ଜନ୍ମ ଦିନରେ ନିୟତି ରଚିଲା ଷଡ଼ଯନ୍ତ୍ର: ସରିଗଲା ନିଷ୍ପାପ ଶିଶୁର ଖେଳ   

ହାଇଦ୍ରାବାଦ: ଜନ୍ମ ଦିନ ଥିବାରୁ କୁନି ପିଲାଟି କେତେ ଖୁସି ଆନନ୍ଦରେ ଖେଳୁଥିଲା । କେକ୍ କଟା, ଖାଇବା ପିଇବା ମଜା ମଜଲିସ ଏମିତି କେତେ କଣ ଆସର ଜମିଥିଲା। ହେଲେ ହଠାତ୍‌ ତାର ସବୁ ଖୁସି ମଉଳିଗଲା। କେହି ବୁଝିପାରିଲେନି ସେଇ ନିଷ୍ପାପ ଶିଶୁଟି ପାଇଁ ନିୟତି ରଚିଥିବା ଷଡ଼ଯନ୍ତ୍ର। ଆଉ ଜନ୍ମ ଦିନରେ ହିଁ ଛପି ଛପି ଆସି ପିଲାଟିକୁ ନେଇଗଲା ଜମ। ଗରମ ସମ୍ବର ହାଣ୍ଡିରେ ପଡ଼ି ଚାଲିଗଲା ଶିଶୁର ଜୀବନ। ଏମିତି […]

candle

candle

Tapas Behera
  • Published: Tuesday, 15 February 2022
  • Updated: 15 February 2022, 09:00 AM IST

Sports

Latest News

ହାଇଦ୍ରାବାଦ: ଜନ୍ମ ଦିନ ଥିବାରୁ କୁନି ପିଲାଟି କେତେ ଖୁସି ଆନନ୍ଦରେ ଖେଳୁଥିଲା । କେକ୍ କଟା, ଖାଇବା ପିଇବା ମଜା ମଜଲିସ ଏମିତି କେତେ କଣ ଆସର ଜମିଥିଲା। ହେଲେ ହଠାତ୍‌ ତାର ସବୁ ଖୁସି ମଉଳିଗଲା। କେହି ବୁଝିପାରିଲେନି ସେଇ ନିଷ୍ପାପ ଶିଶୁଟି ପାଇଁ ନିୟତି ରଚିଥିବା ଷଡ଼ଯନ୍ତ୍ର। ଆଉ ଜନ୍ମ ଦିନରେ ହିଁ ଛପି ଛପି ଆସି ପିଲାଟିକୁ ନେଇଗଲା ଜମ। ଗରମ ସମ୍ବର ହାଣ୍ଡିରେ ପଡ଼ି ଚାଲିଗଲା ଶିଶୁର ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ କାଲାଗର ଅଞ୍ଚଳରେ ଘଟିଛି। ପ୍ରଥମେ ପିଲାଟିକୁ ହସପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପୁଲିସ କହିବା ଅନୁଯାୟୀ, ଶିଭା ଏବଂ ଭାନୁମତିଙ୍କର ଦୁଇ ବର୍ଷର ଝିଅ ହେଉଛି ତେଜସ୍ୱୀ। ଝିଅଟି ତାର ଜନ୍ମଦିନରେ ଘର ସାମ୍ନାରେ ଖେଳୁଥିତଲା। ସେତିକିବେଳେ ତାର ବାପା-ମା ପଡ଼ୋଶୀଙ୍କୁ ଜନ୍ମଦିନ ଉପଲକ୍ଷେ ପଡ଼ୋଶୀଙ୍କୁ ଖାଦ୍ୟ ବାଣ୍ଟିବାକୁ ଯାଇଥିଲେ। ଏହି ସମୟରେ ତେଜସ୍ୱୀ ରୋଷେଇ ଘରକୁ ପାଖକୁ ଚାଲିଯାଥିଲେ। ସେଠାରେ ଖେଳୁଖେଳୁ ଏକ ଚେୟାରରେ ଚଢ଼ି ଯାଇଥିଲା ଏବଂ ଦୁର୍ଭାଗ୍ୟବସତଃ ସମ୍ବର ହାଣ୍ଡିରେ ପଡ଼ି ଯାଇ ଥିଲା ।

ହାଣ୍ଡିରେ ସମ୍ବର ଗରମ ଥିବାରୁ ପିଲାଟିର ଶରୀର ପୋଡ଼ିଯାଇ ଥିଲା। ସଙ୍ଗେ ସଙ୍ଗେ ଖବର ପାଇ ବାପା-ମା ଆସି ପିଲାଟିକୁ ଉଦ୍ଧାର କରି ସ୍ଥାନୀୟ ଥିରୁଭୁରୁ ମେଡିକାଲ ନେଇଥିଲେ। ପରେ ତାକୁ ଗୁରୁତର ଅବସ୍ଥାରେ ବିଜୟୱାଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପିଲାଟିର ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ଆଉ ବଞ୍ଚି ନଥିଲା। ଏହି ଘଟଣାରେ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story