ଶୁଭେନ୍ଦୁ ଓ ମୁକୁଲଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ସୋମବାର ଚାରି ଟିଏମସି ନେତାଙ୍କୁୁ ଗିରଫ କରିଛି। ହେଲେ ଏହି ମାମଲାରେ ଜଡିତ ଥିବା ଅନ୍ୟ ଦୁଇ ନେତା ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନାରାଦା ଷ୍ଟିଙ୍ଗ ଅପରେସନର ମାଷ୍ଟର ମାଇଣ୍ଡ ତଥା ସାମ୍ୱାଦିକ ମାଥ୍ୟୁ ସାମୁଏଲ। ସେ କହିଛନ୍ତି ଚାରି ଜଣ ଏଯାବତ ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ […]

subhendu-mukul

subhendu-mukul

Subhransu Sekhar
  • Published: Tuesday, 18 May 2021
  • Updated: 18 May 2021, 12:51 AM IST

କୋଲକାତା: ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ସୋମବାର ଚାରି ଟିଏମସି ନେତାଙ୍କୁୁ ଗିରଫ କରିଛି। ହେଲେ ଏହି ମାମଲାରେ ଜଡିତ ଥିବା ଅନ୍ୟ ଦୁଇ ନେତା ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନାରାଦା ଷ୍ଟିଙ୍ଗ ଅପରେସନର ମାଷ୍ଟର ମାଇଣ୍ଡ ତଥା ସାମ୍ୱାଦିକ ମାଥ୍ୟୁ ସାମୁଏଲ। ସେ କହିଛନ୍ତି ଚାରି ଜଣ ଏଯାବତ ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ହୋଇଛନ୍ତି। ଏ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ହେଲେ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାଥ୍ୟୁ ସାମୁଏଲ ହେଉଛନ୍ତି ଜଣେ ଇନଭେଷ୍ଟିଗେଟିଭ ସାମ୍ୱାଦିକ। ଯିଏକି ନାରାଦା ନ୍ୟୁଜର ପ୍ରତିଷ୍ଠାତା। ସେ ୨୦୧୪ରେ ନାରଦା ଷ୍ଟିଙ୍ଗ୍ କରିଥିଲେ। ଯେଉଁଥିରେ ସେ ଦିଲ୍ଲୀକୁ ଜଣେ ଇନଭେଷ୍ଟର ଭାବରେ ଯାଇଥିଲେ। କୋଲକାତାରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଯେଉଁଥିରେ ସମସ୍ତେ ଲାଞ୍ଚ ନେଉଥିବାର ଦେଖିବାକୁ ମିଳିଥିଲା। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସାମୁଏଲ କହିଛନ୍ତି, ଚାର୍ଜଶିଟ୍ ତିନି ବର୍ଷ ତଳେ ସିବିଆଇ ଦାଖଲ କରିଥିଲା। ସେତେବେଳେ ସିବିଆଇ ତାଙ୍କୁ ମଧ୍ୟ ପଚରା ଉଚରା କରିଥିଲା। ଆଉ ଶୁଭେନ୍ଦୁ ଅଧିକାରୀ ଯିଏକି ଏବେ ବିଜେପି ବିଧାୟକ ଲାଞ୍ଚ ନେଉଥିବାର ପ୍ରମାଣ ରହିଛି। ଫରେନସିକ୍ ରିପୋର୍ଟରେ ମଧ୍ୟ ସେ ଲାଞ୍ଚ ନେଇଥିବା ଜଣାପଡ଼ିଛି। ହେଲେ ସିବିଆଇ ଏଯାବତ ମୁକୁଲ ରୟ ଏବଂ ଶୁଭେନ୍ଦୁଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ।

ତେବେ ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେତେବେଳେ ଶୁଭେନ୍ଦୁ ସାଂସଦ ଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇ ୨୦୧୯ରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି। ବାଚସ୍ପତି ଅନୁମତି ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story