ୟୁକ୍ରେନ୍‌ ସେନା ବିମାନ୍ କ୍ରାଶ, ରୁଷର ଏୟାର ଷ୍ଟ୍ରାଇକ୍‌ରେ ୧୮ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଘମାଘୋଟ୍‌ ଯୁଦ୍ଧ ଆରମ୍ଭ ହୋଇଛି। ୟୁକ୍ରେନ୍‌ ସୀମାଭିତରେ ପଶି ଏକାଧିକ ସ୍ଥାନରେ ଆକାଶପଥରୁ ଗୁଳିଗୁଳା ବର୍ଷଣ ଆରମ୍ଭ କରିଛି ରୁଷ। ଘନ ଘନ ଆକ୍ରମଣ କରୁଛି ଋଷ। ତେବେ ୟୁକ୍ରେନର ରାଜଧାନୀ କିଭ୍ ନିକଟରେ ୟୁକ୍ରେନ୍‌ର ଏକ ସେନା ପ୍ଲେନ୍‌ କ୍ରାଶ ହୋଇଛି । ସେଥିରେ ମୋଟ୍‌ ୧୪ ଜଣ ଯାତ୍ରା କରୁଥିଲେ। ତେବେ ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଅନ୍ୟପଟେ ୟୁକ୍ରେନର ରାଜଧାନୀ କିଭ୍ ସହ […]

iop

iop

Tapas Behera
  • Published: Thursday, 24 February 2022
  • Updated: 24 February 2022, 06:56 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଘମାଘୋଟ୍‌ ଯୁଦ୍ଧ ଆରମ୍ଭ ହୋଇଛି। ୟୁକ୍ରେନ୍‌ ସୀମାଭିତରେ ପଶି ଏକାଧିକ ସ୍ଥାନରେ ଆକାଶପଥରୁ ଗୁଳିଗୁଳା ବର୍ଷଣ ଆରମ୍ଭ କରିଛି ରୁଷ। ଘନ ଘନ ଆକ୍ରମଣ କରୁଛି ଋଷ। ତେବେ ୟୁକ୍ରେନର ରାଜଧାନୀ କିଭ୍ ନିକଟରେ ୟୁକ୍ରେନ୍‌ର ଏକ ସେନା ପ୍ଲେନ୍‌ କ୍ରାଶ ହୋଇଛି । ସେଥିରେ ମୋଟ୍‌ ୧୪ ଜଣ ଯାତ୍ରା କରୁଥିଲେ। ତେବେ ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଅନ୍ୟପଟେ ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ମିଳିଥିବା ସୂଚନା ମୁତାବକ, ରୁଷ ସେନା ୟୁକ୍ରେନର କିଭକୁ ପ୍ରବେଶ କରିଛି। ଉତ୍ତର କିଭରେ ରୁଷର ସେନା ପ୍ରବେଶ କରୁଥିବା ବେଳେ ରୁଷ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିଛି। ରୁଷ ସେନା କିଭର ହୋଷ୍ଟମେଲ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି। କିଭ ସହ ରୁଷ ର ସୈନ୍ୟମାନେ ୟୁକ୍ରେନର ଓଡେସା ସହରରେ ପ୍ରବେଶ କରୁଥିବା ନେଇ ଖବର ମିଳିଛି।

ରୁଷ ଓଡେସା ଉପରେ ଆକ୍ରମଣ କରିବାରୁ ୧୮ଜଣଙ୍କର ପ୍ରାଣହାନୀ ଘଟିଥିବା କୁହାଯାଉଛି। ଅନ୍ୟପଟେ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ  ବୋରିଷ ଜନ୍‌ସନ୍‌। ରୁଷ ରାଷ୍ଟ୍ରପତି ପୁଟିନ ଜଣେ ଏକଛତ୍ରବାଦୀ ବୋଲି କହିଛନ୍ତି ଜନ୍‌ସନ୍‌। ସେହିପରି ୟୁକ୍ରେନକୁ ଅକ୍ତିଆରି କରିବାର ଉଦ୍ଦେଶ୍ୟ ଏକ ବର୍ବୋଚରିତ ହୀନ ଉଦ୍ୟମ ବୋଲି ସେ କହିଛନ୍ତି।  ଏଥିପାଇଁ  ଇୟୋରୋପୀୟ ସଙ୍ଗଠନ ଗୁଡ଼ିକୁ ରୁଷ ବିରୋଧରେ ଏକାଠି ହେବା ପାଇଁ ଆହ୍ୱାନ କରିଛନ୍ତି।

ମସ୍କୋ ବିରୋଧରେ ଏକ ବଡ଼ଧରଣର ପ୍ୟାକେଜ ଘୋଷଣା କରାଯିବ ବୋଲି ସେ କହିଛନ୍ତି।  ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଆମେ ଏହି  ଆକ୍ରମଣକୁ ଦେଖିପାରିବୁ ନାହିଁ ବୋଲି ସେ କହିଛନ୍ତି। ସେପଟେ ରୁଷର ଆକ୍ରମରକୁ ଚାଇନା ସମର୍ଥନ ଜଣାଇଛି। ଏ ସମ୍ପର୍କରେ ରୁଷର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି ଚାଇନାର ବୈଦେଶିକ ମନ୍ତ୍ରୀ।  ୟୁକ୍ରେନ ସହ ରୁଷର ଥିବା ସୁରକ୍ଷା ପ୍ରସଙ୍ଗକୁ ନେଇ ଚୀନ ଚିନ୍ତିତ ଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story