ସ୍ମୃତି ଇରାନୀଙ୍କ ପିଛା ଛାଡ଼ୁନି କଂଗ୍ରେସ , ଗୋଆରେ ରେଷ୍ଟୁରାଣ୍ଟ ସମ୍ମୁଖରେ ଜୋରଦାର ବିକ୍ଷୋଭ

ପାଣାଜି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପିଛା ଛାଡ଼ୁନି କଂଗ୍ରେସ। ରବିବାର ଗୋଆରେ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି।  ଉକ୍ତ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କର ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ନାରାବାଜି କରିଥିଲେ। ଶନିବାର କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଅଣାଯାଇଥିଲା। ସ୍ମୃତି ଇରାନୀଙ୍କକ ଝିଅ ଗୋଆରେ ବେଆଇନଭାବେ ବାର ଚଳାଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ତେଣୁ ମନ୍ତ୍ରୀପଦରୁ ସ୍ମୃତି ଇରାନୀଙ୍କୁ […]

Smriti-Irani

Smriti-Irani

Tapas Behera
  • Published: Sunday, 24 July 2022
  • Updated: 24 July 2022, 03:46 PM IST

Sports

Latest News

ପାଣାଜି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପିଛା ଛାଡ଼ୁନି କଂଗ୍ରେସ। ରବିବାର ଗୋଆରେ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିଛନ୍ତି।  ଉକ୍ତ ରେଷ୍ଟୁରାଣ୍ଟଟି ସ୍ମୃତି ଇରାନୀଙ୍କ ଝିଅଙ୍କର ମାଲିକାନାରେ ଥିବା ଅଭିଯୋଗ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ନାରାବାଜି କରିଥିଲେ। ଶନିବାର କଂଗ୍ରେସ ପକ୍ଷରୁ ସ୍ମୃତି ଇରାନୀଙ୍କ ନାମରେ ଏକ ଗୁରୁତର ଅଭିଯୋଗ ଅଣାଯାଇଥିଲା। ସ୍ମୃତି ଇରାନୀଙ୍କକ ଝିଅ ଗୋଆରେ ବେଆଇନଭାବେ ବାର ଚଳାଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। ତେଣୁ ମନ୍ତ୍ରୀପଦରୁ ସ୍ମୃତି ଇରାନୀଙ୍କୁ ବହିସ୍କାର ପାଇଁ ଦଳ ଦାବି କରିଛି। ତେବେ ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଝିଅଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇଛି।

ନ୍ୟାସନାଲ ହେରାଲ୍ଡ ମାମମଲାରେ ସେ ଗାନ୍ଧି ପରିବାରଙ୍କ ବିଷୟରେ କହିବାରୁ ତାଙ୍କ ଝିଅକୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି।  ସେ ଏହାର ଜବାବ କୋର୍ଟରେ ଦେବେ ବୋଲି କହିବା ପରେ ରାଜନୀତି ଅଧିକ ସରଗରମ ହୋଇଛି। କାଲିର ସ୍ମୃତି ଇରାନୀଙ୍କ ପ୍ରତିକ୍ରିୟା ପରେ ଆଜି କଂଗ୍ରେସ କର୍ମୀମାନେ ଗୋଆରେ ଥିବା ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

ଗୋଆ ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କାରାଯାଇଥିଲା। ଗୋଆ କଂଗ୍ରେସ ସଭାପତି  ଅମିତ ପାଟକର କହିଛନ୍ତି ଯେ, ଉକ୍ତ ରେଷ୍ଟୁରାଣ୍ଟର ବାର ଲାଇସେନ୍ସ ମୃତ ବ୍ୟକ୍ତିଙ୍କ ନାମରେ ଆବେଦନ କରାଯାଇଛି। ସେ କହିଛନ୍ତି ଯେ , ଏ ସମ୍ପର୍କରେ ଅବକାରି କମିନରଙ୍କ ନିକଟରେ ଅଭିଯୋଗ କରାଯାଇଛି।  ସେ ରେଷ୍ଟୁରାଣ୍ଟର ଲାଇସେନ୍ସକୁ ନେଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ବିକ୍ଷୋଭକାରୀ କଂଗ୍ରେସ କର୍ମୀମାନେ କହିଛନ୍ତି ଯେ, ସ୍ମୃତି ଇରାନୀ ଇମୋସନାଲ କାର୍ଡ଼ ଖେଳି ଖସି ଯାଇପାରିବେ ନାହିଁ। ତାଙ୍କୁ ମନ୍ତ୍ରୀପଦରୁ ବହିସ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story