ବାଗଦାଦିର ଉତ୍ତରାଧିକାରୀ ମଧ୍ୟ ନିପାତ

ୱାଶିଂଟନ୍‌: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଇସ୍‌ଲାମିକ୍‌ ଷ୍ଟେଟ୍‌ର ପ୍ରତିଷ୍ଠାତା ଅବୁ ବକର୍‌ ଅଲ ବାଗଦାଦିର ପ୍ରଥମ ବିକଳ୍ପକୁ ଆମେରିକୀୟ ସେନା ହତ୍ୟା କରିଛନ୍ତି। ସେ ବାଗଦାଦି ପରେ ଆଇଏସ୍‌ଆଇଏସ୍‌ର ଦାୟିତ୍ୱ ନେବାର ଥିଲା। ଟ୍ରମ୍ପ ଏହି ଅପରେସନ୍‌ ବାବଦରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏପରିକି ଏହି ହତ୍ୟା କେଉଁଠାରେ ଏବଂ କିପରି ଘଟିଲା ତାହା ମଧ୍ୟ କହିନାହାନ୍ତି। ତେବେ ସୋମବାର ଆମେରିକା ପକ୍ଷରୁ କୁହାଯାଇଥିଲା ଆଇଏସ୍‌ଆଇଏସ୍‌ ମୁଖପାତ୍ର ତଥା ଜିହାଦୀ […]

q

q

Subrat Kumar Nayak
  • Published: Tuesday, 29 October 2019
  • Updated: 29 October 2019, 08:13 PM IST

Sports

Latest News

ୱାଶିଂଟନ୍‌: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଇସ୍‌ଲାମିକ୍‌ ଷ୍ଟେଟ୍‌ର ପ୍ରତିଷ୍ଠାତା ଅବୁ ବକର୍‌ ଅଲ ବାଗଦାଦିର ପ୍ରଥମ ବିକଳ୍ପକୁ ଆମେରିକୀୟ ସେନା ହତ୍ୟା କରିଛନ୍ତି। ସେ ବାଗଦାଦି ପରେ ଆଇଏସ୍‌ଆଇଏସ୍‌ର ଦାୟିତ୍ୱ ନେବାର ଥିଲା।

ଟ୍ରମ୍ପ ଏହି ଅପରେସନ୍‌ ବାବଦରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏପରିକି ଏହି ହତ୍ୟା କେଉଁଠାରେ ଏବଂ କିପରି ଘଟିଲା ତାହା ମଧ୍ୟ କହିନାହାନ୍ତି। ତେବେ ସୋମବାର ଆମେରିକା ପକ୍ଷରୁ କୁହାଯାଇଥିଲା ଆଇଏସ୍‌ଆଇଏସ୍‌ ମୁଖପାତ୍ର ତଥା ଜିହାଦୀ ସଂଗଠନଙ୍କ ମଧ୍ୟରେ ପ୍ରମୁଖ ଚେହେରା ଅବୁ ଅଲ୍‌ ହାସନ୍‌ ଅଲ ମୁହାଜିରକୁ ଆମେରିକୀୟ ସେନା ନିପାତ କରିଛନ୍ତି।

ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଥିଲେ, ଅଲ ମୁହାଜିର ଏକ ଅଲଗା ଅପରେସନ୍‌ରେ ପ୍ରାଣ ହରାଇଛି। ଅନ୍ୟପକ୍ଷରେ ସିରିଆର କୁର୍ଦ୍ଦିସ୍‌ ୱାଇପିଜି ମିଲିଟିଆ ପକ୍ଷରୁ ରବିବାର କୁହାଯାଇଛି ଉତ୍ତର ସିରିଆରେ କୁର୍ଦ୍ଦିସ୍‌ ନେତୃତ୍ୱରେ ଆମେରିକା ସେନା ସହ ମିଳିତ ଅପରେସନ୍‌ରେ ଅଲ ମୁହାଜିରର ମୃତ୍ୟୁ ହୋଇଛି। ଏହାର ୨ ଦିନ ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ, ଉତ୍ତର ସିରିଆରେ ଆମେରିକା ସେନାର ଏକ ଅପରେସନ୍‌ରେ ଅଲ୍‌ ବାଗଦାଦି ପ୍ରାଣ ହରାଇଛି।

ସୂଚନାଯୋଗ୍ୟ ଯେ, ଶନିବାର ଅଲ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ଭଳି ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ମଧ୍ୟ ଆମେରିକା ସର୍ଜିକାଲ ଷ୍ଟ୍ରାଇକ କରି ଖତମ କରିଦେଇଛି। ଆମେରିକା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଡରି ଯାଇ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏହାପରେ ଓସାମା ଭଳି ବାଗଦାଦିର ମୃତଦେହକୁ ମଧ୍ୟ ଆମେରିକା ପକ୍ଷରୁ ସମୁଦ୍ରରେ ଫୋପାଡ଼ି ଦିଆଯାଇଛି। ତେବେ କେଉଁ ସ୍ଥାନରେ ଓ କେତେବେଳେ ଆମେରିକା ସେନା ବାଗଦାଦିର ମୃତଦେହକୁ ସମୁଦ୍ରରେ ଫିଙ୍ଗିଲା ସେ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ଅପରେସନ୍‌ ବାଗଦାଦିକୁ ସଫଳ ରୂପ ଦେବା ପାଇଁ ଆମେରିକା ସେନାରେ ଥିବା ସାହାସୀ କୁକୁର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆମେରିକା ସେନା କବଳରୁ ବର୍ତ୍ତିବା ପାଇଁ ବାଗଦାଦି ଏକ ଗୁମ୍ଫା ମଧ୍ୟରେ ପଶି ଯାଇଥିଲା। ଏହି ସମୟରେ ତାକୁ ସେନାର ଗୋଟିଏ କୁକୁର ଗୋଡ଼ାଇ ଥିଲା। କୁକୁରକୁ ଦେଖିବା ପରେ ସେ କାନ୍ଦି କାନ୍ଦି ଦୌଡ଼ି ଥିଲା। ଶେଷରେ କୁକୁର ଭୟରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏଥିରେ ସାହାସୀ କୁକୁରଟି ସାମାନ୍ୟ ଆହତ ହୋଇଥିଲା।

ଏହି ଅପରେସନର ନାଁ ‘କାୟଲା ମୁଲେର’ ରଖାଯାଇଥିଲା। କାୟାଲା ମୁଲେର ହେଉଛନ୍ତି ଆମେରିକାର ଜଣେ ମାନବାଧିକାର କର୍ମୀ। ତାଙ୍କୁ ଆଇଏସ ଆତଙ୍କବାଦୀମାନେ ଅପହରଣ କରିବା ପରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ହତ୍ୟା କରିଥିଲେ। ତେଣୁ ବାଗଦାଦି ମୃତ୍ୟୁ ପାଇଁ କରାଯାଇଥିବା ଅପରେସନର ନାଁ କାୟଲା ମୁଲେର ରଖାଯାଇଥିଲା। ଏହି ମିଶନ୍‌ର ସଫଳତା ପରେ ବାଗଦାଦି ପିନ୍ଧୁଥିବା ଅଣ୍ଡରୱେରରୁ ଡିଏନ୍‌ଏ ପରୀକ୍ଷା କରି ବାଗଦାଦିର ପରିଚୟ ସ୍ପଷ୍ଟ କରାଯାଇଥିବା ଜଣାପଡ଼ିଛି।

ପୂରା ଅପରେସନକୁ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ବସି ଦେଖିଥିଲେ। ଏଥିପାଇଁ ସେ ଆମେରିକା ସମୟ ସନ୍ଧ୍ୟା ୫ଟାରେ ହ୍ୱାଇଟ୍‌ ହାଉସ୍‌ର ୱାର ରୁମରେ ପ୍ରବେଶ କରିଥିଲେ। ତାଙ୍କ ସହ ଉପ ରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ସଚିବ ମାର୍କ ଇସପେର, ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାଇନ୍, ଆର୍ମି ଜେନେରାଲ ମାର୍କ ମିଲ୍ଲେ ଓ ବାୟୁସେନା ମୁଖ୍ୟ ସ୍କଟ ହାୱେଲ ରହିଥିଲେ। ଅପରେସନ ବେଳେ ଏମିତି ଏକ କ୍ୟାମେରାର ବ୍ୟବହାର ହୋଇଥିଲା ଯେ ଟ୍ରମ୍ପ ଓ ତାଙ୍କ ସହଯୋଗୀମାନେ ଫିଲ୍ମ ଦେଖିବା ଭଳି ପୂରା ଘଟଣାର ଦୃଶ୍ୟ ଉପରେ ନଜର ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story