କରୋନା ଆକ୍ରାନ୍ତ ବାପା ମୁହଁରେ ପାଣି ଦେବାକୁ ଝିଅକୁ ରୋକିଲା ମା’, ଆଉ ତା‘ ପରେ...

ହାଇଦ୍ରାବାଦ: କରୋନା ଭାଇରସ୍ ମହାମାରୀ ଆରମ୍ଭରୁ ହିଁ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି । ଅନ୍ୟପକ୍ଷରେ ଦ୍ୱିତୀୟ ଲହର୍ ଆସିବା ପରଠାରୁ ବହୁ ଦୁଃଖଦାୟକ ଘଟଣା ଦେଖିବାକୁ ମିଳୁଛି। ଏହାରି ଭିତରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କରୋନା ପଜିଟିଭ୍ ବାପାଙ୍କୁ ପାଣି ଟୋପାଏ ଦେବା ପାଇଁ ଝିଅ ତା’ର ମା’ ସହ ଲଢ଼ୁଛି। ଏହି ଯନ୍ତ୍ରଣାଦାୟକ ଘଟଣା ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡ଼ିଛି । କରୋନାରେ ସଂକ୍ରମିତ ହେବା ପରେ ଗାଁରୁ […]

covid

covid

Ranjit Kumar Jena
  • Published: Wednesday, 05 May 2021
  • Updated: 05 May 2021, 04:34 PM IST

Sports

Latest News

ହାଇଦ୍ରାବାଦ: କରୋନା ଭାଇରସ୍ ମହାମାରୀ ଆରମ୍ଭରୁ ହିଁ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସୁଛି । ଅନ୍ୟପକ୍ଷରେ ଦ୍ୱିତୀୟ ଲହର୍ ଆସିବା ପରଠାରୁ ବହୁ ଦୁଃଖଦାୟକ ଘଟଣା ଦେଖିବାକୁ ମିଳୁଛି। ଏହାରି ଭିତରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କରୋନା ପଜିଟିଭ୍ ବାପାଙ୍କୁ ପାଣି ଟୋପାଏ ଦେବା ପାଇଁ ଝିଅ ତା’ର ମା’ ସହ ଲଢ଼ୁଛି। ଏହି ଯନ୍ତ୍ରଣାଦାୟକ ଘଟଣା ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡ଼ିଛି ।

କରୋନାରେ ସଂକ୍ରମିତ ହେବା ପରେ ଗାଁରୁ ବହିଷ୍କାର ହୋଇଥିବା ବ୍ୟକ୍ତିକୁ ତା’ର ଝିଅ ପାଣି ଦେବାକୁ ଚାହୁଁଛି, କିନ୍ତୁ ତା’ର ମା’ ତାକୁ ଏହା କରିବାକୁ ରୋକୁଛି । ତେବେ କୌଣସି ପ୍ରକାରରେ ମା’ ସହ ଲଢ଼ି ଓ ଝଗଡ଼ା କରି ଝିଅ ତା’ର ବାପାକୁ ପାଣି ପିଇବାକୁ ଦେଉଛି ଏବଂ ଏହାରି ଭିତରେ ଝିଅଟି ଖୁବ୍ କାନ୍ଦୁଥିବାର ଦେଖିବାକୁ ମିଳିଛି ।

https://twitter.com/Ashi_IndiaToday/status/1389823573074747393?s=20

୫୦ ବର୍ଷୀୟ ପୀଡ଼ିତ ବିଜୟୱାଡାରେ ଚାକିରି କରନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜ ଗାଁ ଶ୍ରୀକାକୁଲମ୍ ଫେରିଯାଇଥିଲେ, କିନ୍ତୁ ଗ୍ରାମବାସୀ ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇନଥିଲେ । ବ୍ୟକ୍ତି ଜଣଙ୍କୁ ଗାଁ ବାହାରେ ଏକ ମଇଦାନରେ ପ୍ରସ୍ତୁତ କୁଡ଼ିଆରେ ରହିବାକୁ ବାଧ୍ୟ କରାଯାଇଥିଲା । ପୀଡ଼ିତର ୧୭ ବର୍ଷୀୟା ଝିଅ ଏକ ବୋତଲରେ ପାଣି ନେଇ ନିଜ ବାପାଙ୍କୁ ଦେବା ପାଇଁ ଯାଉଥିଲା, କିନ୍ତୁ ତା’ର ମା’ ତାକୁ ରୋକିଥିଲା । କାଳେ ଝିଅ କରୋନାରେ ଆକ୍ରାନ୍ତ ହେବ, ସେଥିପାଇଁ ମା’ ତାକୁ ଯିବାକୁ ବାରଣ କରିଥିଲା ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ପିତା ତଳେ ପଡ଼ି ରହିଛନ୍ତି ଓ ଝିଅ ଦୌଡ଼ିକି ପାଖକୁ ଯାଉଛି ଏବଂ ପାଣି ବୋତଲ ଦେବାରେ ସଫଳ ହେଉଛି । ଭିଡିଓ କରୁଥିବା ବ୍ୟକ୍ତି ଜଣକ କହୁଛନ୍ତି ଯେ କରୋନାରେ ଆକ୍ରାନ୍ତ ଏହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ ନାହିଁ । ହେଲେ କିଛି ସମୟ ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାର ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ଭିଡିଓ କରୁଥିବା ବ୍ୟକ୍ତି ଜଣକ କହୁଛନ୍ତି ଯେ ଏବେ ଯେହେତୁ ଏବେ ପୂରା ପରିବାର ସଂକ୍ରମିତ ହୋଇସାରିଛି, ତେଣୁ ଝିଅଟି ତା’ ବାପାକୁ ଭେଟିପାରିବ। ଭିଡିଓରେ ଦେଖିବାକୁ ମିଳିଛି ଯେ ଆଖ ପାଖରେ ଥିବା ଲୋକେ ପୂରା ଘଟଣାକୁ ଦେଖୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story