ରେମଡେସିଭିର ଇଞ୍ଜେକସନ କଳାବଜାରୀ କରିବା ଅଭିଯୋଗରେ ଦୁଇ ଗିରଫ୍

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ଦେଶର ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡ଼ିଥିବା ବେଳେ କିଛି ଅସାଧୁ ବ୍ୟକ୍ତି କୋଭିଡ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର କଳାବଜାରୀ କରିବାରେ ବ୍ୟସ୍ତl ଆଜି ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ରେମଡେସିଭିର ଇଞ୍ଜେକ୍ସନର କଳାବଜାରୀ କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ୱେଷ୍ଟ ଡିଷ୍ଟ୍ରିଟ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ଏମାନଙ୍କ ପାଖରୁ ଦୁଇଟି ଇଞ୍ଜେକ୍ସନ ଜବତ କରିଛିl ଦୁଇ ଗିରଫ ଅଭିଯୁକ୍ତ ହେଲେ ଗୁରୁପ୍ରୀତ […]

Remdesivir

Remdesivir

Subhransu Sekhar
  • Published: Wednesday, 05 May 2021
  • Updated: 05 May 2021, 10:43 AM IST

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ଦେଶର ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡ଼ିଥିବା ବେଳେ କିଛି ଅସାଧୁ ବ୍ୟକ୍ତି କୋଭିଡ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର କଳାବଜାରୀ କରିବାରେ ବ୍ୟସ୍ତl ଆଜି ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ରେମଡେସିଭିର ଇଞ୍ଜେକ୍ସନର କଳାବଜାରୀ କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ୱେଷ୍ଟ ଡିଷ୍ଟ୍ରିଟ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ଏମାନଙ୍କ ପାଖରୁ ଦୁଇଟି ଇଞ୍ଜେକ୍ସନ ଜବତ କରିଛିl

ଦୁଇ ଗିରଫ ଅଭିଯୁକ୍ତ ହେଲେ ଗୁରୁପ୍ରୀତ ସିଂ (୨୯) ଅନୁଜ ଜୟସୱାଲ (୩୦)। ମାୟାପୁରୀରେ ଗୁରୁପ୍ରିତ ସିଂ ବ୍ୟବସାୟ କରୁଥିବା ଜଣା ପଡିଥିବାବେଳେ ଅନୁଜ କୃଷ୍ଣ ନଗରର ଏକ ଡାକ୍ତରଖାନାରେ କାମ କରନ୍ତି। ଏପ୍ରିଲ୍ ୨୫ ରେ, ପୁଲିସ ସୂଚନା ପାଇଥିଲା ଯେ ଦୁଇ ଜଣ ଇଞ୍ଜେକ୍ସନ କାରବାର କରୁଛନ୍ତି। ଏହାପରେ ପୁଲିସ ପୂର୍ବ ଯୋଜନା ମୁତାବିକ ସେମାନଙ୍କୁ ଗିରଫ କରିଛି। ଇଞ୍ଜେକ୍ସନର ଚାହିଦା ଅଧିକ ରହିଥିବାରୁ ଏମାନେ ଅଧିକ ଲାଭ କରିବାକୁ ଯାଇ ଏପରି ଅସାଧୁ କାମ ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି ଅଭିଯୁକ୍ତଙ୍କୁ ଜେରା କରିବା ପରେ ପୁଲିସ କହିଛି।

ରେମଡେସିଭିର ଏବଂ ଟୋକିଲିଜୁମାବର ଯୋଗାଣରେ ଅଭାବ ଦେଖାଦେଇଥିବାରୁ ପୁଲିସ ଏବେ କଳାବଜାରୀଙ୍କ ଉପରେ କଡ଼ା ନଜର ରଖିଛି। କୋଭିଡ ବେଳେ ଏହି ଔଷଧର ଦାମ ଅଧିକ ଥିବାରୁ କିଛି ବ୍ୟବସାୟୀ ଏହାକୁ ଚଢ଼ା ଦାମରେ ବିକ୍ରି କରୁଛନ୍ତି ବୋଲି ପୁଲିସ କହିଛି।

ନିକଟରେ ଏକ ବୈଠକରେ କ୍ରାଇମ ବ୍ରାଞ୍ଚର ସମସ୍ତ ପନ୍ଦର ଜଣ ଡିସିପି ଦିଲ୍ଲୀ ପୁଲିସ ମୁଖ୍ୟାଳୟର ଔଷଧର କଳା ବଜାରୀ ଉପରେ ରୋକ୍ ଲଗାଇବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଆଉ ମହାମାରୀ ଆକ୍ଟ ଅନୁଯାୟୀ ଯିଏ ଅସାଧୁ ବ୍ୟବସାୟରେ ଧରାପଡ଼ିବ ତା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story