ଯବାନମାନେ ଭାରତ ମାତାର ସୁରକ୍ଷା କବଚ: ମୋଦି

ଜମ୍ମୁ: ଯବାନମାନେ ହେଉଛନ୍ତି ଭାରତ ମାତାର ସୁରକ୍ଷା କବଚ। ଯବାନମାନଙ୍କ ପାଇଁ ସମଗ୍ରଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି। ଜମ୍ମୁର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳିବା ଅବସରରେ ଏକଥା କହିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି। ସେନା କର୍ମଚାରୀଙ୍କ ସହ ସବୁ ବର୍ଷ ଦୀପାବଳି ପାଳନ କରି ଆସୁଥିବା ମୋଦି ଆଜି ସକାଳେ ନୌଶେରା ସେକ୍ଟରରେ ପହଞ୍ଚିଥିଲେ। ସେ ସେଠାରେ ପହଞ୍ଚିବା ପରେ ସେନାର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ଭେଟିଥିଲେ। ଦେଶର ସୁରକ୍ଷା ପାଇଁ […]

moio

moio

Tapas Behera
  • Published: Thursday, 04 November 2021
  • Updated: 04 November 2021, 03:26 PM IST

Sports

Latest News

ଜମ୍ମୁ: ଯବାନମାନେ ହେଉଛନ୍ତି ଭାରତ ମାତାର ସୁରକ୍ଷା କବଚ। ଯବାନମାନଙ୍କ ପାଇଁ ସମଗ୍ରଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି। ଜମ୍ମୁର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ଯବାନମାନଙ୍କ ସହ ଦୀପାବଳି ପାଳିବା ଅବସରରେ ଏକଥା କହିଛନ୍ତି ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି। ସେନା କର୍ମଚାରୀଙ୍କ ସହ ସବୁ ବର୍ଷ ଦୀପାବଳି ପାଳନ କରି ଆସୁଥିବା ମୋଦି ଆଜି ସକାଳେ ନୌଶେରା ସେକ୍ଟରରେ ପହଞ୍ଚିଥିଲେ। ସେ ସେଠାରେ ପହଞ୍ଚିବା ପରେ ସେନାର ବରିଷ୍ଠ ଅଧିକାରୀ ଓ ଯବାନମାନଙ୍କୁ ଭେଟିଥିଲେ। ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଉଦ୍ୟମକୁ  ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ମୋ ପରିବାରର ସଦସ୍ୟଙ୍କ ସହ ଦୀପାବଳି ପାଳନ କରିବାକୁ ଚାହୁଁଛି। ତେଣୁ ମୁଁ ଆପଣଙ୍କ ସହ ଯୋଗଦେଇଛି । ଆପଣମାନେ ମା’ ଭାରତୀର ସୁରକ୍ଷା କବଚ।  ଆପଣମାନଙ୍କ ଯୋଗୁ ଦେଶର ଲୋକମାନେ ଶାନ୍ତିରେ ଶୋଇପାରୁଛନ୍ତି  ଏବଂ ପର୍ବପର୍ବାଣି ପାଳି ପାରୁଛନ୍ତି। ମୁଁ  ପ୍ରତି ଦୀପାବଳି ସୀମାର ସୁରକ୍ଷା କରୁଥିବା ସୈନିକମାନଙ୍କ ସହ ବିତାଉଛି। ଆଜି ମୁଁ ଭାରତର କୋଟି କୋଟି ଲୋକଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ସେନାର ଭୂମିକାକୁ ପ୍ରଶଂସା କରଥିଲେ।  ସେ କହିଥିଲେ, ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଏହି ବ୍ରିଗେଡ୍ ଯେଉଁ ଭୂମିକା ନିଭାଇଛି ତାହା ପ୍ରତି ଭାରତୀୟଙ୍କୁ ଗର୍ବିତ କରିଛି। ପୂର୍ବରୁ ସୁରକ୍ଷା ବାହିନୀ ପାଇଁ ପ୍ରତିରକ୍ଷା ଉପକରଣ କିଣିବା ଲାଗି ବର୍ଷ ବର୍ଷ ସମୟ ଲାଗୁଥିଲା। ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ଉପରେ ଆମେ ପ୍ରାୟତଃ ନିର୍ଭର କରୁଥିଲୁ। ସେ ସମୟ ଧୀରେ ଧୀରେ ସରି ଆସୁଛି।

ମୋଦିଙ୍କ ଗସ୍ତ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭାଣେ ଗତକାଲି ଜମ୍ମୁରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଗତ କିଛି ଦିନ ହେବ ପୁଞ୍ଚ ଏବଂ ରଜୌରୀ ସୀମାରେ ଟେନ୍‌ସନ୍‌ ଲାଗି ରହିଛି। ଗତ ୩ ମାସ ଭିତରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହେଲେଣି।  ଭାରତୀୟ ସେନା ପକ୍ଷରୁ ଉକ୍ତ ସୀମାରେ ଆତଙ୍କବାଦୀ ବିରୋଧୀ ଅପରେଶନକୁ ଜୋରଦାର କରାଯାଇଛି। ଗତ ୨୪ ଦିନ ଧରି ଚାଲିଥିବା ଏହି ଅପରେସନ ସବୁଠାରୁ ବଡ଼ ବୋଲି କୁହାଯାଉଛି।  ତେବେ ମୋଦିଙ୍କ ଏହି ଗସ୍ତ ସେନାର ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story