ବସ୍‌ ଯାତ୍ରା ବେଳେ ମା’ କୋଳକୁ ଆସିଲେ ନୂଆ ଅତିଥି

ନୂଆଦିଲ୍ଲୀ: ବସ୍‌ ଯାତ୍ରା ବେଳେ ଜଣେ ମହିଳା ଏକ ଶିଶୁ ସନ୍ତାନର ଜନନୀ ହୋଇଛନ୍ତି। ଚଳନ୍ତା ବସ୍‌ ଭିତରେ ମହିଳା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି।  ଦିଲ୍ଲୀରୁ ଉତ୍ତରପ୍ରଦେଶର ଛିବ୍ରାମକୁ ଯାଉଥିବା ଯାତ୍ରା କରୁଥିବା ଏକ ବସ୍‌ରେ ଏହି ଘଟଣା ଘଟିଛି। ଡ୍ରାଇଭର ତୁରନ୍ତ ମହିଳା ଜଣକୁ ଏକ ଡାକ୍ତରଖାନାକୁ ଯାଇଥିଲେ। ଯେଉଁଠି ଡାକ୍ତରମାନେ ମା ଏବଂ ନବଜାତ ଶିଶୁର ଯତ୍ନ ନେଇଥିଲେ। ରବିବାର ଏହି ଘଟଣା ଘଟିଛି।  ମହିଳା ଜଣକ ତାଙ୍କ ସ୍ୱାମୀଙ୍କ […]

New born baby

New born baby

Tapas Behera
  • Published: Monday, 05 December 2022
  • Updated: 05 December 2022, 03:56 PM IST

Sports

Latest News

ନୂଆଦିଲ୍ଲୀ: ବସ୍‌ ଯାତ୍ରା ବେଳେ ଜଣେ ମହିଳା ଏକ ଶିଶୁ ସନ୍ତାନର ଜନନୀ ହୋଇଛନ୍ତି। ଚଳନ୍ତା ବସ୍‌ ଭିତରେ ମହିଳା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି।  ଦିଲ୍ଲୀରୁ ଉତ୍ତରପ୍ରଦେଶର ଛିବ୍ରାମକୁ ଯାଉଥିବା ଯାତ୍ରା କରୁଥିବା ଏକ ବସ୍‌ରେ ଏହି ଘଟଣା ଘଟିଛି। ଡ୍ରାଇଭର ତୁରନ୍ତ ମହିଳା ଜଣକୁ ଏକ ଡାକ୍ତରଖାନାକୁ ଯାଇଥିଲେ। ଯେଉଁଠି ଡାକ୍ତରମାନେ ମା ଏବଂ ନବଜାତ ଶିଶୁର ଯତ୍ନ ନେଇଥିଲେ। ରବିବାର ଏହି ଘଟଣା ଘଟିଛି।  ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଇଠା ଜିଲ୍ଲାରୁ ଯାତ୍ରା କରିବା ଆରମ୍ଭ କରିଥିଲେ। ତେବେ ବସ୍‌ ଭିତରେ ମହିଳା ଜଣକ ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ।

ବସ୍‌ର ସହ-ଡ୍ରାଇଭର ଆଲୋକ କୁମାର କହିଛନ୍ତି ଯେ ଆମେ ଦିଲ୍ଲୀରୁ ଛିବ୍ରାମକୁ (ଉତ୍ତରପ୍ରଦେଶର କନୌର ଜିଲ୍ଲା)କୁ ଯାଉଥିଲୁ।  ଏହି ସମୟରେ ଜଣେ ମହିଳା ଯାତ୍ରୀ ପ୍ରସବ ବେଦନା ଅନୁଭବ କରି ପ୍ରସବ କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲୁ। ତେବେ ଉଭୟ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story