ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟର ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି। ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଏପରି କରି ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟକୁ ସାର୍ବଜନୀନ କରିଥିଲେ। ଦେଶର ଆଇନ ଅନୁଯାୟୀ ଏହା ବେଆଇନ୍ କହି ବିଜେପି ରାହୁଲ ଗାନ୍ଧୀଙ୍କର ଏହି ଟ୍ୱିଟକୁ ନେଇ ଆପତ୍ତି ଉଠାଇଥିଲା। ଅଗଷ୍ଟ ୧ (ରବିବାର) ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ […]

Rahul-Gandhi

Rahul-Gandhi

Subhransu Sekhar
  • Published: Saturday, 07 August 2021
  • Updated: 07 August 2021, 08:58 AM IST

Sports

Latest News

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟକୁ ଟ୍ୱିଟର ହଟାଇ ଦେଇଛି। ଯେଉଁଥିରେ ଜଣେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ସେ ଶେୟାର କରିଥିଲେ। ଏପରି କରି ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିଚୟକୁ ସାର୍ବଜନୀନ କରିଥିଲେ। ଦେଶର ଆଇନ ଅନୁଯାୟୀ ଏହା ବେଆଇନ୍ କହି ବିଜେପି ରାହୁଲ ଗାନ୍ଧୀଙ୍କର ଏହି ଟ୍ୱିଟକୁ ନେଇ ଆପତ୍ତି ଉଠାଇଥିଲା।

ଅଗଷ୍ଟ ୧ (ରବିବାର) ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ। ଏହାପରେ ଅଗଷ୍ଟ ୪ରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ସୁରକ୍ଷାକର୍ମୀ କାରରୁ ଓହ୍ଲାଇବାକୁ ଦେଇ ନଥିଲେ। ତେଣୁ କାର ଭିତରେ ରାହୁଲ ଗାନ୍ଧୀ ମୃତକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଆଉ ସେହି ସମୟର ଏକ ଫଟୋକୁ ରାହୁଲ ଟ୍ୱିଟ୍ କରି ସାର୍ବଜନୀନ କରି ଦେଇଥିଲେ।

ବିଜେପି ଏହାକୁ ନେଇ ଆପତ୍ତି ଉଠାଇଥିଲା। ପରେ ଜାତୀୟ ଶିଶୁ ଅଧିକାର ଆୟୋଗ ଟ୍ୱିଟର ପାଖରେ ଫେରାଦ ହୋଇ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲା। ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଜୁଭେନାଇଲ ଜଷ୍ଟିସ ଆକ୍ଟ, ୨୦୧୫ ଏବଂ ଶିଶୁ ଯୌନ ଅପରାଧ ଅଧିନିୟମ (POCSO)ର ଧାରା ୨୩କୁ ଉଲ୍ଲଂଘନ କରୁଛି ବୋଲି ଶିଶୁ ଅଧିକାର ଆୟୋଗ କହିଥିଲା। ଅଭିଯୋଗକୁ ଟ୍ୱିଟର ଗ୍ରହଣ କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି। ଯେଉଁଥିରେ ପୀଡିତାଙ୍କ ପରିବାର ଲୋକଙ୍କ ଫଟୋ ରହିଥିଲା। ତେବେ ରାହୁଲଙ୍କ ଏହି ଟ୍ୱିଟ୍ ପୋଷ୍ଟ ତିନି ଦିନ ସକ୍ରିୟ ରହିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେ ଏପରି ଘଟଣାକୁ ଜଘନ୍ୟ ଅପରାଧ ବୋଲି କହିଥିଲେ। ଛୋଟ ଛୁଆର ମୃତ୍ୟୁର ଯେଉଁ କ୍ଷତି ଘଟିଛି ତାର କ୍ଷତି ପୂରଣ କରି ହେବନି। କିନ୍ତୁ ଦିଲ୍ଲୀ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି କହିଥିଲେ। ଏଥିସହ ମାଜ୍ରିଷ୍ଟ୍ରେଟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story