ଦୁଇ ରାଜ୍ୟ ବଢ଼ାଇଲେ ଲକଡାଉନ୍ ଅବଧି

ବେଙ୍ଗାଲୁରୁ/ଥିରୁଅନ୍ତପୁରମ: କରୋନା ସଂକ୍ରମଣ ହାର ଯଦିଓ ଟିକିଏ କମିଛି ହେଲେ ଏବେ ବି ପାଦେ ପାଦେରେ କରୋନାର ବିପଦ ରହିଛି। ତେଣୁ ଲକଡାଉନରେ କୋହଳ କଲେ କିମ୍ୱା ଉଠାଇଦେଲେ ପୁଣିଥରେ ବିପଦକୁ ଟାଣି ଆଣିବା ସହିତ ସମାନ ବୋଲି ଦୁଇ ରାଜ୍ୟ କର୍ଣ୍ଣାଟକ ଓ କେରଳ ବିଚାର କରିଛନ୍ତି। ଏଥିସବ ଲକଡାଉନ୍ ଅବଧିକୁ ବଢାଇଛନ୍ତି ସଂପୃକ୍ତ ସରକାର। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା କହିଛନ୍ତି ଯେ ରାଜ୍ୟରେ ଏବେ ଯେଉଁ ଲକଡାଉନ୍ ଅବଧି ଚାଲିଛି ତାର […]

LockDown

LockDown

Subhransu Sekhar
  • Published: Friday, 21 May 2021
  • Updated: 21 May 2021, 09:27 PM IST

Sports

Latest News

ବେଙ୍ଗାଲୁରୁ/ଥିରୁଅନ୍ତପୁରମ: କରୋନା ସଂକ୍ରମଣ ହାର ଯଦିଓ ଟିକିଏ କମିଛି ହେଲେ ଏବେ ବି ପାଦେ ପାଦେରେ କରୋନାର ବିପଦ ରହିଛି। ତେଣୁ ଲକଡାଉନରେ କୋହଳ କଲେ କିମ୍ୱା ଉଠାଇଦେଲେ ପୁଣିଥରେ ବିପଦକୁ ଟାଣି ଆଣିବା ସହିତ ସମାନ ବୋଲି ଦୁଇ ରାଜ୍ୟ କର୍ଣ୍ଣାଟକ ଓ କେରଳ ବିଚାର କରିଛନ୍ତି। ଏଥିସବ ଲକଡାଉନ୍ ଅବଧିକୁ ବଢାଇଛନ୍ତି ସଂପୃକ୍ତ ସରକାର।

ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା କହିଛନ୍ତି ଯେ ରାଜ୍ୟରେ ଏବେ ଯେଉଁ ଲକଡାଉନ୍ ଅବଧି ଚାଲିଛି ତାର ଅବଧି ମେ ୨୪ରେ ଶେଷ ହେବାର ଥିଲା। ହେଲେ କରୋନା ଏବଂ ବ୍ଲାକ ଫଙ୍ଗସର ଭୟାବହତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜୁନ୍ ୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ପ୍ରେସ କନଫରେନସ କରି କହିଛନ୍ତି ଯେ ରାଜ୍ୟର ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସେ ଲକଡାଉନ ଅବଧିକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ବ୍ଲାକ ଫଙ୍ଗସରେ ଶିକାର ହେଉଛନ୍ତି ସେମାନଙ୍କ ଚିକିତ୍ସା ସରକାର ମାଗଣାରେ କରିବେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶୁକ୍ରବାର ଘୋଷଣା କରିଛନ୍ତି ଯେ କୋଭିଡ୍ ପାଇଁ ରାଜ୍ୟରେ ଚାଲିଥିବା ଲକଡାଉନ ଅବଧି ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉପକୂଳବର୍ତ୍ତୀ ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ରାଜ୍ୟରେ ସବୁକିଛି ଖୋଲି ଦେବା ଠିକ୍ ହେବନି ବୋଲି ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ତିରୁଅନନ୍ତପୁରମ୍, ଏର୍ଣ୍ଣାକୁଲମ ଏବଂ ଥ୍ରୀସୁର ଜିଲ୍ଲାରେ ଟ୍ରିପିଲ ଲକଡାଉନ୍ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ମଲପୁରମ୍ ଜିଲ୍ଲାରେ ଏହା ବଳବତ୍ତର ରହିବ। ତିନି ଜିଲ୍ଲାରେ ସଂକ୍ରମଣ ଏବଂ ମୃତ୍ୟୁ ବାର ଯଥେଷ୍ଟ କମିଛି ତେଣୁ ସେଠାରେ କୋହଳ କରାଯାଇଛି ହେଲେ ମଲାପୁରମରେ ପଜିଟିଭିଟି ହାରରେ ସୁଧାର ଆସିନାହିଁ ତେଣୁ ଲକଡାଉନ୍ ଜାରି ରହିବ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story