ୟେଦୁରପ୍ପା ଓ ମୌର୍ଯ୍ୟଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ବି.ଏସ୍ ୟେଦୁରପ୍ପା ଓ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିଜେପି ଯଥାକ୍ରମେ କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶର ଦଳୀୟ ସଭାପତି କରିବା ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ସ୍ୱଚ୍ଛ ରାଜନୀତି କଥା କହୁଥିବା ବିଜେପି କିଭଳି ବିଭିନ୍ନ ଅପରାଧରେ ଅଭିଯୁକ୍ତ ଏହି ଦୁଇ ନେତାଙ୍କୁ ଦୁଇଟି ରାଜ୍ୟର ଦଳୀୟ ସଭାପତି କରିଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ। ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ରାଜନୀତି ଉପରେ ଲମ୍ବାଚଉଡ଼ା ଭାଷଣ ଦେଉଛନ୍ତି। କିନ୍ତୁ ବିଭିନ୍ନ ଅପରାଧରେ […]

manish-tiwaree

manish-tiwaree

Rakesh Mallick
  • Published: Saturday, 09 April 2016
  • Updated: 09 April 2016, 12:00 PM IST

Sports

Latest News

ନୂଆଦିଲ୍ଲୀ: ବି.ଏସ୍ ୟେଦୁରପ୍ପା ଓ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିଜେପି ଯଥାକ୍ରମେ କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶର ଦଳୀୟ ସଭାପତି କରିବା ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ସ୍ୱଚ୍ଛ ରାଜନୀତି କଥା କହୁଥିବା ବିଜେପି କିଭଳି ବିଭିନ୍ନ ଅପରାଧରେ ଅଭିଯୁକ୍ତ ଏହି ଦୁଇ ନେତାଙ୍କୁ ଦୁଇଟି ରାଜ୍ୟର ଦଳୀୟ ସଭାପତି କରିଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ।

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ରାଜନୀତି ଉପରେ ଲମ୍ବାଚଉଡ଼ା ଭାଷଣ ଦେଉଛନ୍ତି। କିନ୍ତୁ ବିଭିନ୍ନ ଅପରାଧରେ ଜଡ଼ିତ ରାଜନେତାଙ୍କୁ ନିଜ ଦଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କେମିତି ଅବସ୍ଥାପିତ କରୁଛନ୍ତି?”

ମନୀଷ କହିଛନ୍ତି,“କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିବା ବେଳେ ୟେଦୁରପ୍ପା ଦୁର୍ନୀତିରେ ଜଡ଼ିତ ଥିଲେ। ସେଥିପାଇଁ ସେ ଜେଲ୍ ବି ଯାଇଥିଲେ। ତଥାପି ସ୍ୱଚ୍ଛ ରାଜନୀତି କଥା କହୁଥିବା ବିଜେପି ତାଙ୍କୁ କର୍ଣ୍ଣାଟକର ସଭାପତି କରିଛି।

ଉତ୍ତର ପ୍ରଦେଶର ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି,“ଉତ୍ତର ପ୍ରଦେଶରେ ଯେଉଁ ଭଦ୍ର ବ୍ୟକ୍ତିଙ୍କୁ ବିଜେପି ଦଳୀୟ ସଭାପତି କରିଛି ତାଙ୍କ ନାଁରେ ହତ୍ୟା ସମେତ ୧୦ଟି ଅପରାଧିକ ମାମଲା ରହିଛି। ସ୍ୱଚ୍ଛ ରାଜନୀତିର ଏ କି ପ୍ରତିଫଳନ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story