ଚଳନ୍ତା ଟ୍ରେନ୍‌ରେ ଆକ୍ରମଣ ଯୋଜନା କରିଥିଲେ ଆତଙ୍କୀ

ଜମ୍ମୁ: ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର- ଏ-ତୋଇବାର ଯୋଜନା ସାମ୍ନାକୁ ଆସିଛି। ଖବର ମୁତାବକ ଲସ୍କର-ଏ-ତୋଇବାର ତିନି ଆତଙ୍କୀ ଜମ୍ମୁର ସାମ୍ବା ସେକ୍ଟରରେ ଚଳନ୍ତା ଟ୍ରେନ୍‌ରରେ ବିସ୍ଫୋରଣ ଅବା ପଠାନ୍‌କୋଟ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହାଛଡ଼ା ଆର୍ମୀ କ୍ୟାମ୍ପରେ ରାସାୟନିକ ଦ୍ରବ୍ୟ ଫିଙ୍ଗି ଜାଳି ଦେବାର ଯୋଜନା ମଧ୍ୟ କରିଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଗୋଳାବାରୁଦ […]

ceasefire

ceasefire

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 02:30 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର- ଏ-ତୋଇବାର ଯୋଜନା ସାମ୍ନାକୁ ଆସିଛି। ଖବର ମୁତାବକ ଲସ୍କର-ଏ-ତୋଇବାର ତିନି ଆତଙ୍କୀ ଜମ୍ମୁର ସାମ୍ବା ସେକ୍ଟରରେ ଚଳନ୍ତା ଟ୍ରେନ୍‌ରରେ ବିସ୍ଫୋରଣ ଅବା ପଠାନ୍‌କୋଟ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏହାଛଡ଼ା ଆର୍ମୀ କ୍ୟାମ୍ପରେ ରାସାୟନିକ ଦ୍ରବ୍ୟ ଫିଙ୍ଗି ଜାଳି ଦେବାର ଯୋଜନା ମଧ୍ୟ କରିଥିଲେ।

ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଗୋଳାବାରୁଦ ଜବତ କରାଯାଇଥିବା ଇଣ୍ଟେଲିଜେନ୍ସ ସୂତ୍ରରୁ ପ୍ରକାଶ। ଏହାସହ ସେମାନଙ୍କ ନିକଟରୁ ଚେଣ୍ଡ୍‌ ଆଇଆଇଜି, ସୁଇସାଇଡ୍‌ ବେଲ୍ଟ ଏବଂ ବିସ୍ଫୋରକରେ ଭର୍ତ୍ତି ସୁଇସାଇଡ୍‌ ବ୍ୟାଗ୍‌ ମଧ୍ୟ ମିଳିଛି।

ଉରୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆତଙ୍କୀଙ୍କ ନିକଟରୁ ମଧ୍ୟ ଏହି ପ୍ରକାରର ରାସାୟନିକ ଦ୍ରବ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story