ବୁଲଡୋଜର ବାବାଙ୍କ ଭୟ, ୧୫ ଦିନରେ ଆତ୍ମସମର୍ପଣ କଲେଣି ୫୦ ଅପରାଧୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଣିପାଗରେ ଯେତେବଳେ ଗ୍ରୀଷ୍ମ ପ୍ରଭାବ ଦେଖାଦେଇନଥିଲା ସେତେବେଳେ କିନ୍ତୁ ରାଜନୀତିର ତାତି ଢ଼େର ଅଧିକ ଥିଲା। ଠିକ୍‌ ମାସେ ପୂର୍ବରୁ ଯୋଗୀ ଆଦିତ୍ୟ ନାଥ ଏକ ପ୍ରଚାର ରାଲିରେ କହିଥିଲେ, ସେ ଦ୍ୱିତୀୟ ଥର କ୍ଷମତାକୁ ଆସିଲେ ଖରାଦିନରେ ବି ସମସ୍ତଙ୍କୁ ଥଣ୍ଡା କରିଦେବେ। ଏପରି କହି ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ବି ସମାନ ଢ଼ଙ୍ଗରେ ଚାଲିବ ବୋଲି ଇସାରା ଦେଇଥିଲେ। ଆଉ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ […]

surrender-the-police-not-shoot

surrender-the-police-not-shoot

Madhupriya Mistry
  • Published: Sunday, 27 March 2022
  • Updated: 27 March 2022, 12:35 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଣିପାଗରେ ଯେତେବଳେ ଗ୍ରୀଷ୍ମ ପ୍ରଭାବ ଦେଖାଦେଇନଥିଲା ସେତେବେଳେ କିନ୍ତୁ ରାଜନୀତିର ତାତି ଢ଼େର ଅଧିକ ଥିଲା। ଠିକ୍‌ ମାସେ ପୂର୍ବରୁ ଯୋଗୀ ଆଦିତ୍ୟ ନାଥ ଏକ ପ୍ରଚାର ରାଲିରେ କହିଥିଲେ, ସେ ଦ୍ୱିତୀୟ ଥର କ୍ଷମତାକୁ ଆସିଲେ ଖରାଦିନରେ ବି ସମସ୍ତଙ୍କୁ ଥଣ୍ଡା କରିଦେବେ। ଏପରି କହି ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ବି ସମାନ ଢ଼ଙ୍ଗରେ ଚାଲିବ ବୋଲି ଇସାରା ଦେଇଥିଲେ। ଆଉ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୫ ଦିନ ଭିତରେ ରାଜ୍ୟରେ ଥିବା ଅପରାଧୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ମୁଖ୍ୟତଃ ଯୋଗୀ ଯେଉଁ ଭଳି ଆକ୍ସନ ନେଉଛନ୍ତି ତାହା ଏବେ ବିରୋଧୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ପାଇଁ ଏକ ଚେତାବନୀ ସୃଷ୍ଟି କରିଛି।

योगी 2.0: कांप उठे अपराधी, अब तक इतने अपराधियों ने किया सरेंडर | Yogi 2.0:  Criminals trembled, so many criminals have surrendered till now | योगी 2.0:  कांप उठे अपराधी, अब तक

ଯୋଗୀ ଆଦିତ୍ୟନାଥ ସତ୍ତାକୁ ଫେରିବା ପରେ ଉତ୍ତରପ୍ରଦେଶର ମାହୋଲ ବଦଳି ଯାଇଛି। ମାର୍ଚ୍ଚ ୧୦ ବିଧାନସଭା ନୁର୍ବାଚନ ଫଳାଫଳରେ ବିଜେପିର ବମ୍ପର ବାଜିମାତ ପରେ ବର୍ତ୍ତମାନ ଯାଏଁ ୫୦ରୁ ଅଧିକ ଅପରାଧୀ ଅତ୍ମସମର୍ପଣ କରି ସାରିଲେଣ। ବୁଲଡୋଜର ବାବାଙ୍କ ଭୟ ଓ ପୁଲିସର ଏନ୍‌କାଉଣ୍ଟର ଭୟରେ ଏମାନେ ସରେଣ୍ଡର କରିଥିବା କୁହାଯାଉଛି। କିଛି ଅପରାଧୀ ବେକରେ ପୋଷ୍ଟର ପକାଇ ଗୁଳି ନମାରିବାକୁ ପୁଲିସକୁ ନିବେଦନ କରିଛନ୍ତି। କାଳେ ତାଙ୍କୁ ଏନ୍‌କାଉଣ୍ଟର କରି ଦେବେ ଏଥିପାଇଁ କାର୍ଡରେ ଦୟାକରି ଗୁଳି ଚଳାନ୍ତୁ ନାହିଁ, ମୁଁ ଆତ୍ମସମର୍ପଣ କରୁଛି ବୋଲି ଲେଖା ହେଇଛି । ଯାହାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଏଡିଜି ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି, ଏହି ୫୦ ଅପରାଧି କେବଳ ଆତ୍ମସମର୍ପଣ କରି ନାହାଁନ୍ତି ବରଂ ଅପରାଧ ଦୁନିଆ ଛାଡ଼ିଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ୧୫ ଦିନ ମଧ୍ୟରେ ଦୁଇଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ମାଇକ୍ରୋ ପ୍ଲାନିଂ କରାଯାଉଛି ବୋଲି କୁମାର କହିଛନ୍ତି। ରାଜ୍ୟ ଆଇନ ବ୍ୟବସ୍ଥା ସୁଧାରିବା ପାଇଁ ମାଇକ୍ରୋ ପ୍ଲାନିଙ୍ଗ କରାଯାଉଛି। ଗୋଟିଏ ପଟେ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଅନ୍ୟ ପଟେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି। ୧୧୨ ପାଟ୍ରୋଲିଂକୁ ମଧ୍ୟ ମଜବୁତ କରାଯାଉଛି ବୋଲି ଏଡିଜି କହିଛନ୍ତି।

ୟୁପି ସରାକାରଙ୍କ ଯେଉଁ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି, ସେମାନଙ୍କୁ କେନ୍ଦ୍ରରୁ ନିର୍ଦ୍ଦେଶ ଦିଆଯାଇଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ 'ଉତ୍ତମପ୍ରଦେଶ' ଭାବେ ଗଢ଼ି ତୋଳିବାକୁ ଟାର୍ଗେଟ୍‌ ଦିଆଯାଇଛି। ଗୋଟିଏ ପଟେ ଟାର୍ଗେଟ ଓ ଅନ୍ୟପଟେ ଯୋଗୀ ସରକାରଙ୍କ ଆକ୍ସନ ଏବେ ଅପରାଧୀଙ୍କୁ ନିଦ ହଜାଇ ଦେଇଛି।

କୁହାଯାଏ, ଦେଶରେ ଅଧିକାଂଶ ଅପରାଧୀଙ୍କ ପେଣ୍ଠସ୍ଥଳି ୟୁପି। ଯେଉଁଠି ନାରୀ ନିର୍ଯାତନା, ଦୁଷ୍କର୍ମ, ହତ୍ୟା, ଲୁଟ ପ୍ରତିଦିନ ଗଣମାଧ୍ୟମରେ ଖବର ପାଲଟିଥାଏ। ଆଉ ଏବେ ଏହି ସବୁ ଘଟଣା ଉପରେ ଆକ୍ସନ ନେଇ ଚର୍ଚ୍ଚାରେ ଯୋଗୀ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story