ସ୍ୱାଧୀନତା ପରେ ଦେଶ ସବୁଠୁ ଖରାପ୍ ମାନ୍ଦାବସ୍ଥା ଦେଇ ଗତି କରୁଛି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରଠାରୁ ଚତୁର୍ଥ ଥର ପାଇଁ ସବୁଠୁ ଖରାପ ମାନ୍ଦାବସ୍ଥା ଦେଇ ଗତି କରୁଛି। ୧୯୯୧ରେ ଉଦରୀକରଣ ପରେ ଏହା ପ୍ରଥମ ମାନ୍ଦାବସ୍ଥା ବୋଲି ଆର୍ଥିକ ସର୍ବେକ୍ଷଣ କରୁଥିବା ସଂସ୍ଥା କ୍ରିସିଲ୍ କହିଛି। କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିବାରୁ ଏଭଳି ଖରାପ ଅର୍ଥନୀତି ଦେଇ ଦେଶ ଗତି କରୁଛି ବୋଲି କ୍ରିସିଲ୍ କହିଛି। ୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୫ ପ୍ରତିଶତ ବୁଡ଼ିବାକୁ ଯାଉଛି ବୋଲି ସର୍ବେକ୍ଷଣ ସଂସ୍ଥା […]

gdp

gdp

Subhransu Sekhar
  • Published: Wednesday, 27 May 2020
  • Updated: 27 May 2020, 03:03 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରଠାରୁ ଚତୁର୍ଥ ଥର ପାଇଁ ସବୁଠୁ ଖରାପ ମାନ୍ଦାବସ୍ଥା ଦେଇ ଗତି କରୁଛି। ୧୯୯୧ରେ ଉଦରୀକରଣ ପରେ ଏହା ପ୍ରଥମ ମାନ୍ଦାବସ୍ଥା ବୋଲି ଆର୍ଥିକ ସର୍ବେକ୍ଷଣ କରୁଥିବା ସଂସ୍ଥା କ୍ରିସିଲ୍ କହିଛି।

କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିବାରୁ ଏଭଳି ଖରାପ ଅର୍ଥନୀତି ଦେଇ ଦେଶ ଗତି କରୁଛି ବୋଲି କ୍ରିସିଲ୍ କହିଛି। ୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୫ ପ୍ରତିଶତ ବୁଡ଼ିବାକୁ ଯାଉଛି ବୋଲି ସର୍ବେକ୍ଷଣ ସଂସ୍ଥା କହିଛି। ଏହା ପୂର୍ବରୁ ପ୍ରଥମେ ୧୯୫୮, ଏହାପରେ ୧୯୬୬ ଏବଂ ତୃତୀୟରେ ୧୯୮୦ରେ ଦେଶର ଆର୍ଥିକ ସ୍ଥିତି ସବୁଠୁ ଖରାପ ଥିଲା ବୋଲି କ୍ରିସିଲ୍ କହିଛି।

ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଆଗାମୀ ଦିନରେ ଆସିବାକୁ ଥିବା ମୌସୁମୀ ଯଦି ଠିକଠାକ୍ ରୁହେ ତା’ହେଲେ କୃଷି ହିଁ ଭୁଶୁଡ଼ିଥିବା ଅର୍ଥନୀତିକୁ କିଛି ମାତ୍ରାରେ ରକ୍ଷା କରିପାରିବ ବୋଲି କ୍ରିସିଲ୍ କହିଛି।

ଏହାପୂର୍ବରୁ, ଏପ୍ରିଲ୍ ୨୮ ରେ, କ୍ରିସିଲ୍ ଦେଶର ଅର୍ଥନୀତିକୁ ନେଇ ଯେଉଁ ପୂର୍ବନୁମାନ କରିଥିଲା ସେଥିରେ ସଂଶୋଧନ କରିଛି। ପୂର୍ବରୁ ଅଭିବୃଦ୍ଧି ହାର ୩. ୫ ପ୍ରତିଶତରୁ ୧. ୮ ପ୍ରତିଶତ ହେବ ବୋଲି ଆକଳନ କରିଥିଲା ଏହି ସଂସ୍ଥା। ଏବେ ଏହା ଆହୁରି ତଳକୁ ଖସିବ ବୋଲି କ୍ରିସିଲ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story