ଦେଶରେ କରୋନାରେ ଏତେ ସଂଖ୍ୟକ ମୃତ୍ୟୁ କ’ଣ ପାଇଁ ହୋଇଛି?

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ତୃତୀୟ ଲହରର ଆଶଙ୍କା ଦେଖାଦେଇଛି। କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ତୃତୀୟ ଲହରକୁ ବଳ ଯୋଗାଉଛି ବୋଲି କୁହାଯାଉଛି। ଏହାରି ଭିତରେ ଏକ ରିପୋର୍ଟ ଆସିଛି କାହିଁକି ଭାରତରେ ଏତେ ସଂଖ୍ୟକ ଲୋକ କରୋନାରେ ଆଖି ବୁଜିଲେ? ଲାନସେଣ୍ଟ ମିଡିଆ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ କରୋନା ମହାମାରୀରେ ଯେଉଁମାନେ ମୃତ୍ୟୁର ଆଁରେ ଚାଲି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚ […]

Corona12

Corona12

Subhransu Sekhar
  • Published: Saturday, 14 August 2021
  • Updated: 14 August 2021, 11:08 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ତୃତୀୟ ଲହରର ଆଶଙ୍କା ଦେଖାଦେଇଛି। କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ତୃତୀୟ ଲହରକୁ ବଳ ଯୋଗାଉଛି ବୋଲି କୁହାଯାଉଛି। ଏହାରି ଭିତରେ ଏକ ରିପୋର୍ଟ ଆସିଛି କାହିଁକି ଭାରତରେ ଏତେ ସଂଖ୍ୟକ ଲୋକ କରୋନାରେ ଆଖି ବୁଜିଲେ?

ଲାନସେଣ୍ଟ ମିଡିଆ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ କରୋନା ମହାମାରୀରେ ଯେଉଁମାନେ ମୃତ୍ୟୁର ଆଁରେ ଚାଲି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଉଚ୍ଚ ରକ୍ତଚାପ, ଡାଇବେଟିସ ଆଦି ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି। ବିଶ୍ୱରେ ସର୍ବାଧିକ ରକ୍ତଚାପ ଜନିତ ରୋଗର ଶିକାର ହେଉଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟରେ ରହିଛି। ଏହି ରୋଗରେ ଯେଉଁମାନେ ସଂକ୍ରମିତ ଥିଲେ ସେମାନେ କରୋନାରେ ସଂକ୍ରମିତ ହେବାରୁ ଦେଶରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ବୋଲି କୁହାଯାଇଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଭାରତରେ କରୋନାରେ ମୃତ୍ୟୁକୁ ନେଇ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦକ୍ଷିଣ ଭାରତର ମଦୁରାଇ ଜିଲ୍ଲାର ମୃତକଙ୍କ ସଂଖ୍ୟା ଚାଇନା, ୟୁରୋପ, ଦକ୍ଷିଣ କୋରିଆ ଏବଂ ଆମେରିକାର ରୋଗୀଙ୍କର ଅଧିକ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ କିନ୍ତୁ ୬୩%ଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା। ଦେଶରେ ଥିବା ପୁରୁଣା ରୋଗ (ରକ୍ତଚାପ, ଡାଇବେଟିସ) ପାଇଁ ଅଧିକ ମୃତ୍ୟୁ ହୋଇଛି। ଡାଇବେଟିସ ଏବଂ ହୃଦରୋଗ ଭଳି ରୋଗ ପାଇଁ ମୋଟ୍ ମୃତ୍ୟୁର ପ୍ରାୟ ଦୁଇ ତୃତୀୟାଂଶ ରହିଛି। କରୋନା କେବଳ ଗୋଟିଏ ମାଧ୍ୟମ ସାଜିଛି।

ଲାନେସେଣ୍ଟ ରିପୋର୍ଟ ଅନୁଯାୟୀ ରକ୍ତଚାପ ଏବଂ ଡାଇବେଟିସ ସଂକ୍ରମିତଙ୍କ ମଧ୍ୟରୁ ୫.୭% ମୃତ୍ୟୁ ହାର ରହିଛି। ଏହି ସମୟରେ ସୁସ୍ଥ ଲୋକଙ୍କ ମୃତ୍ୟୁ ହାର ୦.୭ ପ୍ରତିଶତ ରହିଛି। ଦେଶର ପ୍ରଥମ ଲହର (ମେ ୨୦ରୁ ୩୧ ଅକ୍ଟୋବର ୨୦୨୦) ବେଳେ ମଦୁରାଇ ଜିଲ୍ଲାରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story