ସୋଶାଲ ମିଡିଆରେ ୟୁକ୍ରେନ୍‌ର ବିଜୟ

ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ବାହୁବଳ ପର୍ଯ୍ୟନ୍ତ ରୁଷ ହେଉଛି ଶକ୍ତିଶାଳୀ। ୟୁକ୍ରେନ୍‌ଠାରୁ ବହୁ ଗୁଣରେ ରୁଷ ସାମରିକ ଶକ୍ତିରେ ବଳୀୟାନ୍‌। ଗତ ଦଶ ଦିନ ମଧ୍ୟରେ ରୁଷର ଭୟଙ୍କର ହମ୍‌ଲାରେ ୟୁକ୍ରେନ୍‌ ଛାରଖାର ହୋଇଛି ସତ କିନ୍ତୁ ହାର ମାନାହାନ୍ତି ସେନା।  ଏକ ପରାକ୍ରମଶାଳି ଦେଶ ଆଗରେ ଅପେକ୍ଷାକୃତ ଦୁର୍ବଳ ହୋଇଥିଲେ ମଧ୍ୟ ୟୁକ୍ରେନ୍ ସୈନ୍ୟ ମୁକାବିଲାରୁ ପଛକୁ ହଟିନାହାନ୍ତି। ହାତ ହତିଆର ଓ ଅସ୍ତ୍ରଶସ୍ତ୍ରରେ ସିନା ଦୁର୍ବଳ କିନ୍ତୁ ବିଶ୍ୱବାସୀଙ୍କ ମନ ଜିଣି […]

ukrain-1

ukrain-1

Tapas Behera
  • Published: Sunday, 06 March 2022
  • Updated: 06 March 2022, 05:22 PM IST

Sports

Latest News

ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ବାହୁବଳ ପର୍ଯ୍ୟନ୍ତ ରୁଷ ହେଉଛି ଶକ୍ତିଶାଳୀ। ୟୁକ୍ରେନ୍‌ଠାରୁ ବହୁ ଗୁଣରେ ରୁଷ ସାମରିକ ଶକ୍ତିରେ ବଳୀୟାନ୍‌। ଗତ ଦଶ ଦିନ ମଧ୍ୟରେ ରୁଷର ଭୟଙ୍କର ହମ୍‌ଲାରେ ୟୁକ୍ରେନ୍‌ ଛାରଖାର ହୋଇଛି ସତ କିନ୍ତୁ ହାର ମାନାହାନ୍ତି ସେନା।  ଏକ ପରାକ୍ରମଶାଳି ଦେଶ ଆଗରେ ଅପେକ୍ଷାକୃତ ଦୁର୍ବଳ ହୋଇଥିଲେ ମଧ୍ୟ ୟୁକ୍ରେନ୍ ସୈନ୍ୟ ମୁକାବିଲାରୁ ପଛକୁ ହଟିନାହାନ୍ତି। ହାତ ହତିଆର ଓ ଅସ୍ତ୍ରଶସ୍ତ୍ରରେ ସିନା ଦୁର୍ବଳ କିନ୍ତୁ ବିଶ୍ୱବାସୀଙ୍କ ମନ ଜିଣି ସାରିଲାଣି ୟୁକ୍ରେନ୍‌। ଯୁଦ୍ଧର ଟିକିନିଖି ତଥ୍ୟକୁ ସୋଶାଲ ମିଡିଆରେ ଥୋଇ ଲୋକଙ୍କ ହୃଦୟ ଜିତି ସାରିଲାଣି ୟୁକ୍ରେନ୍‌। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିରି ଜେନେଲସ୍କି ସାମାଜିକ ଗଣମାଧ୍ୟମରେ ହିରୋ ସାଜିସାରିଲେଣି। ରୁଷ ବିରୋଧରେ ଅଭିଯୋଗ ହେଉ କିମ୍ବା ଯୁଦ୍ଧ ଜର୍ଜରିତ ନିଜ ଦେଶର ନାଗରିକଙ୍କ କଥା ହେଉ ପ୍ରତିଟି ବିଷୟ ସୋଶାଲ ମିଡିଆରେ ପ୍ରକାଶ କରି ଆସୁଛନ୍ତି ଜେନେଲସ୍କି। ଫଳରେ ସମଗ୍ର ବିଶ୍ୱରୁ ତାଙ୍କ ପ୍ରତି ସମର୍ଥନ ବଢ଼ୁଛି। ୟୁକ୍ରେନ୍ ପ୍ରତି ସମବେଦନା ବଢ଼ୁଥିବା ବେଳେ ଯୁଦ୍ଧ କର୍ତ୍ତା ରୁଷ୍ ରାଷ୍ଟ୍ରପତିଙ୍କ ପ୍ରତି ଘୃଣା ଓ ବିଦ୍ୱେଶ ବଢ଼ୁଛି। ନିନ୍ଦା ଅପମାନ ବି ବଢ଼ୁଛି।

ଗତ ଦଶଦିନ ଧରି ୟୁକ୍ରେନ୍‌ରେ ନିଆଁ ବର୍ଷା ବୋମାଡ଼ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ପୁଟିନ୍‌ ଜଣେ ପ୍ରକୃତ ଖଳନାୟକ ଏବଂ ଯୁଦ୍ଧ ଖୋର ସାମ୍ରାଜ୍ୟବାଦୀ ବୋଲି ସୋଶାଲ ମିଡିଆରେ ହୁରି ପଡ଼ିଛି।  ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ, ୟୁକ୍ରେନ୍‌ ସାରା ବିଶ୍ୱରେ ସୋଶାଲ ମିଡିଆକୁ କବ୍‌ଜା କରିସାରଲାଣି।  ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍‌ ପ୍ରତି ସମର୍ଥନ ବଢ଼ୁଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଜେନେଲସ୍କି ଏବେ  କିଭ୍‌ର ବଙ୍କର ଭିତରେ ଅଛନ୍ତି। ଦୈନିନ ଗୁଳିଗୋଳା ବୋମା ମାଡ଼ ଜାରି ରହିଛି। ତାଙ୍କୁ ମଧ୍ୟ ହତ୍ୟା ଯୋଜନା କରାଯାଉଛି। ରୁଷର ଏହି ବର୍ବୋଚରିତ ଆରକ୍ରମଣକୁ ନିନ୍ଦା କରି ସୋଶାଲ ମିଡିଆରେ ବଦନାମ କରି ଆସୁଛି ୟୁକ୍ରେକନ। ପ୍ରାୟ ଦୈନିକ ଭିଡିଓ ବାର୍ତ୍ତା ଜାରି ରଖିଛନ୍ତି ଜେଲେନସ୍କି।  ସୋଶାଲ ମହିଆରେ ସେ ସେନ୍‌ସେସନ୍‌ ପାଲଟିସାରିଲେଣି। ତାଙ୍କ ସରକାର ମଧ୍ୟ ସୋଶାଲ ମିଡିଆକୁ ପ୍ରମୁଖ ଅସ୍ତ୍ର କରିଛନ୍ତି। ୟୁକ୍ରେନ କିଭଳି ରୁଷ ସେନାକୁ ଜବାବ ଦେଉଛି, କିଭଳି ତାଙ୍କ ନାଗରିକମାନେ ବନ୍ଧୁକ ଧରି ଦେଶ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି, ୟୁକ୍ରେନ୍‌ ଚାଷୀମାନେ କିଭଳି ରୁଷର ସାମରିକବାହିନୀକୁ ମୁକାବିଲା କରୁଛନ୍ତି ତାର ସବୁ ଦୃଶ୍ୟ ସୋଶାଲ ମିଡିଆରେ ପୋଷ୍ଟ ହେଉଛି। ତାହା ବେଶ ଭାଇରାଲ ମଧ୍ୟ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story