ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼

କଶ୍ମୀର: ପୁଣି ଚର୍ଚ୍ଚାରେ ପୁଲୱାମା । ରବିବାର ପୁଲୱାମାରେ ହୋଇଛି ଆତଙ୍କବାଦୀ ଆକ୍ରମଣ। କଶ୍ମୀରିର ପୁଲୱାମା ଜିଲ୍ଲାରେ  ପୁଲିସ ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୨ ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଆତଙ୍କବାଦୀ ଖସିଯାଇଛିନ୍ତି। ଆତଙ୍କବାଦୀମାନଙ୍କୁ ଧାରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଛି।  ସୂଚନା ଅନୁଯାୟୀ, ୧୪ ଫେବୃୟାରୀ ୨୦୧୯ରେ ପୁଲୱାମା ଆକ୍ରମଣ ହୋଇଥିଲା । ଏଥିରେ ୪୬ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିଲେ। […]

Terrorist dead

Terrorist dead

Tapas Behera
  • Published: Sunday, 26 December 2021
  • Updated: 26 December 2021, 04:43 PM IST

Sports

Latest News

କଶ୍ମୀର: ପୁଣି ଚର୍ଚ୍ଚାରେ ପୁଲୱାମା । ରବିବାର ପୁଲୱାମାରେ ହୋଇଛି ଆତଙ୍କବାଦୀ ଆକ୍ରମଣ। କଶ୍ମୀରିର ପୁଲୱାମା ଜିଲ୍ଲାରେ  ପୁଲିସ ପୋଷ୍ଟକୁ ଟାର୍ଗେଟ କରି ଗ୍ରେନେଡ୍ ମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ୨ ଜଣ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଆତଙ୍କବାଦୀ ଖସିଯାଇଛିନ୍ତି। ଆତଙ୍କବାଦୀମାନଙ୍କୁ ଧାରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡ଼ନ କରାଯାଇଛି।  ସୂଚନା ଅନୁଯାୟୀ, ୧୪ ଫେବୃୟାରୀ ୨୦୧୯ରେ ପୁଲୱାମା ଆକ୍ରମଣ ହୋଇଥିଲା । ଏଥିରେ ୪୬ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିଲେ।

ସେପଟେ ଜମ୍ମୁ-କଶ୍ମୀରର ଅନନ୍ତନାଗର ଶ୍ରୀଗୁଫୱାରା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଜଣେ ଆତଙ୍କୀର ମୁଣ୍ଡ ଗଡ଼ାଇଛନ୍ତି।

ଏହି ଆତଙ୍କବାଦୀ ଜଣକ ଅସିଦ୍ଧ ଘୋଷିତ ହୋଇଥିବା ଇସଲାମି ଷ୍ଟେଟ ଅଫ ଜମ୍ମୁ-କଶ୍ମୀର(ଆଇଏସଜେକେ) ସଂଗଠନର ସଦସ୍ୟ। ଆଇଏସ୍ଆଇଏସ୍ ଭାରତରେ ତା’ର କାୟା ବିସ୍ତାର କରିବା ପାଇଁ ଏପରି ଏକ ସଂଗଠନ କଶ୍ମୀର ନାଁରେ ତିଆରି କରିଛି। ହେଲେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ସଂଗଠନ, ତା’ ଉଦ୍ଦେଶ୍ୟରେ ସଫଳ ହୋଇପାରୁନି। କଶ୍ମୀର ଜୋନ ପୁଲିସ୍ କହିଛି, ଏହି ନିହତ ଆତଙ୍କବାଦୀ ଜଣକ ବିଜବେହାରା ପୁଲିସ୍ ଷ୍ଟେସନର ଏଏସ୍ଆଇ ମହମ୍ମଦ ଅଶ୍ରଫଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା।

ପ୍ରାଣ ହରାଇଥିବା ଆତଙ୍କୀ ଜଣକ ହେଉଛି ଫମୀହ ଭଟ୍ଟ। ତା’ ଘର କାଡିପୋରା ଅଞ୍ଚଳରେ। ସେ କିଛି ଦିନ ତଳେ ଆଇଏସଜେକେରେ ସାମିଲ ହୋଇଥିଲା। ସଂଗଠନ କଥାରେ ପଡ଼ି ଏଏସ୍ଆଇ ଅଶ୍ରଫଙ୍କୁ ହତ୍ୟା କରିଥିଲା। ଏହାପୂର୍ବରୁ ଶୋପିଆନ ଓ ପୁଲୱାମାରେ ୪ ଜଣ ଆତଙ୍କୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣ ଅନସର ଗଜୱାଟ ଉଡ ହିନ୍ଦର ସଦସ୍ୟ ହୋଇଥିବା ବେଳେ ଆଉ ୨ ଜଣ ଲସ୍କର ପାଇଁ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story