ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଭାରତୀୟ ଯବାନ ଶହୀଦ

ଜମ୍ମୁ: ଜମ୍ମୁ-କାଶ୍ମୀରର ଆରଏସପୁରା ସେକ୍ଟରରେ ଶୁକ୍ରବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା। ଗୁଳିବିନିମୟରେ ୨୬ ବର୍ଷୀୟ ଭାରତୀୟ ବିଏସଏଫ ଯବାନ ଗୁରୁନାମ ସିଂହ ଶହୀଦ୍ ହୋଇଛନ୍ତି। ଦୁଇଦିନ ଧରି ଜମ୍ମୁ ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ଶନିବାର ବିଳମ୍ବିତ ରାତିରେ ଯବାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କଠୁଆ ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନର ଅନୁପ୍ରବେଶକୁ ପଣ୍ଡ କରିବାରେ ଶହୀଦ୍ ଗୁରୁନାମ ସିଂହଙ୍କ ମୁଖ୍ୟ ଭୂମିକା ରହିଥିଲା। ଦେଶ ପାଇଁ କାମରେ ଆସି ଶହୀଦ […]

gurunam-singh

gurunam-singh

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 01:48 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରର ଆରଏସପୁରା ସେକ୍ଟରରେ ଶୁକ୍ରବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା। ଗୁଳିବିନିମୟରେ ୨୬ ବର୍ଷୀୟ ଭାରତୀୟ ବିଏସଏଫ ଯବାନ ଗୁରୁନାମ ସିଂହ ଶହୀଦ୍ ହୋଇଛନ୍ତି। ଦୁଇଦିନ ଧରି ଜମ୍ମୁ ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ଶନିବାର ବିଳମ୍ବିତ ରାତିରେ ଯବାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

କଠୁଆ ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନର ଅନୁପ୍ରବେଶକୁ ପଣ୍ଡ କରିବାରେ ଶହୀଦ୍ ଗୁରୁନାମ ସିଂହଙ୍କ ମୁଖ୍ୟ ଭୂମିକା ରହିଥିଲା। ଦେଶ ପାଇଁ କାମରେ ଆସି ଶହୀଦ ହୋଇଥିବା ଗୁରୁନାମଙ୍କ ପିତା ନିଜ ପୁଅ ପାଇଁ ଗର୍ବ କରିବା ସହ ପାକିସ୍ତାନ ସହ ଯୁଦ୍ଧ ଚାହାଁନ୍ତି ବୋଲି ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story