ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟକା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିକୁ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଡ଼ ଝଟକା ଲାଗିଛି । ରାମନଗରୀ ଅଯୋଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସେଭଳି ଆଖିଦୃଶିଆ ସଫଳତା ମିଳିନାହିଁ। ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଲଢ଼େଇରେ ବିଜେପିକୁ ଆଞ୍ଚଳିକ ଦଳ ଠାରୁ କଡ଼ା ଟକ୍କର ମିଳିଛି । ଏପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତର ଗଣତିରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେପି ଲଗାତର ପଛୁଆ ରହିଛି । ଏଠାରେ ମୋଟ ୪୦ଟି […]

bjp

bjp

Ranjit Kumar Jena
  • Published: Monday, 03 May 2021
  • Updated: 03 May 2021, 11:30 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପିକୁ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବଡ଼ ଝଟକା ଲାଗିଛି । ରାମନଗରୀ ଅଯୋଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସେଭଳି ଆଖିଦୃଶିଆ ସଫଳତା ମିଳିନାହିଁ। ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଲଢ଼େଇରେ ବିଜେପିକୁ ଆଞ୍ଚଳିକ ଦଳ ଠାରୁ କଡ଼ା ଟକ୍କର ମିଳିଛି । ଏପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତର ଗଣତିରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ବିଜେପି ଲଗାତର ପଛୁଆ ରହିଛି । ଏଠାରେ ମୋଟ ୪୦ଟି ଆସନ ମଧ୍ୟରୁ ସମାଜବାଦୀ ପାର୍ଟି (ଏସପି) ୨୨ ସିଟରେ ଆଗୁଆ ରହିଛି । ତେବେ ବିଜେପି କେବଳ ୮ଟି ଆସନରେ ଆଗୁଆ ରହିଛି ।

ଉତ୍ତର ପ୍ରଦେଶରେ ହୋଇଥିବା ପଞ୍ଚାୟତ ନିର୍ବାଚନର ପୂରା ଫଳାଫଳ ଆସିନାହିଁ । ଆଜି ମଧ୍ୟ ଗଣତି ଜାରି ରହିଛି । ୩୦୫୦ ଜିଲ୍ଲା ପଞ୍ଚାୟତ ମଧ୍ୟରୁ ବିଜେପି ୭୦୨ରେ ଆଗୁଆ ରହିଛି । ସେହିପରି ଏସପି ୫-୪, ବିଏସପି ୧୩୨, କଂଗ୍ରେସ ୬୨ ଏବଂ ଅନ୍ୟାନ୍ୟ ୬୦୮ ଆସନରେ ଆଗୁଆ ରହିଛନ୍ତି। ତେବେ ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

ୟୁପି ପଞ୍ଚାୟତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦମ୍ ଦେଖାଉଛନ୍ତି । ଏମାନେ ବଡ଼ ବଡ଼ ପାର୍ଟି ଉପରେ ଭାରୀ ପଡ଼ୁଥିବା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏସପିର ବରିଷ୍ଠ ନେତା ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ପୁଅ ସମେତ ଅନେକ ସମ୍ପର୍କୀୟଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆନୁଷ୍ଠାନିକ ସୂତ୍ର ଅନୁଯାୟୀ, ଏସପିର ବରିଷ୍ଠ ନେତା ରାମ ଗୋବିନ୍ଦଙ୍କ ପୁଅ ରଞ୍ଜିତ ଚୌଧୁରୀ ଜିଲ୍ଲା ପଞ୍ଚାୟତର ୱାର୍ଡ ନମ୍ବର ୧୬ରେ ପରାସ୍ତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story