ବାହାଘରରେ ସାମିଲ ହୋଇପାରିବେ ୨୦୦ ଲୋକ

କୋଲକାତା: କୋଭିଡ୍ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର। ବିବାହ କାର୍ଯ୍ୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସେହିପରି ଖୋଲାସ୍ଥାନରେ ମେଳା ଏବଂ ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯାଛି। ଗତ ଜାନୁୟାରୀ ୧୫ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୋଭିଡ ମହାମାରୀର ସାମ୍ପ୍ରତିକ ପରିସ୍ଥିତ ନେଇ  ପ୍ରକାଶ ପାଇଥିଲା । ସେଥିରେ ରାଜ୍ୟରେ କଟକଣା ଲାଗୁ କରାଯାଇଥିଲା ।  ସେହିପରି ମାସ୍କ ବ୍ୟବହାର ଏବଂ ଶାରିରୀକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା ଈଳା।  ଏହି […]

indian marriage

Tapas Behera
  • Published: Saturday, 15 January 2022
  • , Updated: 15 January 2022, 05:05 PM IST

କୋଲକାତା: କୋଭିଡ୍ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର। ବିବାହ କାର୍ଯ୍ୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସେହିପରି ଖୋଲାସ୍ଥାନରେ ମେଳା ଏବଂ ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯାଛି। ଗତ ଜାନୁୟାରୀ ୧୫ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୋଭିଡ ମହାମାରୀର ସାମ୍ପ୍ରତିକ ପରିସ୍ଥିତ ନେଇ  ପ୍ରକାଶ ପାଇଥିଲା ।

ସେଥିରେ ରାଜ୍ୟରେ କଟକଣା ଲାଗୁ କରାଯାଇଥିଲା ।  ସେହିପରି ମାସ୍କ ବ୍ୟବହାର ଏବଂ ଶାରିରୀକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା ଈଳା।  ଏହି ନିର୍ଦ୍ଦେଶନାମାକୁ ଜିଲ୍ଲା ପ୍ରଶାସନ, ପୋଲିସ କମିଶନର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମାଦନିବାକୁ  ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ଜାରି ହୋଇଥିବା କଟକଣାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେ କୌଣସି ନିୟମ ଉଲ୍ଲଂଘନ ହେଲେ ୨୦୦୫ ବିପର୍ଯ୍ୟୟ ପରିଚଳାନା ଆଇନ୍ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋଭିଡ ମାମଲା ବୃଦ୍ଧି ହେତୁ ରାଜ୍ୟ ନିର୍ବାଚନ ଆୟୋଗ ୪ଟି  ମ୍ୟୁନ୍ସିପାଲ ନିଗମର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। । ସେହିପରି ପଞ୍ଚିମବଙ୍ଗରେ ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି।

Related story