ସିଏଏ ସମାଲୋଚକଙ୍କୁ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ: ବିଶ୍ୱର କୌଣସି ଦେଶ ସମସ୍ତଙ୍କୁ ସ୍ୱାଗତ କରେ ନାହିଁ। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ ଏଭଳି କହିଛନ୍ତି। ଜମ୍ମୁ କଶ୍ମୀରରେ ସ୍ଥିତିକୁ ନେଇ ମିଳିତ ଜାତିସଂଘର ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆରସି) କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଜୟଶଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, ‘ୟୁଏନଏଚଆରସି ପୂର୍ବରୁ ମଧ୍ୟ ଜମ୍ମୁ କଶ୍ନୀରକୁ ନେଇ ଅନେକ ଭୁଲ୍ ମନ୍ତବ୍ୟ ଦେଇଛି। […]

jaishankar

jaishankar

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 04:07 PM IST

ନୂଆଦିଲ୍ଲୀ: ବିଶ୍ୱର କୌଣସି ଦେଶ ସମସ୍ତଙ୍କୁ ସ୍ୱାଗତ କରେ ନାହିଁ। କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନାଗରିକତା ସଂଶୋଧନ ଆଇନ୍ (ସିଏଏ) ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ ଏଭଳି କହିଛନ୍ତି।

ଜମ୍ମୁ କଶ୍ମୀରରେ ସ୍ଥିତିକୁ ନେଇ ମିଳିତ ଜାତିସଂଘର ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆରସି) କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଜୟଶଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, 'ୟୁଏନଏଚଆରସି ପୂର୍ବରୁ ମଧ୍ୟ ଜମ୍ମୁ କଶ୍ନୀରକୁ ନେଇ ଅନେକ ଭୁଲ୍ ମନ୍ତବ୍ୟ ଦେଇଛି। ଏହାର ନିର୍ଦ୍ଦେଶକ ମଧ୍ୟ ପୂର୍ବରୁ ଭୁଲ ଥିଲେ ଏବଂ କଶ୍ମୀର ସମସ୍ୟାର ସମାଧାନ ପାଇଁ ଜାତିସଂଘର ଅତୀତ ରେକର୍ଡ ଦେଖିବା ଉଚିତ୍ । ଏହି ସିଏଏ ମାଧ୍ୟମରେ ଦେଶରେ ବିନା କାଗଜପତ୍ରରେ ରହୁଥିବା ବିଦେଶୀ ନାଗରିକଙ୍କ ସଂଖ୍ୟା ହ୍ରାସ କରିବାକୁ ଚେଷ୍ଟା କରାଯାଉଛି। ଏହାକୁ ପ୍ରଶଂସା କରାଯିବା ଉଚିତ’ ବୋଲି ସେ କହିଛନ୍ତି।

ସମସ୍ତ ଦେଶ ନାଗରିକତ୍ୱକୁ ଦେଖନ୍ତି, ସେଥିପାଇଁ ପ୍ରତ୍ୟେକ ଦେଶର ଏକ ମାନଦଣ୍ଡ ରହିଛି। ହେଲେ ବିଶ୍ୱରେ କୌଣସି ଦେଶ ନାହିଁ ଯେଉଁଠି ସମସ୍ତ ନାଗରିକଙ୍କୁ ସ୍ୱାଗତ କରାଯାଏ। ଯଦି ଅଛି ତାହେଲେ ଏହାକୁ ଦେଖାଇବା ପାଇଁ କହିଛନ୍ତି ବୈଦେଶିକ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story