିଆରଏସ କାନସିଲରଙ୍କୁ ଦାୟୀ କରିଛନ୍ତି। ଏନେଇ ପୁଲିସ ସମ୍ପୃକ୍ତ ଟିଆରଏସ କାଉନସିଲରଙ୍କ ନାମରେ ମାମଲା ରୁଜୁ କରିଛି । ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ପୁଲିସ ମାମଲା ରଜୁ କରଇ ତଦନ୍ତ ଆରମ୍ଭ କରିଛି।  ତେଲେଙ୍ଗାନାର ସିଡିପିଟ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ଚରମ ପଦକ୍ଷେପ ନେବା ପୂର୍ବରୁ ଏକ ଭିଡିଓ ଜାରି କରି  ଜଣେ ଟିଆରଏସ କାଉନସିଲରଙ୍କୁ ଦାୟୀ କରିଥିଲେ।  ସୋମବାର ସକାଳେ ସେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ଅଟୋ ଡ୍ରାଇଭର ଜଣକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କ ନାମ ରମେଶ (୩୮) ବୋଲି ଜଣାପଡିଛି।

ସରକାରୀ ଘର ଯୋଜନା ଅଧୀନରେ ସେ ଏକ 2BHK ଘର ପାଇଁ ଆବେଦନ କରିଥିଲେ। ହେଲେ ଏଥିପାଇଁ ଟିଆରଏସ କାନସିଲର ଜଣକ ତାଙ୍କୁ ମୋଟା ଅଙ୍କର ଲାଞ୍ଚ ମାଗିଥିଲେ। କିନ୍ତୁ ଏତେ ଟଙ୍କା ଦେବା ପାଇଁ  ରମେଶ ଅକ୍ଷମ ହୋଇଥିଲେ। ଏଥିପାଇଁ ରମେଶ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କାଉନସିଲରଙ୍କ ପାଖକୁ ଦଉଡ଼ି ନିରାଶ ହୋଇଥିଲେ । ଶେଷରେ ରମେଶ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ପୂର୍ବରୁ ରମେଶ ଏକ ଭିଡିଓ ଜାରି କରି ସମ୍ପୃକ୍ତ କାଉନସିଲରଙ୍କୁ ଦାୟୀ କରିଛନ୍ତି ।

ସେ କହିଛନ୍ତି ସକରାରଙ୍କ 2BHK ଘର ଆବଣ୍ଟନ ତାଲିକାରେ ତାଙ୍କ ପତ୍ନୀ ଯୋଗ୍ୟ ହିଧିକାରୀଭାବେ ନାଁ ପ୍ରକାଶ ପାଇଥିଲା।  କିନ୍ତୁ ଏଥିପାଇ ସମ୍ପୃକ୍ତ କାଉନସିଲର ପ୍ରବୀଣ ତାଙ୍କୁ ଲାଞ୍ଚ ମାଗିଥିଲେ। ଏଥିରେ ରମେଶ ଅତିଷ୍ଟ ହୋଇ ଆତ୍ମହତ୍ୟା କରିବାକୁ  ନିଷ୍ପତ୍ତି ନେଇଥିଲେ । ମୃତ୍ୟୁ ପୂର୍ବରୁ ଭିଡିଓରେ ସେ,  କାଉନସିଲର ପ୍ରବୀଣଙ୍କୁ ଦାୟୀ କରିଛନ୍ତି।  ରମେଶଙ୍କ ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସ ଶାସକ ଟିଆରଏସକୁ ଘେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story