ଇରାକ: କାର୍ ବୋମା ବିସ୍ଫୋରଣରେ ୧୮ ମୃତ, ୪୩ ଆହତ

ବାଗଦାଦ: ଇରାକର ନ୍ୟୁ-ବାଗଦାଦ୍ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ବୋମା ବିସ୍ଫୋରଣ ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୩ ଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏ ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ ବା ଆଇଏସ୍ ନିଜକୁ ଦାୟୀ କରିଛି। କାରଣ ଆଇଏସ୍ ସାରା ଦେଶରେ ସିଆ ମୁସଲିମଙ୍କ ଉପରେ ଆକ୍ରମଣ କରି ଆସୁଛି। ନ୍ୟୁ-ବାଗଦାଦରେ ମଧ୍ୟ ସିଆ ମୁସଲିମ୍ ବହୁଳ ଅଞ୍ଚଳ।  

iraq

Rakesh Mallick
  • Published: Wednesday, 22 July 2015
  • , Updated: 04 May 2017, 03:45 PM IST

Related story