ଜେଲ୍‌ରୁ ବାହାରିଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ପଟିଦାରଙ୍କୁ ସଂରକ୍ଷଣ ଦାବିରେ ଆନ୍ଦୋଳନର ନେତୃତ୍ୱ ନେଇ ଗିରଫ ହୋଇଥିବା ହାର୍ଦ୍ଦିକ ପଟେଲ ୨୫୬ ଦିନ ଜେଲ୍‌ ରହିବା ପରେ ଆଜି ବାହାରିଛନ୍ତି। ସୁରଟର ଲାଜପୁର ଜେଲ୍‌ରୁ ବାହାରିବା ପରେ  ହାର୍ଦ୍ଦିକ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ‘‘ସାରା ଦେଶ ବୁଲି କର୍ମୀ ସମାଜକୁ ଏକଜୁଟ୍‌ କରିବି” ବୋଲି ହାର୍ଦ୍ଦିକ କହିଛନ୍ତି। ହାର୍ଦ୍ଦିକ ଜେଲରୁ ବାହାରିବା ସମୟରେ କୌଣସି ଅପ୍ରୀତିକର ଘଟଣା ଆଶଙ୍କାରେ ସୁରଟରେ ୧୪୪ ଧାରା କରାଯାଇଥିଲା। ସୂଚନାଯୋଗ୍ୟ,  କିଛି ଦିନ ତଳେ  […]

hardik patel

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 03:31 PM IST

ନୂଆଦିଲ୍ଲୀ: ପଟିଦାରଙ୍କୁ ସଂରକ୍ଷଣ ଦାବିରେ ଆନ୍ଦୋଳନର ନେତୃତ୍ୱ ନେଇ ଗିରଫ ହୋଇଥିବା ହାର୍ଦ୍ଦିକ ପଟେଲ ୨୫୬ ଦିନ ଜେଲ୍‌ ରହିବା ପରେ ଆଜି ବାହାରିଛନ୍ତି। ସୁରଟର ଲାଜପୁର ଜେଲ୍‌ରୁ ବାହାରିବା ପରେ  ହାର୍ଦ୍ଦିକ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ‘‘ସାରା ଦେଶ ବୁଲି କର୍ମୀ ସମାଜକୁ ଏକଜୁଟ୍‌ କରିବି” ବୋଲି ହାର୍ଦ୍ଦିକ କହିଛନ୍ତି।

ହାର୍ଦ୍ଦିକ ଜେଲରୁ ବାହାରିବା ସମୟରେ କୌଣସି ଅପ୍ରୀତିକର ଘଟଣା ଆଶଙ୍କାରେ ସୁରଟରେ ୧୪୪ ଧାରା କରାଯାଇଥିଲା।

ସୂଚନାଯୋଗ୍ୟ,  କିଛି ଦିନ ତଳେ  ଗୁଜୁରାଟର ଉଚ୍ଚ ନ୍ୟାୟାଳୟ ଦେଶଦ୍ରୋହ ଓ ହିଂସା ମାମଲାରେ ହାର୍ଦ୍ଦିକଙ୍କୁ ଜାମିନ୍‌ ଦେଇଥିଲେ।

Related story