ବିଜେପିରେ ଥାଇ ସମାଜବାଦୀ ପାର୍ଟିରେ ବାପା ପାଇଁ ପ୍ରଚାର କରିଥିଲେ ଝିଅ, ହାରିଗଲେ

ଲକ୍ଷ୍ନୌ: ୟୁପି ରାଜନୀତିରେ ପଛୁଆ ବର୍ଗରୁ ପ୍ରତିନିଧ୍ୱତ କରୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜଣେ ଟାଣୁଆ ନେତା ଭାବେ ପରିଚିତ। ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିବା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଯୋଗୀ ସରକାରଙ୍କ ବିରୋଧରେ ଦଳିତ ବର୍ଗଙ୍କୁ ଅଣଦେଖା ଓ ଅବହଳା ଭଳି ଯାବତୀୟ ଅଭିଯୋଗ ଆଣି ସମାଜବାଦୀ ପାର୍ଟିକୁ ଡେଇଁଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। କିନ୍ତୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସ୍ୱାମୀ ପ୍ରସାଦଙ୍କ […]

bjp-23

bjp-23

Tapas Behera
  • Published: Friday, 11 March 2022
  • Updated: 11 March 2022, 08:24 PM IST

Sports

Latest News

ଲକ୍ଷ୍ନୌ: ୟୁପି ରାଜନୀତିରେ ପଛୁଆ ବର୍ଗରୁ ପ୍ରତିନିଧ୍ୱତ କରୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜଣେ ଟାଣୁଆ ନେତା ଭାବେ ପରିଚିତ। ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିବା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଯୋଗୀ ସରକାରଙ୍କ ବିରୋଧରେ ଦଳିତ ବର୍ଗଙ୍କୁ ଅଣଦେଖା ଓ ଅବହଳା ଭଳି ଯାବତୀୟ ଅଭିଯୋଗ ଆଣି ସମାଜବାଦୀ ପାର୍ଟିକୁ ଡେଇଁଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। କିନ୍ତୁ ସମାଜବାଦୀ ପାର୍ଟି ଟିକେଟରେ ଲଢ଼ିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ସ୍ୱାମୀ ପ୍ରସାଦଙ୍କ ପାଇଁ ଝିଅ ସଂଘମିତ୍ରା ମୌର୍ଯ୍ୟ ପ୍ରଚାର କରିଥିଲେ। ସଂଘମିତ୍ରା ଏବେ ବିଜେପି ଦଳରେ ଅଛନ୍ତି। ତେବେ ସପାରୁ ନିଜ ବାପାଙ୍କ ପାଇଁ ନିର୍ବାଚନ ପ୍ରଚାର କରଥିଲେ ମଧ୍ୟ ସେ ବିଜେପି ଛାଡ଼ିବେ ନାହିଁ ବୋଲି ସଂଘମିତ୍ରା କହିଛନ୍ତି । ବିଜେପି କର୍ମୀଙ୍କ ଦ୍ୱାରା ଆକ୍ରମଣ ପରେ ତାଙ୍କ ବାପା ଦଳ ଛାଡ଼ିଥିଲେ।

ହେଲେ ସେ ନିଜେ ବିଜେପି ଦଳରେ ରହିବେ ବୋଲି ସଂଘମିତ୍ରା କହିଛନ୍ତି । ସେ କହିଛନ୍ତି  ଯେ, ମୋ ବାପା ଆକ୍ରମଣର ଶିକାର ହୋଇଥିଲେ । ସେଥି ପାଇଁ ମୁଁ ତାଙ୍କ ପାଇଁ ବାହାରିଥିଲି। କିନ୍ତୁ ମୁଁ ବିଜେପି ବିରୋଧରେ କିଛି ମନ୍ତବ୍ୟ ଦେଇ ନାହିଁ। ଦଳୀୟ କର୍ମୀମାନେ ଏଭଳି ଗଣ୍ଡଗୋଳ କରୁଛନ୍ତି। କିନ୍ତୁ ମୁଁ ବିଜେପି ସହ ରହିବି। ଜଣେ ବାପାଙ୍କୁ ଆକ୍ରମଣ ହେଲେ ଝିଅ କେମିତି ଚୁପ୍‌ ବସିପାରିବ ବୋଲି ସେ ପ୍ରଶ୍ନ  କରିଛନ୍ତି । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠାରୁ ୪୫,୦୦୦ ଭୋଟ୍‌ରେ ହାରିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ।

ପଛୁଆ ତଥା ଓବିସିରୁ ପ୍ରତିନିଧିତ୍ୱ କରୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ବର୍ଗର ଲୋକଙ୍କ ପାଇଁ ସରକାର ଅନ୍ୟାୟ କରୁଥିବା ଅଭିଯୋଗ ଆଣି ଯୋଗୀ ସରକାରଙ୍କ ହାତ ଛାଡ଼ିଥିଲେ।  ହେଲେ ତାଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ଦଳରେ ସେମିତି କିଛି ସମସ୍ୟା ଅନୁଭବ କରି କରିନାହାନ୍ତି। ସେ ଏବେ ବି ବିଜେପିରେ ଅଛନ୍ତି। ସଂଘମିତ୍ରା କହିଛନ୍ତି ଯେ, ତାଙ୍କୁ  ବିଜେପି ଛାଡ଼ିବାର ନାହିଁ।  ବଦୁଅଁରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ପ୍ରଥମଥର ପାଇଁ ଏମପି ହୋଇଛନ୍ତି।  ୩୭ ବର୍ଷୀୟ ସଂଘମିତ୍ରା ୨୦୧୯ ସାଧାରଣ ନିର୍ବାଚନରେ ସପାର ନେତା ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଥିଲେ। ମୁଁ କୌଣସି ଚାପରେ ନାହିଁ। ତେଣୁ ଦଳ ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story