ମେ’ ୧୫ ସୁଦ୍ଧା ଚିନି ଉତ୍ପାଦନ ୧୯% କମିଛି

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଚିନି ଉତ୍ପାଦନ ସାରା ଦେଶରେ ପ୍ରଭାବିତ ହୋଇଛି। ମେ’ ୧୫ ସୁଦ୍ଧା ୧୯ ପ୍ରତିଶତ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ଏବେ ଦେଶରେ ୬୩% ଚିନି କଳ ଚାଲିଥିବା ଜଣାପଡ଼ିଛି। ୨୦୧୯-୨୦ (ଅକ୍ଚୋବର-ସେପଟେମ୍ୱର) ମଧ୍ୟରେ ଖରାଦିନେ ଚିନି ଉତ୍ପାଦନ ଅଧିକ ହୋଇଥାଏ। ହେଲେ ଲକଡାଉନ୍ ପାଇଁ ଏହା ପ୍ରଭାବିତ ହୋଇଛି। ଇଣ୍ଡିଆନ୍ ମିଲସ ଆସୋସିଏସନ (ଆଇଏସଏମଏ) ଆଜି ଏ ବାବଦରେ ସୂଚନା ଦେଇ କହିଛି, ମେ ୧୫, ୨୦୨୦ ସୁଦ୍ଧା ଦେଶରେ ୨୬୪.୬୫ […]

sugar

sugar

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 05:09 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଚିନି ଉତ୍ପାଦନ ସାରା ଦେଶରେ ପ୍ରଭାବିତ ହୋଇଛି। ମେ’ ୧୫ ସୁଦ୍ଧା ୧୯ ପ୍ରତିଶତ ଚିନି ଉତ୍ପାଦନ ପ୍ରଭାବିତ ହୋଇଛି। ଏବେ ଦେଶରେ ୬୩% ଚିନି କଳ ଚାଲିଥିବା ଜଣାପଡ଼ିଛି। ୨୦୧୯-୨୦ (ଅକ୍ଚୋବର-ସେପଟେମ୍ୱର) ମଧ୍ୟରେ ଖରାଦିନେ ଚିନି ଉତ୍ପାଦନ ଅଧିକ ହୋଇଥାଏ। ହେଲେ ଲକଡାଉନ୍ ପାଇଁ ଏହା ପ୍ରଭାବିତ ହୋଇଛି।

ଇଣ୍ଡିଆନ୍ ମିଲସ ଆସୋସିଏସନ (ଆଇଏସଏମଏ) ଆଜି ଏ ବାବଦରେ ସୂଚନା ଦେଇ କହିଛି, ମେ ୧୫, ୨୦୨୦ ସୁଦ୍ଧା ଦେଶରେ ୨୬୪.୬୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି। ଗତବର୍ଷ କିନ୍ତୁ ଏହି ତାରିଖ ସୁଦ୍ଧା ୩୨୬.୧୯ଲ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଥିଲା। ଗତବର୍ଷ ତୁଳନାରେ ହାରାହାରି ୬୧.୫୪% ଚିନି ଉତ୍ପାଦନ ହ୍ରାସ ପାଇଛି ବୋଲି ସଂଘ କହିଛି।

ସୂଚନାଯୋଗ୍ୟ, ଦେଶରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଆଦିରେ ମୋଟ୍ ଚିନି ଉତ୍ପାଦନର ଅଧିକାଂଶ ଭାଗ ଏହି ରାଜ୍ୟ ଚିନି ଉତ୍ପାଦନ କରିଥାଏ।

ମେ’ ୧୫, ୨୦୨୦ ସୁଦ୍ଧା ଉତ୍ତର ପ୍ରଦେଶ ୧୨୨.୨୮ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛି, ଗତବର୍ଷ କିନ୍ତୁ ସମାନ ତାରିଖ ସୁଦ୍ଧା ୧୧୬.୮୦ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଥିଲା ଉତ୍ତର ପ୍ରଦେଶ। ଲକଡାଉନ୍ ବେଳେ ଅଧିକ ଚିନି ଉତ୍ପାଦିତ ହେବାର କାରଣ ଚଳିତ ବର୍ଷ ଉତ୍ତର ପ୍ରଦେଶରେ ୧୧୯ ଟି ଚିନି କଳ ମଧ୍ୟରୁ ୭୩ ଟି ଚାଲୁଛି ପୂର୍ବ ବର୍ଷରେ ମାତ୍ର ୪୬ ଟି ମିଲ୍ ଚାଲୁଥିଲା। ସେହିପରି ମହାରାଷ୍ଟ୍ର ମେ’ ୧୫ ସୁଦ୍ଧା ୬୦.୮୭ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛି। ଗତ ବର୍ଷ ତୁଳନାରେ ପ୍ରାୟ ୪୬.୩ ଲକ୍ଷ ଟନ୍ କମ୍ ରହିଛି ଚିନି ଉତ୍ପାଦନ।

ବାକି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ଓଡ଼ିଶା ହାରାହାରି ୩୨.୭୫ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story