କିସ୍ତୱାଡରେ ପଥରମାଡ଼ ପରେ ଲାଗିଲା କର୍ଫ୍ୟୁ

ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାଡରେ ୩ ଯୁବକଙ୍କ ଗିରଫଦାରୀ ପରେ ପଥର ମାଡ଼ କାରଣରୁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ପୁଣି ଥରେ ଏଠାରେ କର୍ଫ୍ୟୁ ଜାରି କରିଛି। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,”କିସ୍ତୱାଡ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୪ଟାରେ କର୍ଫ୍ୟୁ ଲଗା ଯାଇଛି। ଶନିବାର ରାତିରେ କିସ୍ତୱାଡରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ୩ ଜଣ ଯୁବକଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏହି […]

srinagar-kashmir-curfew

srinagar-kashmir-curfew

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 02:32 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାଡରେ ୩ ଯୁବକଙ୍କ ଗିରଫଦାରୀ ପରେ ପଥର ମାଡ଼ କାରଣରୁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ପୁଣି ଥରେ ଏଠାରେ କର୍ଫ୍ୟୁ ଜାରି କରିଛି।

ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି,”କିସ୍ତୱାଡ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭୋର ୪ଟାରେ କର୍ଫ୍ୟୁ ଲଗା ଯାଇଛି। ଶନିବାର ରାତିରେ କିସ୍ତୱାଡରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ୩ ଜଣ ଯୁବକଙ୍କୁ ପୋଲିସ୍‌ ଗିରଫ କରିଥିଲା। ଏହି ୩ ଯୁବକଙ୍କୁ ଗିରଫ କରିବା ପରେ ଏହି ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story