ଇରାକରେ ମୃତ ଭାରତୀୟଙ୍କ ଡିଏନ୍‌ଏ ରିପୋର୍ଟ ମାଗିଲେ ପରିବାର ଲୋକେ

ନୂଆଦିଲ୍ଲୀ: ଇରାକର ମୋସୁଲ ସହରରେ ୩୯ ଜଣ ଭାରତୀୟଙ୍କ ଶବ କବରରୁ ବାହାରିବା ପରେ ସବୁ ଭାରତୀୟ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଶ୍ରମିକଙ୍କ ମୃତ୍ୟୁ ଖବର ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ଦେଇଥିଲେ। ଏହାସହ ମୃତକଙ୍କ ଡିଏନ୍‌ଏ ମେଳ ଖାଉଥିବା ସୁଷମା ସ୍ପଷ୍ଟ କରିଥିଲେ। ଏବେ ମୃତକଙ୍କ ପରିବାର ଲୋକେ ଡିଏନ୍‌ଏ ରିପୋର୍ଟ ଦେଖିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ପଞ୍ଚାବ, ବିହାର, ହିମାଚଳ ପ୍ରଦେଶ ଓ ପଶ୍ଚିମଙ୍ଗର ୩୯ ଜଣ ଲୋକ ୪ ବର୍ଷ […]

iraq

iraq

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 10:32 AM IST

Sports

Latest News

ନୂଆଦିଲ୍ଲୀ: ଇରାକର ମୋସୁଲ ସହରରେ ୩୯ ଜଣ ଭାରତୀୟଙ୍କ ଶବ କବରରୁ ବାହାରିବା ପରେ ସବୁ ଭାରତୀୟ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଶ୍ରମିକଙ୍କ ମୃତ୍ୟୁ ଖବର ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ଦେଇଥିଲେ। ଏହାସହ ମୃତକଙ୍କ ଡିଏନ୍‌ଏ ମେଳ ଖାଉଥିବା ସୁଷମା ସ୍ପଷ୍ଟ କରିଥିଲେ। ଏବେ ମୃତକଙ୍କ ପରିବାର ଲୋକେ ଡିଏନ୍‌ଏ ରିପୋର୍ଟ ଦେଖିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ପଞ୍ଚାବ, ବିହାର, ହିମାଚଳ ପ୍ରଦେଶ ଓ ପଶ୍ଚିମଙ୍ଗର ୩୯ ଜଣ ଲୋକ ୪ ବର୍ଷ ପୂର୍ବେ ଇରାକରେ ନିଖୋଜ ହୋଇଯାଇଥିଲେ। ସେବେଠାରୁ ତାଙ୍କ ପରିବାର ଲୋକେ ସେମାନଙ୍କ ଫେରିବା ବାଟକୁ ଅନାଇ ବସିଥିଲେ। ହେଲେ ଗତକାଲି ସୁଷମାଙ୍କ ସ୍ପଷ୍ଟୀକରଣ ସେମାନଙ୍କ ସବୁ ଆଶାରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି।

ଏହି ଶ୍ରମିକମାନେ ମୋସୁଲରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଆଇଏସ୍‌ ଆତଙ୍କୀମାନେ ୨୦୧୪ରେ ସେମାନଙ୍କୁ ଅପହରଣ କରିନେଇଥିଲେ।

ମୃତକଙ୍କ ମଧ୍ୟରେ ପଞ୍ଜାବର ୨୭, ହିମାଚଳର ୪, ବିହାରର ୬ ଓ ପଶ୍ଚିମବଙ୍ଗର ୨ ଜଣ ଅଛନ୍ତି। ଅପହୃତ ୪୦ ଜଣଙ୍କ ମଧ୍ୟରୁ ପଞ୍ଜାବର ଜଣେ ଶ୍ରମିକ ହରଜିତ୍ ମାସି କୌଶଳ କ୍ରମେ ଆତଙ୍କବାଦୀଙ୍କ କବଳରୁ ଖସି ଆସିଥିଲେ।  ଅନ୍ୟ ଶ୍ରମିକମାନଙ୍କୁ ଆଇଏସଆଇଏସ୍ ଆତଙ୍କବାଦୀ ହତ୍ୟା କରିବାର ସେ ଦେଖିଥିବା ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story