ବାଗଦାଦି ସୂଚନାଦାତାଙ୍କୁ ମିଳିବ ୨.୫ କୋଟି ଡଲାର

ବାଗଦାଦ୍‌: କୁଖ୍ୟାତ ଆତଙ୍କବାଦୀ ଅବୁ ବକର୍‌ ଅଲ ବାଗଦାଦିର ମୃତ୍ୟୁ ପଛରେ ଜଣେ ଆଇଏସ୍‌ ସଦସ୍ୟଙ୍କର ବଡ଼ ଭୁମିକା ରହିଥିଲା। ଏହି ସୂଚନାଦାତା କେଉଁ ଦେଶର ନାଗରିକ ଜଣାପଡ଼ିନାହିଁ। ସେ ବାଗଦାଦିର ଶେଷତମ ଠିକଣା ବାବଦରେ ସୂଚନା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଅପରେସନ୍‌ ସମୟରେ ବାଗଦାଦିର ସିରିଆ ଗୋଷ୍ଠୀ ଭିତରେ ଏହି ବ୍ୟକ୍ତି ରହୁଥିଲେ। ସେ ଠିକଣାର ପୁରା ଡିଜାଇନ୍‌ ସହ ସେଠାରେ ବାଗଦାଦୀ କେଉଁ ଅଞ୍ଚଳରେ ଅଛି ତାହା ମଧ୍ୟ ଜଣାଇଥିଲେ। ତୁର୍କୀ […]

baghdadi

baghdadi

Subrat Kumar Nayak
  • Published: Wednesday, 30 October 2019
  • Updated: 30 October 2019, 05:05 PM IST

Sports

Latest News

ବାଗଦାଦ୍‌: କୁଖ୍ୟାତ ଆତଙ୍କବାଦୀ ଅବୁ ବକର୍‌ ଅଲ ବାଗଦାଦିର ମୃତ୍ୟୁ ପଛରେ ଜଣେ ଆଇଏସ୍‌ ସଦସ୍ୟଙ୍କର ବଡ଼ ଭୁମିକା ରହିଥିଲା। ଏହି ସୂଚନାଦାତା କେଉଁ ଦେଶର ନାଗରିକ ଜଣାପଡ଼ିନାହିଁ। ସେ ବାଗଦାଦିର ଶେଷତମ ଠିକଣା ବାବଦରେ ସୂଚନା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଅପରେସନ୍‌ ସମୟରେ ବାଗଦାଦିର ସିରିଆ ଗୋଷ୍ଠୀ ଭିତରେ ଏହି ବ୍ୟକ୍ତି ରହୁଥିଲେ। ସେ ଠିକଣାର ପୁରା ଡିଜାଇନ୍‌ ସହ ସେଠାରେ ବାଗଦାଦୀ କେଉଁ ଅଞ୍ଚଳରେ ଅଛି ତାହା ମଧ୍ୟ ଜଣାଇଥିଲେ।

ତୁର୍କୀ ସୀମାରେ ଥିବା ଏହି ଅଞ୍ଚଳରେ ଆତଙ୍କବାଦୀ ବାଗଦାଦି ରହୁଥିବା ବିଭିନ୍ନ କୋଠରୀ, କେତେଜଣ ସୁରକ୍ଷା କର୍ମୀ, ସୁଡ଼ଙ୍କ ଏବଂ ବିଭିନ୍ନ ମହଲା ଆଦି ବାବଦରେ ସୂଚନା ଦେଇଥିଲେ ଏହି ବ୍ୟକ୍ତି।

ତେବେ ବାଗଦାଦି ବାବଦରେ ସୂଚନା ଦେଲେ ୨.୫ ବା ଅଢ଼େଇ କୋଟି ଡଲାର ଦିଆଯିବାର ଥିବାରୁ ତାହା ଏହି ବ୍ୟକ୍ତି ପାଇବାର ସମ୍ଭାବନା ରହିଛି। ଏହି ବ୍ୟକ୍ତି ହିଁ ବାଗଦାଦିର ଅର୍ନ୍ତବସ୍ତ୍ର ଏବଂ ରକ୍ତ ନମୁନା ଆଣିବାରେ ସଫଳ ହୋଇଥିବା କୁହାଯାଉଛି। ଏଥିରୁ ହିଁ ଡିଏନ୍‌ଏ ନମୁନା ସଂଗ୍ରହ କରି ବାଗଦାଦିର ମୃତ୍ୟୁ ନେଇ ସ୍ପଷ୍ଟ ହୋଇଥିଲା ଆମେରିକା।

ରବିବାର ଟ୍ରମ୍ପ ବାଗଦାଦିର ମୃତ୍ୟୁ ବାବଦରେ ଘୋଷଣା କରି କହିଥିଲେ, ସେ ଏକ ସୁଡ଼ଙ୍ଗ ଭିତରେ ଦଉଡ଼ିଥିଲା, ଚିତ୍କାର କରି, କାନ୍ଦି ଏବଂ ବିକଳ ହୋଇ ଦଉଡ଼ିବା ପରେ ତା’ର ମୃତ୍ୟୁ ହୋଇଥିଲା। ସେ ସୁଡ଼ଙ୍ଗର ଅନ୍ତରେ ପହଞ୍ଚିଯାଇଥିଲା, କାରଣ ତା’କୁ କୁକୁର ଗୋଡ଼ାଉଥିଲେ। ଶେଷରେ ସେ ବିସ୍ଫୋରକ ଜ୍ୟାକେଟ୍‌ ଫୁଟାଇ ଆତ୍ମହତ୍ୟା କରିଥିଲା। ତା’ର ଶରୀର ଛିନ୍‌ଭିନ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story