କାହା ହୃଦୟ ଭାଙ୍ଗିଲେ ନାହିଁ, ଦୁଇ ପ୍ରେମିକାଙ୍କୁ ଏକାଠି ବାହା ହେଲେ!

ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ଆପଣମାନେ ନିଜ ଆଖପାଖରେ ଏପରି ଅନେକ ଘଟଣା ଦେଖୁଥି ଯେ ଜଣେ ପିଲାର ଏକାବେଳେ ଅନେକ ପ୍ରେମିକା ଥିବେ। ହେଲେ ସେମାନେ ପରସ୍ପର କେହି କାହା ବିଷୟରେ ଜାଣିନଥିବେ। ଅର୍ଥାତ ଯେ କେହି ବି ଏ ଭଳି କରୁଥିବେ ସେ ଲୁଚାଛପା ହିଁ କରୁଥିବେ। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ଏକାଠି ବିବାହ […]

mrg

mrg

Chinmayee Roy
  • Published: Wednesday, 28 August 2019
  • Updated: 28 August 2019, 04:06 PM IST

Sports

Latest News

ନୂଆଦିଲ୍ଲୀ: ଏକାବେଳେ ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କରେ ରହିବା ତ ଆଜିକାଲିକା ସମୟରେ ଏକସାଧାରଣ କଥା ହୋଇଗଲାଣି। ଆପଣମାନେ ନିଜ ଆଖପାଖରେ ଏପରି ଅନେକ ଘଟଣା ଦେଖୁଥି ଯେ ଜଣେ ପିଲାର ଏକାବେଳେ ଅନେକ ପ୍ରେମିକା ଥିବେ। ହେଲେ ସେମାନେ ପରସ୍ପର କେହି କାହା ବିଷୟରେ ଜାଣିନଥିବେ। ଅର୍ଥାତ ଯେ କେହି ବି ଏ ଭଳି କରୁଥିବେ ସେ ଲୁଚାଛପା ହିଁ କରୁଥିବେ। ହେଲେ କେବେ ଶୁଣିଛନ୍ତି ଜଣେ ବ୍ୟକ୍ତି ଦୁଇଜଣ ପ୍ରେମିକାଙ୍କୁ ଏକାଠି ବିବାହ କରିବା? ସେ ପୁଣି ପରସ୍ପରର ସମହମତିରେ?

ଇଣ୍ଡୋନେସିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ବ୍ୟକ୍ତି ନିଜର ଦୁଇଜଣ ପ୍ରେମିକାଙ୍କୁ ଏକା ସାଙ୍ଗରେ ବିବାହ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଦେଖିବାକୁ ଗଲେ ହିନ୍ଦୁଧର୍ମ ବ୍ୟତୀତ ଅନ୍ୟ ସବୁଧର୍ମରେ ଏକାଧିକ ବିବାହର ଅନୁମତି ରହିଛି। ଇଣ୍ଡୋନେସିଆର ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଏକାଧିକ ପତ୍ନୀଙ୍କର ଦାୟିତ୍ୱ ବହନ କରିବାରେ ସକ୍ଷମ ତେବେ ସେ ପ୍ରଥମ ପତ୍ନୀଙ୍କର ସହମତିରେ ଏହି ବିବାହ କରିପାରିବେ। ତେଣୁ ଇଣ୍ଡୋନେସିଆରେ ଏକାଧିକ ବିବାହ କିଛି ବଡ଼ କଥାନୁହେଁ। ହେଲେ ଏହି ବ୍ୟକ୍ତି ଜଣକ ଗୋଟିଏ ମଣ୍ଡପରେ ଦୁଇଜଣ ଝିଅଙ୍କୁ ବିବାହ କରିଛନ୍ତି। ତାହା ପୁଣି ପ୍ରେମ ବିବାହ। ଯାହାକି ପୂର୍ବରୁ କେବେ ହୋଇନାହିଁ।

ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କୁ ଦୁଇଜଣ ମହିଳା ଏକାବେଳେ ଭଲପାଉଥିଲେ। ବ୍ୟକ୍ତି ଜଣଙ୍କୁ ମଧ୍ୟ ଦୁଇଜଣ ପସନ୍ଦ ଥିଲେ। ଏଣୁ ତାଙ୍କ କହିବା ଅନୁଯାୟୀ ସେ ଦୁଇଜଣଙ୍କ ମଧ୍ୟରୁ କାହାର ବି ହୃଦୟ ଭାଙ୍ଗିବାକୁ ଚାହୁଁ ନଥିଲେ। ତେଣୁ ସେ ଏକାବେଳେ ଗୋଟିଏ ମଣ୍ଡପରେ ଦୁଇଜଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ।

ଇଣ୍ଡୋନେସିଆରେ ବିବାହ ସମୟରେ ଯୌତୁକ ଦେବାର ଏକ ପରମ୍ପରା ରହିଛି। କନ୍ୟା ପକ୍ଷ ବର ପକ୍ଷକୁ ଯୌତୁକ ଦିଅନ୍ତି ଓ ତା’ ବଦଳରେ ବର ପୁଣି କନ୍ୟାର ପରିବାରକୁ ଯୌତୁକ ଦେଇ ଏହା ପ୍ରମାଣ କରେ ଯେ ସେ ତାଙ୍କ ଝିଅକୁ ଭଲରେ ରଖିପାରିବେ। ଏଠି ମଧ୍ୟ ବ୍ୟକ୍ତି ଜଣକ ମଣ୍ଡପରେ ଉଭୟ କନ୍ୟାଙ୍କ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦେଲେ ଓ ସମସ୍ତ ପରମ୍ପରା ଓ ରୀତିନୀତି ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିଲା।

ସୋଶାଲ୍‌ ମଡିଆରେ ଏହି ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି। ଏହି ବାହାଘରଟି ଅଗଷ୍ଟମାସ ୧୭ ତାରିଖରେ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story