ମନ୍ତ୍ରୀ ନବାବ ମଲିକଙ୍କୁ ଧମକାଇଲେ ସମୀର ୱାଙ୍ଖେଡଙ୍କ ଭଉଣୀ

ମୁମ୍ବାଇ: ମହରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଓ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବାବ ମଲିକ ସାମ୍ବାଦିକ ସମ୍ମିଳନୀ କରି ସୀମର ୱାଙ୍ଖଡେଙ୍କ ଭଉଣୀ ଯସ୍ମୀନଙ୍କୁ ଟାର୍ଗେଟ କରିବା ସହ ସେ ଡ୍ରଗ ବିକ୍ରେତାଙ୍କ ସହ କଥାବାର୍ତ୍ତା କରିଥିବା ଗୋଟିଏ ହ୍ୱାଟସଆପ୍‌ ଚାଟର ସ୍କ୍ରିନଶଟ୍‌ ସାର୍ବଜନୀନ କରିଥିଲେ। ଏହାକୁ ନେଇ ଯସ୍ମୀନ ମନ୍ତ୍ରୀ ମଲିକଙ୍କ ଉପରେ ଖପ୍ପା ହୋଇଛନ୍ତି। ଏଥିସହ ମିଥ୍ୟା ଅଭିଯୋଗ କରି […]

sameer

sameer

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 06:32 PM IST

Sports

Latest News

ମୁମ୍ବାଇ: ମହରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଓ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବାବ ମଲିକ ସାମ୍ବାଦିକ ସମ୍ମିଳନୀ କରି ସୀମର ୱାଙ୍ଖଡେଙ୍କ ଭଉଣୀ ଯସ୍ମୀନଙ୍କୁ ଟାର୍ଗେଟ କରିବା ସହ ସେ ଡ୍ରଗ ବିକ୍ରେତାଙ୍କ ସହ କଥାବାର୍ତ୍ତା କରିଥିବା ଗୋଟିଏ ହ୍ୱାଟସଆପ୍‌ ଚାଟର ସ୍କ୍ରିନଶଟ୍‌ ସାର୍ବଜନୀନ କରିଥିଲେ।

ଏହାକୁ ନେଇ ଯସ୍ମୀନ ମନ୍ତ୍ରୀ ମଲିକଙ୍କ ଉପରେ ଖପ୍ପା ହୋଇଛନ୍ତି। ଏଥିସହ ମିଥ୍ୟା ଅଭିଯୋଗ କରି ତାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇଥିବାରୁ ସେ ନବାବ ମଲିକଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।

ଯସ୍ମନୀନ ଆଜି କହିଛନ୍ତି, “ମୁଁ ଏବେ ମହାରାଷ୍ଟ୍ର ଏନସିବିକୁ ଚିଠି ଲେଖିବି। ମୁଁ ସରକାରଙ୍କୁ ମୋ ଅଭିଯୋଗ ଉପରେ ଯାଞ୍ଚ କରିବାକୁ କହିବି। କୋର୍ଟ ଖୋଲିବା ମାତ୍ରେ ଆମେ ସେଠାକୁ ଯିବୁ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ମୁଁ ପୂର୍ବରୁ ମଧ୍ୟ ପୁଲିସ୍‌କୁ ଅଭିଯୋଗ କରି ସାରିଛି। ମୋ ଛବିକୁ ମଳିନ କରିବା ପାଇଁ ଜୋରଦାର ଚେଷ୍ଟା ଚାଲିଛି।”

ସେ ଆହୁରି କହିଛନ୍ତି, “ମୋତେ ଲେଡି ଡନ୍‌ କୁହାଯାଉଛି। ମୋ ବିରୋଧରେ ଭିତ୍ତିହୀନ ଅଭିଯୋଗ ଲଗାଯାଇଛି। ମୁଁ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଛି। ନଚେତ, ମୁଁ ବି ଜଣେ ଓକିଲ। ମୁଁ ମୋର ସ୍ୱତନ୍ତ୍ରତାର ସୁରକ୍ଷା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ।”

ଯସ୍ମୀନ ୱାଙ୍ଖଡେ ଏନସିବି ନେତା ନବାବ ମଲିକ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବଟି ଆଦାୟ ସହ ଯସ୍ମୀନ ତାଙ୍କ ଭାଇ ସମୀର ୱାଙ୍ଖଡେ ଚଳାଇଥିବା ଗ୍ୟାଙ୍ଗର ଜଣେ ସଦସ୍ୟ ବୋଲି ନବାବ ମଲିକ ଅଭିଯୋଗ କରିଥିଲେ। କିନ୍ତୁ ଏହା ବିରୋଧରେ ଯସ୍ମୀନ  କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଆଜି ନବାବ ମଲିକ ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ସେ ଗୋଟିଏ ହ୍ୱାଟସଆପ୍‌ ଚାଟ ଶେୟାର କରିଥିଲେ। ଏହା ଯସ୍ମୀନ ଓ ଜଣେ ଡ୍ରଗ ବିକ୍ରେତାଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତାର ସ୍କ୍ରିନଶଟ୍‌ ବୋଲି ଶ୍ରୀ ମଲିକ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story