ଜମ୍ମୁ ଓ କାଶ୍ମୀର: ମୋବାଇଲ ଶୋରୁମରେ ଆତଙ୍କୀ ହମଲା, ଜଣେ ଆହତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ଫୋନ ସେବାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଆତଙ୍କବାଦୀମାନେ ଶ୍ରୀନଗରରେ ଥିବା ଏକ ମୋବାଇଲ ଶୋରୁମ ଓ ଟାୱାର ଉପରେ ଆକ୍ରମଣ କରିଛନ୍ତି।ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ଅଞ୍ଚଳକୁ ଘେରାଉ କରି ଯାଞ୍ଚ ଆରମ୍ଭ କରିଛି। ସେହିପରି କାଶ୍ମୀର ମୋବାଇଲ ଟାୱାର ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଜାମ୍ମୁ ଓ କାଶ୍ମୀର ସରକାରଙ୍କୁ ଟାୱାରଗୁଡିକୁ ସୁରକ୍ଷା ଯୋଗାଇ ଦେବାକୁ […]

showroom

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 04:11 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ଫୋନ ସେବାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ଆତଙ୍କବାଦୀମାନେ ଶ୍ରୀନଗରରେ ଥିବା ଏକ ମୋବାଇଲ ଶୋରୁମ ଓ ଟାୱାର ଉପରେ ଆକ୍ରମଣ କରିଛନ୍ତି।ଏହି ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ଅଞ୍ଚଳକୁ ଘେରାଉ କରି ଯାଞ୍ଚ ଆରମ୍ଭ କରିଛି। ସେହିପରି କାଶ୍ମୀର ମୋବାଇଲ ଟାୱାର ଆକ୍ରମଣ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଜାମ୍ମୁ ଓ କାଶ୍ମୀର ସରକାରଙ୍କୁ ଟାୱାରଗୁଡିକୁ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି।

 

 

 

Related story