ମଦ ପାଇଁ ଟଙ୍କା ନଦେବାରୁ ମାକୁ ପିଟି ପିଟି ମାରିଦେଲା ପୁଅ

ବିଜନୋର : ମଦ କିଣିବାକୁ ଟଙ୍କା ନଦେବାରୁ ମା’କୁ ପିଟି ପିଟି ମାରିଦେଲା ପୁଅ। ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଜଣେ ୨୫ ବର୍ଷୀୟ ଯୁବକ ମଦ ପାଇ ତାଙ୍କ ମା’ଙ୍କୁ କାଠ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ପୁଲିସ କହିଛି। ଗୁରୁବାର ରାତିରେ ବିଜନୋର ଜିଲ୍ଲାର ଚାନ୍ଦପୁର ପୋଲିସ ଷ୍ଟେସନ ଅଧୀନ ଏକ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ହେଉଛନ୍ତି ଦେବେନ୍ଦ୍ର ସାଇନି । ତାଙ୍କୁ […]

WINE SHOP

WINE SHOP

Tapas Behera
  • Published: Friday, 28 October 2022
  • Updated: 28 October 2022, 06:36 PM IST

Sports

Latest News

ବିଜନୋର : ମଦ କିଣିବାକୁ ଟଙ୍କା ନଦେବାରୁ ମା’କୁ ପିଟି ପିଟି ମାରିଦେଲା ପୁଅ। ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଜଣେ ୨୫ ବର୍ଷୀୟ ଯୁବକ ମଦ ପାଇ ତାଙ୍କ ମା’ଙ୍କୁ କାଠ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ପୁଲିସ କହିଛି। ଗୁରୁବାର ରାତିରେ ବିଜନୋର ଜିଲ୍ଲାର ଚାନ୍ଦପୁର ପୋଲିସ ଷ୍ଟେସନ ଅଧୀନ ଏକ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ହେଉଛନ୍ତି ଦେବେନ୍ଦ୍ର ସାଇନି । ତାଙ୍କୁ ପୁଲିସ ଗିରଫ କରିଛି ବୋଲି ପୋଲିସ ଅଧୀକ୍ଷକ ରାମ ଅର୍ଜ କହିଛନ୍ତି। ମଦ କିଣିବାକୁ ଦେବେନ୍ଦ୍ର ତାଙ୍କ ମାଙ୍କୁ ଟଙ୍କା ମାଗିଥିଲେ।

ହେଲେ ତାଙ୍କ ମା ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଦେବେନ୍ଦ୍ର ଉତକ୍ଷିପ୍ତ ହୋଇ ତାଙ୍କ ମା’ ସାମୁନ୍ଦ୍ର ଦେବୀ (୬୫ )ଙ୍କୁ କାଠ ବାଡିରେ ପିଟି ପିଟି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦେବେନ୍ଦ୍ରଙ୍କ ଭାଇ ଜୟରାମଙ୍କ ଅଭିଯୋଗ ଆଧାରରେ ପୁଲିସ ଏଫଆଇଆର ରୁଜୁ କରିଛି। ପୀଡିତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story