ରୁଷିଛନ୍ତି ଶିବପାଲ, ଏବେ ନେବେନି ଶପଥ

ଲକ୍ଷ୍ନୌ: ରୁଷିଛନ୍ତି ଦାଦା ଶିବପାଲ। ପୁତୁରା ଅଖିଲେଶ ଯାଦବଙ୍କ ଉପରେ ସେ ରାଗି ଯାଇଛନ୍ତି। ଏଥିପାଇଁ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଏବେ ବିଧାୟକ ପଦର ଶପଥ ନେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ସାମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କ ସହଯୋଗୀ ଦଳ ବୈଠକକୁ ତାଙ୍କୁ ଆମନ୍ତ୍ରିତ କରାଯାଇଥିଲେ ସୁଦ୍ଧା ସେ ଏଥିରେ ସାମିଲ ହେବ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ନିକଟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ […]

shivpal-yadav

shivpal-yadav

Madhupriya Mistry
  • Published: Tuesday, 29 March 2022
  • Updated: 29 March 2022, 03:45 PM IST

Sports

Latest News

ଲକ୍ଷ୍ନୌ: ରୁଷିଛନ୍ତି ଦାଦା ଶିବପାଲ। ପୁତୁରା ଅଖିଲେଶ ଯାଦବଙ୍କ ଉପରେ ସେ ରାଗି ଯାଇଛନ୍ତି। ଏଥିପାଇଁ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଏବେ ବିଧାୟକ ପଦର ଶପଥ ନେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ ସାମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କ ସହଯୋଗୀ ଦଳ ବୈଠକକୁ ତାଙ୍କୁ ଆମନ୍ତ୍ରିତ କରାଯାଇଥିଲେ ସୁଦ୍ଧା ସେ ଏଥିରେ ସାମିଲ ହେବ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି।

ନିକଟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ବିଧାୟକ ଦଳ ବୈଠକ ଡକାଇଥିଲେ। ଏହି ବୈଠକରେ ସାମିଲ ହେବା ପାଇଁ ଦୁଇ ଦିନ ପୂର୍ବରୁ ଲକ୍ଷ୍ନୌରେ ଅପେକ୍ଷା କରି ବସିଥିଲେ ଶିବପାଲ। ତେବେ ଏହି ବୈଠକ ବେଳେ କିନ୍ତୁ ଦାଦା ଶିବପାଲଙ୍କୁ ଡକା ଯାଇନଥିଲା। ଏହାକୁ ନେଇ ରାଗି ଯାଇଥିଲେ ଶିବପାଲ। ସେ କହିଥିଲେ, ମୁଁ ସମାଜବାଦୀ ପାର୍ଟି ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲି, ତେଣୁ ମୋତେ ଏହି ବୈଠକକୁ ଡାକିବାର ଥିଲା। ସେପଟେ ସମାଜବାଦୀ ପାର୍ଟି କହିଥିଲା ଯେ, ଏହି ବୈଠକ କେବଳ ସାପା ବିଧାୟକଙ୍କ ଥିଲା, ଏଥିରେ କୌଣସି ସହଯୋଗୀ ଦଳକୁ ଡକା ଯାଇନଥିଲା।

ସୂଚନା ମୁତାବକ, ଶିବପାଲ ଯାଦବଙ୍କ ଦଳ ୨୦୨୨ ବିଧାନସଭା ନିର୍ବାଚନରେ ସାପା ସହ ମିଶି ମେଣ୍ଟ କରିଥିଲା। ସାପା ଟିକେଟରେ ଶିବପାଲ ଯଶବନ୍ତପୁର ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ନିର୍ବାଚନରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିକୁ କେବଳ ଗୋଟିଏ ଆସନ ମିଳିଥିଲା।

ଉତ୍ତରପ୍ରଦେଶ ବିଧାନସଭାରେ ନୂଆ ବିଧାୟକଙ୍କ ଶପଥ ଗ୍ରହଣ ଜାରି ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିରୋଧୀ ଦଳ ନେତା ଅଖିଲେଶ ଯାଦବଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକମାନେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଅନ୍ୟ ବଳକା ବିଧାୟକ ଆଜି ଶପଥ ନେଉଛନ୍ତି। ତେବେ ଏହାରି ଭିତରେ ସମାଜବାନୀ ପାର୍ଟିରେ ପୁଣି ପାରିବାରିକ କନ୍ଦଳ ସୃଷ୍ଟି ହୋଇଥିବା ମନେ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story