ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଭାରତୀୟ ଯବାନ ଶହୀଦ

ଜମ୍ମୁ: ଜମ୍ମୁ-କାଶ୍ମୀରର ଆରଏସପୁରା ସେକ୍ଟରରେ ଶୁକ୍ରବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା। ଗୁଳିବିନିମୟରେ ୨୬ ବର୍ଷୀୟ ଭାରତୀୟ ବିଏସଏଫ ଯବାନ ଗୁରୁନାମ ସିଂହ ଶହୀଦ୍ ହୋଇଛନ୍ତି। ଦୁଇଦିନ ଧରି ଜମ୍ମୁ ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେବା ପରେ ଶନିବାର ବିଳମ୍ବିତ ରାତିରେ ଯବାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

କଠୁଆ ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନର ଅନୁପ୍ରବେଶକୁ ପଣ୍ଡ କରିବାରେ ଶହୀଦ୍ ଗୁରୁନାମ ସିଂହଙ୍କ ମୁଖ୍ୟ ଭୂମିକା ରହିଥିଲା। ଦେଶ ପାଇଁ କାମରେ ଆସି ଶହୀଦ ହୋଇଥିବା ଗୁରୁନାମଙ୍କ ପିତା ନିଜ ପୁଅ ପାଇଁ ଗର୍ବ କରିବା ସହ ପାକିସ୍ତାନ ସହ ଯୁଦ୍ଧ ଚାହାଁନ୍ତି ବୋଲି ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା

ଜେରାର ସମ୍ମୁଖୀନ ହେବେ ରିୟା, ଇଡି ପଠାଇଲା ସମନ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଓୱେସୀଙ୍କ ବାବ୍ରୀ ଟ୍ୱିଟ ପାଇଁ ଏତଲା ଦେଲା ହିନ୍ଦୁ ସେନା

ଓୱେସୀ କହିଲେ, ବାବ୍ରୀ ମସଜିଦ ଥିଲା ଓ ରହିବ

ଲୁପିନର କରୋନା ଔଷଧ, ଟ୍ୟାବଲେଟର ଦାମ ୪୯ ଟଙ୍କା

ରାମ ମନ୍ଦିର ନିର୍ମାଣ ପଛରେ ଥିବା ସେହି ୧୦ ବ୍ୟକ୍ତି, ଜାଣନ୍ତୁ ସେମାନେ କିଏ

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ଠାରୁ ରାହୁଲ ଗାନ୍ଧି ଓ ଓୱେସୀ କ’ଣ କହିଲେ

ରେକର୍ଡ: ଦିନକରେ ୫୧ ହଜାରରୁ ଅଧିକ ସୁସ୍ଥ, ୫୨ ହଜାର ଆକ୍ରାନ୍ତ