୫୩,୪୫୧ କୋଟି ହରାଇଲେ ଇନ୍‌ଫୋସିସ୍‌ ନିବେଶକ

ମୁମ୍ବାଇ: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ନିବେଶକମାନେ ମଙ୍ଗଳବାର ୫୩,୪୫୧ କୋଟି ହରାଇଛନ୍ତି। କମ୍ପାନୀର ୨ ଶୀର୍ଷ ଅଧିକାରୀ ଲାଭ ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଥିବା ଅଭିଯୋଗ ଆସିବା ପରେ ଏଭଳି ମାର୍କେଟ୍‌ ଡାଉନ୍‌ ହୋଇଛି। କମ୍ପାନୀର ଶେୟାର ମୂଲ୍ୟରେ ୧୭% ହ୍ରାସ ହୋଇଥିବା କୁହାଯାଉଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ୧୬.୨୧% ହ୍ରାସ ହୋଇ ଶେୟାର ମୂଲ୍ୟ ୬୪୩.୩୦ ଟଙ୍କାକୁ ଖସିଆସିଛି। ସେହିଭଳି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ୧୬.୬୫% ହ୍ରାସ ଘଟି ୬୪୦ ଟଙ୍କାକୁ ଖସିଆସିଛି। […]

infosys

infosys

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 05:44 PM IST

Sports

Latest News

ମୁମ୍ବାଇ: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ନିବେଶକମାନେ ମଙ୍ଗଳବାର ୫୩,୪୫୧ କୋଟି ହରାଇଛନ୍ତି। କମ୍ପାନୀର ୨ ଶୀର୍ଷ ଅଧିକାରୀ ଲାଭ ପାଇଁ ଅନୈତିକ ଉପାୟ ଅବଲମ୍ବନ କରୁଥିବା ଅଭିଯୋଗ ଆସିବା ପରେ ଏଭଳି ମାର୍କେଟ୍‌ ଡାଉନ୍‌ ହୋଇଛି। କମ୍ପାନୀର ଶେୟାର ମୂଲ୍ୟରେ ୧୭% ହ୍ରାସ ହୋଇଥିବା କୁହାଯାଉଛି।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ୧୬.୨୧% ହ୍ରାସ ହୋଇ ଶେୟାର ମୂଲ୍ୟ ୬୪୩.୩୦ ଟଙ୍କାକୁ ଖସିଆସିଛି। ସେହିଭଳି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ୧୬.୬୫% ହ୍ରାସ ଘଟି ୬୪୦ ଟଙ୍କାକୁ ଖସିଆସିଛି।

ମାର୍କେଟ୍‌ ଭାଲ୍ୟୁଏସନ୍‌ରେ ୫୩,୪୨୦.୯୨ କୋଟି ହ୍ରାସ ହେବା ପରେ ଏହାର ମାର୍କେଟ୍‌ ଭାଲ୍ୟୁଏସନ୍‌ ୨,୭୬,୩୦୦.୦୮ କୋଟିକୁ ଖସିଆସିଛି। ଅର୍ଥାତ ଉଭୟ ସେନ୍‌ସେକ୍ସ ଏବଂ ନିଫ୍‌ଟି ସୂଚକାଙ୍କରେ ଏହାର ହ୍ରାସ ଘଟିଛି।

ଆଜି ବିଏସ୍‌ଇରେ କମ୍ପାନୀର ୧୧୭.୭୦ ଲକ୍ଷ ଶେୟାର କାରବାର ହୋଇଥିବାବେଳେ ଏନ୍‌ଏସ୍‌ଇରେ ୯ କୋଟି ଶେୟାର କାରବାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ‘ଏଥିକାଲ ଏମ୍ପ୍ଲୋଇ’ ନାମରେ ଏକ ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି ସିଇଓ ସଲିଲ୍‌ ପାରେଖ୍‌ ଏବଂ ସିଏଫ୍‌ଓ ନିରଞ୍ଜନ ରୟ ସ୍ୱଳ୍ପ ମିଆଦୀ ଆୟ ଏବଂ ଲାଭ ପାଇଁ ‘ଅନୈତିକ ଉପାୟ’ ଅବଲମ୍ବନ କରୁଥିଲେ। କମ୍ପାନୀ ପକ୍ଷରୁ କୁହାଯାଇଛି ଏହି ଅଭିଯୋଗ ବାବଦରେ ବର୍ତ୍ତମାନ ଅଡିଟ୍‌ କମିଟିକୁ ଜଣାଇଦିଆଯାଇଛି। କମ୍ପାନୀର ‘ହ୍ୱିସିଲ୍‌ବ୍ଲୋୟର’ ପଲିସି ଅନୁଯାୟୀ ଏହାର ପରିଚାଳନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story