ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ, ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନରୁ ବିରତ ହେଉ ନାହିଁ ପାକିସ୍ତାନ। ଆଜି ସକାଳେ ଜମ୍ମୁ-କାଶ୍ମୀରର ମେଣ୍ଡରର ବାଲାକୋଟ ଏବଂ ମନକୋଟ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା।  ପାକିସ୍ତାନ ସୈନିକମାନେ ଭାରତୀୟ ସେନାଙ୍କ ଶିବର ସହିତ ଜନବସତିଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟର ମାଡ଼ କରିବା ସହିତ ଗୁଳି ଚଳାଇଥିଲେ।

ଏହା ପୂର୍ବରୁ ରବିବାର ରାତିରେ ଯେତେବେଳେ ଭାରତରେ ଦୀପାବଳୀ ପାଳନ କରାଯାଉଥିଲା ସେତେବେଳେ ଜମ୍ମୁର ଆର.ଏସ୍ ପୁରା ସେକ୍ଟରରେ ପାକିସ୍ତାନ ସେନାମାନେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ।

ଆହୁରି ପଢ଼ନ୍ତୁ

ପ୍ଲାଜ୍‌ମା ଦାନ କରିବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

‘ସୁଶାନ୍ତଙ୍କ ବାପା ଦ୍ୱିତୀୟ ବିବାହ କରିଥିବାରୁ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା’

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍