‘ପୂରା କଶ୍ମୀର ଭାରତର, ପିଓକେ ଖାଲି କରୁ ପାକିସ୍ତାନ’

ଲଣ୍ଡନ୍‌:କଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବାକୁ ନେଇ ପାକିସ୍ତାନକୁ ସମାଲୋଚନା କରିଛନ୍ତି ବ୍ରିଟିଶ୍‌ ସାଂସଦ ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ବରଂ ପାକିସ୍ତାନ ପିଓକେ ଖାଲି କରାଇବା ବ୍ୟବସ୍ଥା କରୁ। ବବ୍‌ କହିଛନ୍ତି, ସମ୍ପୂର୍ଣ୍ଣ ଜମ୍ମୁ-କଶ୍ମୀର ସାର୍ବଭୌମ ଭାରତର ଅଙ୍ଗ ଥିଲା। ସେ କହିଛନ୍ତି, ପୂରା ଜମ୍ମୁ-କଶ୍ମୀର ଭାରତର ଅଙ୍ଗ ଥିଲା। ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ସଂକଳ୍ପ ଆଣିବାକୁ ଉଦ୍ୟମ କରୁଥିବା ଲୋକେ ପ୍ରଥମ ସଂକଳ୍ପକୁ ଏଡ଼ାଇ ଯାଉଛନ୍ତି ଯେ, ପାକିସ୍ତାନ ସେନା କଶ୍ମୀରକୁ ଦଖଳମୁକ୍ତ କରି ଏହି […]

mp

mp

Subrat Kumar Nayak
  • Published: Sunday, 15 September 2019
  • Updated: 15 September 2019, 06:31 PM IST

Sports

Latest News

ଲଣ୍ଡନ୍‌:କଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉଠାଇବାକୁ ନେଇ ପାକିସ୍ତାନକୁ ସମାଲୋଚନା କରିଛନ୍ତି ବ୍ରିଟିଶ୍‌ ସାଂସଦ ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ବରଂ ପାକିସ୍ତାନ ପିଓକେ ଖାଲି କରାଇବା ବ୍ୟବସ୍ଥା କରୁ। ବବ୍‌ କହିଛନ୍ତି, ସମ୍ପୂର୍ଣ୍ଣ ଜମ୍ମୁ-କଶ୍ମୀର ସାର୍ବଭୌମ ଭାରତର ଅଙ୍ଗ ଥିଲା।

ସେ କହିଛନ୍ତି, ପୂରା ଜମ୍ମୁ-କଶ୍ମୀର ଭାରତର ଅଙ୍ଗ ଥିଲା। ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ସଂକଳ୍ପ ଆଣିବାକୁ ଉଦ୍ୟମ କରୁଥିବା ଲୋକେ ପ୍ରଥମ ସଂକଳ୍ପକୁ ଏଡ଼ାଇ ଯାଉଛନ୍ତି ଯେ, ପାକିସ୍ତାନ ସେନା କଶ୍ମୀରକୁ ଦଖଳମୁକ୍ତ କରି ଏହି ରାଜ୍ୟକୁ ଏକାଠି ହେବାକୁ ଦିଅନ୍ତୁ।

ଏହା ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ କହିଥିଲେ, ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଅନ୍ତର୍ଜାତୀୟ କୋର୍ଟରେ ଉଠାଇବ ଏବଂ ଭାରତ ୩୭୦ ଉଚ୍ଛେଦ କରିବା ବିରୋଧରେ ଚ୍ୟାଲେଞ୍ଜ କରିବ।

ପିଓକେ ପାକିସ୍ତାନ ହାତରୁ ଖସିବ ଖସିବ ହେଉଥିବାରୁ ଚିନ୍ତିତ ଇମ୍ରାନ୍‌ ଖାନ୍ ମଧ୍ୟ ଶୁକ୍ରବାର ଏହାର ରାଜଧାନୀ ମୁଜାଫରବାଦ ଗସ୍ତ କରି ସ୍ଥାନୀୟ ବାସିନ୍ଦାକୁ ଉସକାଇ ଥିଲେ। ଆସନ୍ତା ସପ୍ତାହରେ ସେ ଜାତିସଂଘରେ ଉଦ୍‌ବୋଧନ ଦେବାର ଅଛି, ଏହି ଅବସରରେ ସେ କଶ୍ମୀରବାସୀଙ୍କୁ ନିରାଶ କରିବେନି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story