ପଶ୍ଚିମବଙ୍ଗରେ ବିଜେପିର ଦୁଇ ନିର୍ବାଚିତ ପ୍ରାର୍ଥୀ ବିଧାୟକ ପଦରୁ ଇସ୍ତଫା ଦେବେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଦୁଇ ବିଜେପି ନେତା ବିଧାୟକ ପଦରୁ ଇସ୍ତଫା ଦେବେ। ଏହି ଦୁଇ ବିଜେପି ନେତା ହେଲେ ନିଶୀଥ ପ୍ରମାଣିକ ଏବଂ ଜଗନ୍ନାଥ ସରକାର। ସେମାନେ ଯଥାକ୍ରମେ ଦିନହାଟ ଏବଂ ଶାନ୍ତିପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଏହି ଦୁଇ ନେତା ସାଂସଦ ମଧ୍ୟ ଅଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗ ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ। କିନ୍ତୁ ଶ୍ରୀ ପ୍ରମାଣିକ ଓ ଶ୍ରୀ ସରକାର ଶପଥ ନେଇ ନଥିଲେ। […]

BJP-MP

BJP-MP

Subhransu Sekhar
  • Published: Wednesday, 12 May 2021
  • Updated: 12 May 2021, 02:21 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଦୁଇ ବିଜେପି ନେତା ବିଧାୟକ ପଦରୁ ଇସ୍ତଫା ଦେବେ। ଏହି ଦୁଇ ବିଜେପି ନେତା ହେଲେ ନିଶୀଥ ପ୍ରମାଣିକ ଏବଂ ଜଗନ୍ନାଥ ସରକାର। ସେମାନେ ଯଥାକ୍ରମେ ଦିନହାଟ ଏବଂ ଶାନ୍ତିପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଏହି ଦୁଇ ନେତା ସାଂସଦ ମଧ୍ୟ ଅଛନ୍ତି।

ଶୁକ୍ରବାର ପଶ୍ଚିମବଙ୍ଗ ବିଧାନସଭାରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ। କିନ୍ତୁ ଶ୍ରୀ ପ୍ରମାଣିକ ଓ ଶ୍ରୀ ସରକାର ଶପଥ ନେଇ ନଥିଲେ। ତେଣୁ ସେମାନେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା।

ଏଥର ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଚାରିଜଣ ସାଂସଦଙ୍କୁ ବିଜେପି ପ୍ରାର୍ଥୀ କରିଥିଲା।  ସେମାନଙ୍କ ମଧ୍ୟରୁ ଶ୍ରୀ ପ୍ରମାଣିକ ଓ ଶ୍ରୀ ସରକାର କେବଳ ବିଜୟୀ ହୋଇଛନ୍ତି।

କୁହାଯାଉଛି, ଯଦି ଏହି ଦୁଇ ନେତା ବିଧାୟକ ପଦକୁ ରଖି ସାଂସଦ ପଦରୁ ଇସ୍ତଫା ଦେବେ, ତା’ହେଲେ ଦୁଇଟି ଯାକ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏବେ ଟିଏମ୍‌ସି ବିପୁଳ ଭୋଟରେ ବିଜୟ ଲାଭ କରିଥିବାରୁ ହୁଏତ ଉପନିର୍ବାଚନରେ ବିଜେପି ହାତରୁ ଏହି ଦୁଇଟି ଆସନ ଚାଲି ଯାଇପାରେ। ସେଥିପାଇଁ ଏହି ଦୁଇ ନେତା ବିଧାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ଅନ୍ୟପକ୍ଷରେ ଏଥର ରାଜ୍ୟରେ ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ବିଜେପି ୭୭ଟି ଆସନରେ ସନ୍ତୁଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story