କେଜ୍ରିୱାଲଙ୍କ ଘର ଆଗରେ ବିଜେପି କର୍ମୀଙ୍କ ଲଙ୍କାକାଣ୍ଡ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସାମ୍ନାରେ ଆଜି ବିଜେପି କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଏହି ସମୟରେ ପୁଲିସ୍‌ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଏଥିସହ ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ଘରର ଗେଟ୍‌ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସକୁ ନେଇ କେଜ୍ରିୱାଲ ଦେଇଥିବା ବୟାନ ବିରୋଧରେ ବିଜେପି କର୍ମୀ ଓ ନେତାମାନେ ତାତି ଉଠିଛନ୍ତି। କେଜ୍ରିୱାଲ ନିଜର ବୟାନ ମାଧ୍ୟମରେ କଶ୍ମୀର […]

aap

aap

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 03:47 PM IST

Sports

Latest News

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସାମ୍ନାରେ ଆଜି ବିଜେପି କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଏହି ସମୟରେ ପୁଲିସ୍‌ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଏଥିସହ ବିଜେପି କର୍ମୀମାନେ କେଜ୍ରିୱାଲଙ୍କ ଘରର ଗେଟ୍‌ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ବଲିଉଡ ଫିଲ୍ମ ଦି କଶ୍ମୀର ଫାଇଲ୍ସକୁ ନେଇ କେଜ୍ରିୱାଲ ଦେଇଥିବା ବୟାନ ବିରୋଧରେ ବିଜେପି କର୍ମୀ ଓ ନେତାମାନେ ତାତି ଉଠିଛନ୍ତି। କେଜ୍ରିୱାଲ ନିଜର ବୟାନ ମାଧ୍ୟମରେ କଶ୍ମୀର ପଣ୍ଡିତଙ୍କ ନରସଂହାରକୁ କଟାକ୍ଷ କରିଥିବା ବିଜେପି ନେତାମାନେ ଅଭିଯୋଗ କରି ଏପରି ଲଙ୍କାକାଣ୍ଡ ଘଟାଇଛନ୍ତି।

ଅନ୍ୟପଟେ କେଜ୍ରିୱାଲଙ୍କ ଘର ଆଗରେ ହିଂସାକାଣ୍ଡ ଓ ଭଙ୍ଗାରୁଜୁ କରିବାକୁ ଦିଲ୍ଲୀ ପୁଲିସ ହିଁ ବିଜେପି କର୍ମୀମାନଙ୍କୁ ଅନୁମତି ଦେଇଥିବା ଅନେକ ଆପ୍ ନେତା ଅଭିଯୋଗ କରିଛନ୍ତି। ଆପ ସାଂସଦ ସଞ୍ଜୟ ସିଂହ ଟ୍ୱିଟ କରି କହିଛନ୍ତି, “ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ବିଜେପି ଗୁଣ୍ଡାମାନେ ହମଲା କରିବାକୁ ସକ୍ଷମ ହୋଇଛନ୍ତି। ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ହମଲାରେ ସହଯୋଗ କରିଛି। ବିଜେପି କର୍ମୀମାନେ ମନେ ରଖନ୍ତୁ, ସବୁର ହିସାବ ନିଆଯିବ। ଏହା ଗଣତନ୍ତ୍ର। ସମୟ ଆସିଲେ ଲୋକମାନେ ତୁମମାନଙ୍କୁ ଭୋଟର ଲାଠିରେ ପିଟିବେ।”

ଆଜି ସକାଳେ ଶତାଧିକ ବିଜେପି କର୍ମୀମାନେ ହାତରେ ଦଳୀୟ ପତାକା ଓ ପ୍ଲାକାର୍ଡ ଧରି କେଜ୍ରିୱାଲଙ୍କ ଘର ନିକଟରେ ଲାଗିଥିବା ବ୍ୟାରିକେଡ ପାଖରେ ପହଞ୍ଚିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକାଇଥିଲେ ମଧ୍ୟ କେହି ବି କିଛି ଶୁଣି ନଥିଲେ। ସେମାନେ ବ୍ୟାରିକେଡ ଭାଙ୍ଗି କେଜ୍ରିୱାଲଙ୍କ ଘର ସାମ୍ନାରେ ପହଞ୍ଚି ଯାଇଥିଲେ।

ପୁଲିସ୍‌ କହିଛି ଯେ ୧୫୦ରୁ ୨୦୦ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଦିନ ପ୍ରାୟ ୧୧.୩୦ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ପାଖରେ ପହଞ୍ଚି ଯାଇଥିଲେ। ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇ ଦିଆଯିବା ସହ ୭୦ ଜଣଙ୍କୁ ଅଟକ ରଖାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଥିବା ପୁଲିସ୍ କହିଛି।

ପୁଲିସ୍‌ ଆହୁରି କହିଛି ଯେ ପ୍ରାୟ ଦିନ ୧ଟା ବେଳେ ଦୁଇଟି ବ୍ୟାରିକେଡ ଭାଙ୍ଗି କିଛି ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀଙ୍କ ଗେଟ ସାମ୍ନାରେ ପହଞ୍ଚି ଯାଇଥିଲେ। ସେଠାରେ ସେମାନେ ନାରା ବାଜି କରିଥିଲେ। ସେମାନେ ଗୋଟିଏ ଛୋଟ ବାକ୍ସରେ କିଛି ରଙ୍ଗ ଆଣିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଗେଟ୍‌ରେ ବୋଳାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ସହ ଆଉ କିଛି ଜିନିଷପତ୍ରକୁ ମଧ୍ୟ ସେମାନେ ଭଙ୍ଗାରୁଜା କରିଥିବା ପୁଲିସ୍‌ ସ୍ୱୀକାର କରିଛି।

ସୂଚନାଯୋଗ୍ୟ, ବିଜେପି ବିଧାୟକମାନେ କଶ୍ମୀର ଫାଇଲ୍ସ ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରିଥିଲେ। ଏହାର ଜବାବରେ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ବିଜେପିକୁ ତାଚ୍ଛଲ୍ୟ କରିଥିଲେ। ୟୁଟ୍ୟୁବରେ ଫିଲ୍ମକୁ ରିଲିଜ କଲେ ସମସ୍ତେ ମାଗଣା ଦେଖିପାରିବେ। ତେଣୁ ଟିକସ ମୁକ୍ତର କୌଣସି ଆବଶ୍ୟକ ନଥିବା ସେ କହିଥିଲେ। ବାସ କେଜ୍ରିୱାଲଙ୍କ ଏପରି ବୟାନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story