ରୁଷବାସୀଙ୍କ ସହଯୋଗ କାମନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି, ଯୁଦ୍ଧ ବିରୋଧରେ ଆନ୍ଦୋଳନ ପାଇଁ ଆହ୍ୱାନ୍‌

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ ଆରମ୍ଭ କରିଦେଇଥିବା ବେଳେ ଏଥିରେ କ୍ଷୁବ୍ଧ ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ରୁଷର ଏହି ଆକ୍ରମଣକୁ ସେ ନାଜି ଜର୍ମାନୀର ବର୍ବରତା ସହ ତୁଳନା କରିଛନ୍ତି। ରୁଷ ନାଜି ଜର୍ମାନୀ ଭଳି ଆକ୍ରମଣ କରୁଛି ବୋଲି ଜେଲେନସ୍କି କହିଛନ୍ତି । ତେବେ ରୁଷ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କକୁ ଛିନ୍ନ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସେ ଟ୍ୱିଟ୍‌ କରି ରୁଷବାସୀଙ୍କ […]

ukrain

ukrain

Tapas Behera
  • Published: Thursday, 24 February 2022
  • Updated: 24 February 2022, 04:25 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ ଆରମ୍ଭ କରିଦେଇଥିବା ବେଳେ ଏଥିରେ କ୍ଷୁବ୍ଧ ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି। ରୁଷର ଏହି ଆକ୍ରମଣକୁ ସେ ନାଜି ଜର୍ମାନୀର ବର୍ବରତା ସହ ତୁଳନା କରିଛନ୍ତି। ରୁଷ ନାଜି ଜର୍ମାନୀ ଭଳି ଆକ୍ରମଣ କରୁଛି ବୋଲି ଜେଲେନସ୍କି କହିଛନ୍ତି । ତେବେ ରୁଷ ସହ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କକୁ ଛିନ୍ନ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସେ ଟ୍ୱିଟ୍‌ କରି ରୁଷବାସୀଙ୍କ ସହଯୋଗ କାମନା କରିଛନ୍ତି। ରୁଷବାସୀ ମସ୍କୋର ନିଷ୍ପତ୍ତିକୁ ବିରୋଧ କରିବା ଉଚିତ। ୟୁକ୍ରେନ ବିପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେମାନଙ୍କୁ ଆନ୍ଦୋଳନ ପାଇଁ ଅପିଲ କରିଛନ୍ତି ଜେଲେନସ୍କି। ରୁଷର ଯେଉଁମାନେ ବିବେକ ହରାଇ ନାହାନ୍ତି ସେମାନେ ଏହି ଆକ୍ରମଣ ବିରୋଧରେ ସ୍ୱର ଉଠାଇବା ଉଚିତ୍।

ୟୁକ୍ରେନ ବିରୋଧରେ ଯୁଦ୍ଧକୁ କଡ଼ା ବିରୋଧ କରି ରୁଷବାସୀ ଆନ୍ଦୋଳନ କରିବା ପାଇଁ ଜେଲେନସ୍କି ନିବେଦନ କରିଛନ୍ତି। ଅନ୍ୟପଟେ ୟୁକ୍ରେନ୍‌ର ଯେଉଁମାନେ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବେ ବୋଲି ଜେଲେନସ୍କି କହିଛଛନ୍ତି । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଜର୍ମାନୀ ଯେଉଁଭଳି ବର୍ବରଭାବେ ଆକ୍ରମଣ କରିଥିଲା ରୁଷ ଠିକ ସେହିପରି ରକ୍ତମୁଖା ହୋଇଛି ବୋଲି ସେ କହିଛନ୍ତି।

ୟୁକ୍ରେନ୍‌ ଏହି ଯୁଦ୍ଧର କଡ଼ା ମୁକାବିଲା କରିବ ଏବଂ ତାର ସ୍ୱାଧୀନତାକୁ ହରାଇବ ନାହିଁ ବୋଲି ସେ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ର ପଡ଼ୋଶୀ ଦେଶ ଲିଥୁଆନିଆ ନିଜ ଦେଶରେ ଜରୁରୀମାଳୀନ ପରିସ୍ଥିତି ଜାରି କରିଛି । ଜାରୁକାଳୀନ ପରିସ୍ଥିତି ନେଇ ଲିଥୁଆନିଆ ସଂସଦରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ୟୁକ୍ରେନ୍‌କୁ ଅକ୍ତିଆର କରିବା ଲକ୍ଷରେ ଥିବା ରୁଷ  ପାଇଁ ଏୟାର ସ୍ପେଶ କଟକଣା ଜାରି କରିଛି ଲିଥୁଆନିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story