ଉଦ୍ଧବ ଓ ପାଓ୍ୱାର ଭେଟଘାଟ, ମେଣ୍ଟ ସରକାରରେ କନ୍ଦଳ !

ମୁମ୍ୱାଇ: ପଦୋନ୍ନତିରେ ସଂରକ୍ଷଣ ଉପରେ ରୋକ୍ ଏବଂ ନାନୋର ତୈଳ ବିଶୋଧନାଗାରର ପ୍ରକଳ୍ପକୁ ଅଟକାଇବା ନେଇ ମେଣ୍ଟ ସରକାରର ଦୁଇ ସହଯୋଗୀ ଦଳ ଶିବସେନା ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏନସିପି ସହ କଥାବାର୍ତ୍ତା କରିବା ପରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଛି। ଏହାପରେ ବୁଧବାର ରାତିରେ ଏନସିପି ସଭାପତି ଶରଦ ପାଓ୍ୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହାକୁ […]

udhav-pawar

udhav-pawar

Subhransu Sekhar
  • Published: Friday, 28 May 2021
  • Updated: 14 June 2021, 04:01 PM IST

Sports

Latest News

ମୁମ୍ୱାଇ: ପଦୋନ୍ନତିରେ ସଂରକ୍ଷଣ ଉପରେ ରୋକ୍ ଏବଂ ନାନୋର ତୈଳ ବିଶୋଧନାଗାରର ପ୍ରକଳ୍ପକୁ ଅଟକାଇବା ନେଇ ମେଣ୍ଟ ସରକାରର ଦୁଇ ସହଯୋଗୀ ଦଳ ଶିବସେନା ଏବଂ କଂଗ୍ରେସ ନେତା ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏନସିପି ସହ କଥାବାର୍ତ୍ତା କରିବା ପରେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବୋଲି ଧମକ ଦେଇଛି। ଏହାପରେ ବୁଧବାର ରାତିରେ ଏନସିପି ସଭାପତି ଶରଦ ପାଓ୍ୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି। ମେଣ୍ଟ ସରକାରରେ କନ୍ଦଳ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି।

ପାଓ୍ୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଏହି ବୈଠକ ହୋଇଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଉଦ୍ଧବ ଠାକରେଙ୍କ ଉପରେ ପାୱାର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ରହିଛି। କୁହାଯାଉଛି ଉଦ୍ଧବ ପାୱାରଙ୍କୁ କହିଛନ୍ତି ଯେ ଏନସିପିର ସହଯୋଗ କ୍ରମେ ଏହି ସରକାର ଗଠନ ହୋଇଛି। ତେଣୁ ସରକାର ଚଳାଇବା କେବଳ ଶିବସେନାର ଦାୟିତ୍ୱ ନୁହେଁ।

କରୋନା ମହାମାରୀ ବେଳେ ରାଜ୍ୟ ରାଜନୀତିରେ ଦେଖାଦେଇଥିବା ହଲଚଲକୁ ନେଇ ଗୁରୁବାର ମହାରାଷ୍ଟ୍ରର ଏନସିପି ମୁଖ୍ୟ ଜୟନ୍ତ ପାଟିଲ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଏହି ବୈଠକରେ କ’ଣ ହୋଇଛି ଜଣାନାହିଁ। କିନ୍ତୁ ମହା ବିକାଶ ଅଘାଡ଼ି ସରକାରରେ କୌଣସି ଅସ୍ଥିରତା ସୃଷ୍ଟି ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ବିରୋଧୀ ବିଜେପି ଏହି ପଦୋନ୍ନତୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ଦରକାର। କେନ୍ଦ୍ର ସରକାର ଚାହିଁଲେ ସଂସଦରେ ଏହି ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ କରିପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ କହିଛି ଯେ ଏ ପ୍ରସଙ୍ଗରେ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ। ସେ ତାଙ୍କ ନିଷ୍ପତ୍ତି ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜଣାଇଛନ୍ତି। ଏବେ କଂଗ୍ରେସ-ଏନସିପି ମଧ୍ୟରେ ବିବାଦ ଶିବସେନା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାଜ୍ୟ କ୍ୟାବିନେଟ ବୈଠକରେ ପଦୋନ୍ନତି ସଂରକ୍ଷଣ ପ୍ରସଙ୍ଗରେ ଗତକାଲି ବୈଠକ ହୋଇଥିବା ସୂଚନା ରହିଛି। କ୍ୟାବିନେଟ୍ ବୈଠକ ପୂର୍ବରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲା। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ମହା ବିକାଶ ଆଘାଡିରେ ପାରସ୍ପରିକ ମତଭେଦ ନାହିଁ। ସରକାର ସମ୍ପୂର୍ଣ୍ଣ ପାଞ୍ଚ ବର୍ଷ ଚାଲିବ। ଲୋକମାନେ ଗୁଜବ ପ୍ରତି ଧ୍ୟାନ ନଦେବା ଠିକ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story