ଇଡି ହେଉ କି ସିବିଆଇ: ରାହୁଲ ଗାନ୍ଧୀଙ୍କ ମୁହଁରେ ‘ପୁଷ୍ପା’ ଡାଏଲଗ୍‌

ନୂଆଦିଲ୍ଲୀ: ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସୁପହହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ ଏବେ ଖୁବ୍ ଚର୍ଚ୍ଚାରେ ଅଛି। ଏହି ଚଳଚ୍ଚିତ୍ରର ‘ଝୁକେଗା ନେହିଁ’ ଡାଏଲଗ ବେଶ ଲୋକପ୍ରିୟ ହୋଇଛି। ସୋଶାଲ ମିଡିଆରେ ଏହି ଡାଏଲଗ ଟ୍ରେଣ୍ଡିରେ ଥିବା ବେଳେ ଆଜି ରାହୁଲ ଗାନ୍ଧୀ ମୁହଁରୁ ସେମିତି କିଛି ଇଶାରା ଶୁଣିବାକୁ ମିଳିଥିଲା।  ୟୁପି ନିର୍ବାଚନ ଦିନକ ପୂର୍ବରୁ ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏନଆଇକୁ ଗତକାଲି ଏକ ଲମ୍ବା ସାକ୍ଷାତକାର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାକ୍ଷାତକାରକୁ […]

rahul-gandhi

rahul-gandhi

Tapas Behera
  • Published: Thursday, 10 February 2022
  • Updated: 10 February 2022, 06:05 PM IST

Sports

Latest News

ନୂଆଦିଲ୍ଲୀ: ସାଉଥ୍‌ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ସୁପହହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ ଏବେ ଖୁବ୍ ଚର୍ଚ୍ଚାରେ ଅଛି। ଏହି ଚଳଚ୍ଚିତ୍ରର ‘ଝୁକେଗା ନେହିଁ’ ଡାଏଲଗ ବେଶ ଲୋକପ୍ରିୟ ହୋଇଛି। ସୋଶାଲ ମିଡିଆରେ ଏହି ଡାଏଲଗ ଟ୍ରେଣ୍ଡିରେ ଥିବା ବେଳେ ଆଜି ରାହୁଲ ଗାନ୍ଧୀ ମୁହଁରୁ ସେମିତି କିଛି ଇଶାରା ଶୁଣିବାକୁ ମିଳିଥିଲା।  ୟୁପି ନିର୍ବାଚନ ଦିନକ ପୂର୍ବରୁ ଜାତୀୟ ନ୍ୟୁଜ୍‌ ଏଜେନ୍ସି ଏନଆଇକୁ ଗତକାଲି ଏକ ଲମ୍ବା ସାକ୍ଷାତକାର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାକ୍ଷାତକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ପକ୍ଷରୁ ପକାଯାଉଥିବା ଚାପରେ ସେ ବିଚଳିତ ନୁହଁନ୍ତି। ଗତକାଲିର ସାକ୍ଷାତକାରକୁ ଉଦ୍ଧୃତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୋଦି କହୁଛନ୍ତି ମୁଁ ଶୁଣୁ ନାହିଁ। ଏହାର ଅର୍ଥ କେନ୍ଦ୍ରୀୟ ସଂସ୍ଥା ଇଡି ଏବଂ ସିବିଆଇର ଚାପରେ ମୁଁ ପ୍ରଭାବିତ ନୁହଁ। ତେଣୁ ମୁଁ ନଇଁବାକୁ ପ୍ରସ୍ତୁତ ନୁହଁ ବୋଲି ରାହୁଲ କହିଛନ୍ତି।

ମୁଁ କାହିଁକି ମୋଦିଙ୍କୁ ଶୁଣିବି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଆଜି ଉତ୍ତରାଖଣ୍ଡରେ ଏକ ନିର୍ବାଚନୀ ରାଲିରେ ରାହୁଲ ଉଦବୋଧନ ଦେଇଥିଲେ। ବୁଧବାର ଏନଆଇକୁ ସାକ୍ଷାତକାର ଦେଇ ମୋଦି କହଥିଲେ ଯେ, ଯିଏ ସଦନକୁ ଆସୁନାହାନ୍ତି ଏବଂ ଯିଏ କିଛି ଶୁଣୁ ନାହାନ୍ତି ତାଙ୍କୁ ଉତ୍ତର ଦେବାକୁ ସେ ଉଚିତ ମଣୁ ନାହାନ୍ତି।  ବେକାରୀ ଏବଂ ଚୀନ ପ୍ରସଙ୍ଗକୁ ନେଇ ଲଗାତାର ରାହୁଲ ଗାନ୍ଧୀ ସରକାରଙ୍କୁ ଘେରି ଆସୁଛନ୍ତି।  ସାକ୍ଷାତକାରରେ ଏହି ପ୍ରଶ୍ନ ହେବାରୁ ମୋଦି କହିଥିଲେ ଯେ, ମୁଁ ସବୁ ପ୍ରସଙ୍ଗରେ ତଥ୍ୟ ସହ ଉତ୍ତର ରଖୁଛି। କିଛି ପ୍ରସଙ୍ଗରେ ଆମର ବୈଦେଶିକ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଆବଶ୍ୟକ ସ୍ତଳେ ସବିଶେଷ ଜବାବ ରଖୁଛନ୍ତି। ମୁଁ ମଧ୍ୟ କହିଛି। କିନ୍ତୁ ଯେଉଁ ବ୍ୟକ୍ତି ଶୁଣୁ ନାହାନ୍ତି କି ଗୃହରେ ରହୁ ନାହାନ୍ତି ମୁଁ ତାଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ନୁହଁ।

ମୋଦି କହଥିଲେ ଯେ, ତାଙ୍କ ସରକାର ଆଲୋଚନାକୁ ବିଶ୍ୱାସ କରେ ଆମ୍ରମଣକୁ ନୁହେଁ। ଆମେ କାହାକୁ ଆକ୍ରମଣ କରୁ ନାହୁଁ ବରଂ ତର୍କ ଓ ବିତକର୍କକୁ ପସନ୍ଦ କରୁ। ତଥାପି ସଂସଦରେ ବାଦ-ବିବାଦ ଓ କଳହ-ଝଗଡ଼ା ପରିସ୍ଥିତିକୁ ମୁଁ ସ୍ୱାଗତ କରେ ବୋଲି ମୋଦି କହିଛନ୍ତି । ତେବେ ଆଜି ଉତ୍ତାରାଖଣ୍ଡରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ରାହୁଲ କହିଛନ୍ତି ଯେ, ଆମେ କ୍ଷମତାକୁ ଆସିଲେ ୪ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବୁ। ୫୦୦ ଟଙ୍କାରେ ସିଲିଣ୍ଡର ଗ୍ୟାସ ଦେବୁ। ୫ ଲକ୍ଷ ଗରିବ ପରିବାରକୁ ବାର୍ଷିକ ୪୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story